Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

ସିପିଆଇ ର ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ |

24-Jun-2025

ସି. ପି. ଆଇ ର ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ସମ୍ମିଳନୀ
ଓଡ଼ିଶା ଜନମତ, ପୋଲସରା ସନ୍ତୋଷ କୁମାର ପଣ୍ଡା

ପୋଲସରା  : ସି. ପି. ଆଇ ର ଜଗନ୍ନାଥପ୍ରସାଦ ବ୍ଲକ ସ୍ତରୀୟ ଆଞ୍ଚଳିକ ସମ୍ମିଳନୀ ପଞ୍ଚଭୂତି ଠାରେ ଅନୁଷ୍ଠିତ ହୋଇଯାଇଛି. ସମ୍ମିଳନୀ ଆରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥୀ ସୋମନାଥ ନାୟକ ପାର୍ଟିର ଲାଲ ପତାକା ଉତ୍ତୋଳନ କରି ସମବେତ ପ୍ରତିନିଧି ବୃନ୍ଦଙ୍କୁ ପତାକାର ଗାରିମା ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ, ଏହା ଶ୍ରମଜୀବୀ ମାନଙ୍କ ଲହୁ ଲୁହ ର ପତାକା। ଏ ପତାକାକୁ ସବୁବେଳେ ଉଡାଇ ରଖିବାକୁ ହେବ। ସମ୍ମିଳନୀରେ ସ୍ଥାନୀୟ କମ୍ମ୍ୟୁନିଷ୍ଟ ନେତା ମାଧବ ନାୟକ ସଭାପତିତ୍ୱ କରିଥିଲେ। ଆରମ୍ଭରେ ଜାତୀୟ, ରାଜ୍ୟ ଓ ସ୍ଥାନୀୟ ନେତାମାନେ ଯେଉଁମାନେ ନିକଟ ଅତୀତ ରେ ପରଲୋକ ହୋଇଯାଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମ୍ପାଦକ ସାଥୀ ବିପ୍ର ଚରଣ ନାୟକ ଗତ ତିନି ବର୍ଷର କାର୍ଯ୍ୟାଧାରା ଉପରେ ବିବରଣୀ ପାଠ କରିଥିଲେ। ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସହ ସମ୍ପାଦକ ସାଥୀ ପ୍ରକାଶ ଚନ୍ଦ୍ର ପାତ୍ର, ସହସମ୍ପାଦକ ସାଥୀ ପ୍ରଦୀପ ସେଠୀ, ପୋଲସରା ଅଞ୍ଚଳ ସମ୍ପାଦକ ଦଣ୍ଡପାଣି ସାମଲ ଯୋଗଦାନ କରି ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ପାର୍ଟିର ଶତ ବାର୍ଷିକୀ ପାଳନ ଅବସରରେ ପାର୍ଟି ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ସାଥୀ ରଂଜିତ ମିଶ୍ର, ସାଥୀ ଦିବାକର ନାୟକ, ସାଥୀ ସୁରେନ୍ଦ୍ର ପଟ୍ଟନାୟକ ନିଜ ନିଜ ଶାଖାର ସଂଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶାଖା ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ସାଥୀ ଶ୍ୟାମଘନ ସେଠୀ ସମ୍ମିଳନୀକୁ ସଂଚାଳନ କରିଥିଲେ। ଗାୟାଗଣ୍ଡା, ପାଟରାପଲ୍ଲୀ, କରଡ଼ାବଣି, ସିଙ୍ଗିପୁର, ଚଢିଆପଲ୍ଲୀ ଓ ପଞ୍ଚଭୂତି ଶାଖାର ଶତାଧିକ ପ୍ରତିନିଧି ଯୋଗଦାନ କରିଥିଲେ। ଅନେକ ଆଗୁଆ ସଭ୍ୟ ପାର୍ଟିର ମୁଖପାତ୍ର ସାପ୍ତାହିକ ନୂଆ ଦୁନିଆ ର ଗ୍ରାହକ ହୋଇଥିଲେ। ସମ୍ମିଳନୀ ଶେଷରେ ସାଥୀ ସୁଶାନ୍ତ କୁମାର ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP