Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ର ଆରୋଗ୍ୟ କାମନା କରି ତାରା ତାରିଣୀ ଙ୍କ ପୀଠରେ ଦୀପ ଜାଳିଲେ ନେତା, କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠିର ଶତାଧିକ ମହିଳା |

22-Jun-2025

ନବୀନ ଙ୍କ  ଆରୋଗ୍ୟ ଓ ସୁସ୍ଥ ଜୀବନ ପାଇଁ ପୂଜାର୍ଚ୍ଚନା କଲେ ପୂର୍ବତନ ବିଧାୟୀକା ଓ ବିଜେଡି କର୍ମୀ ନେତା,

 ଓଡିଶା ଜନ ମତ ବ୍ୟୁରୋ, ତାରିଖ --22/06/25,
ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ, କାମନା କରି ରାଜ୍ୟବ୍ୟାପୀ ବିଜେଡି ନେତା ଓ କର୍ମୀ ମାନେ ନେ ବିଭିନ୍ନ ଦେବ,ଦେବୀ ଙ୍କ ପୀଠରେ ଠାରେ ପୂଜାଅର୍ଚ୍ଚନା କରିଛନ୍ତି |ସେହିକ୍ରମରେଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଳକ ନିକଟ ରାୟପୁର ପଞ୍ଚାୟତ ରେ ଥିବା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରି ଦେବୀମାଆ ତାରାତାରିଣୀ ନିକଟରେ ଆଜି ବିଜେଡି ଜିଲ୍ଲା ସାମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ ଓ ଯୁବନେତା ନୀଳମଣି ପଣ୍ଡାଙ୍କ ସଂଯୋଜନା ରେ ଏହିପୂଜାର୍ଚନା କାର୍ଯ୍ୟକ୍ରମଆରମ୍ଭ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଆତିଥ୍ୟରେ ଏବଂ ଅନ୍ୟ ବିଜେଡି ନେତା କର୍ମୀ ତଥା ସ୍ୱୟଂ ସହାୟିକା ଗୋଷ୍ଟି ଙ୍କ ଉପସ୍ଥିତି ରେ ଏହି ପୂଜାକାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳ ନେତା  ଶ୍ରୀଯୁକ୍ତ ନବୀନପଟନାୟକ ଙ୍କ ସ୍ବାସ୍ଥ୍ୟ ର ଶୁଭମନାସି ମାଆ ତାରା ତାରିଣୀ ପୀଠରେ ଦୀପ ଦାନ କରା ଯାଇଛି । ବି ଜେଡି ସୁପ୍ରିମୋ ନବୀନପଟ୍ଟନାୟକଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଗତକାଲି ଚିକିତ୍ସା ନିମନ୍ତେ ମୁମ୍ବାଇ ଗସ୍ତ କରିଛନ୍ତି । କିପରି ଶ୍ରୀ ପଟ୍ଟନାୟକ ସୁସ୍ଥ ହୋଇ ଶୀଘ୍ର ଫେରିଆସିବେ, ସେ ନେଇ ବିଜେଡି ଦଳର ଶହ ଶହ କର୍ମୀ ମାନେ । ପୂର୍ବତନ ବିଧାୟକସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ନେତୃତ୍ବରେ ମାଙ୍କ ପୀଠ ରେ ପହଞ୍ଚି ଦୀପ ଦାନ କରିବା ସହ ନବୀନଙ୍କ ନାଁରେ ପୂଜାର୍ଚ୍ଚନା କରିଛନ୍ତି , ପୂର୍ବତନ ବିଧାୟିକା  ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ସହ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ, ଜିଲ୍ଲା ଉପସଭାପତି  ବୁଲୁ ପଣ୍ଡା, ଖଲ୍ଲିକୋଟ ମହିଳା ସଭାପତି ମିତାଲି ମିଶ୍ର, ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ ସାହୁ, ପୁରୁଷୋତ୍ତମପୁର ବ୍ଳକ ଯୁବ ସଭାପତି ନୀଳମଣି ପଣ୍ଡା, 37 ନଂ ଜିଲ୍ଲା ପରିଷଦ ସଦସ୍ୟ ରଂଜିତ ବେହେରା,  ଖଲ୍ଲିକୋଟ13 ନଂ ଜିଲ୍ଲା ପରିଷଦ ସଦସ୍ୟବିନାୟକ ଜାଲି, କେଶପୁର ସରପଞ୍ଚ ବିଚିତ୍ର ଜାଲି,ବାବୁଲି ପଣ୍ଡା, ପୁରୁଷୋତ୍ତମପୁର ଆଇନ ଯିଵି ପ୍ରାଭାତ କୁମାର ପଟନାୟକ, ଭବାନୀ କାନ୍ତ ପଣ୍ଡା, ରାଇପୁର ସରପଞ୍ଚ ପ୍ରତିନିଧି ବିଚିତ୍ର କୁମାର ବେହେରା, ସମସ୍ତ ମହିଳା  ସଦସ୍ୟ, ନେତା କର୍ମୀ ମାନେ ମାଆଙ୍କ ପୀଠରେ ଦୀପ ଦାନ କରି  ନବୀନ ବାବୁସୁସ୍ତ ହୋଉ ଫେରି ଆସନ୍ତୁ ବୋଲି  ପାର୍ଥନା କରିଛନ୍ତି |   ଯାହାହେଉ ନବୀନ ବାବୁଙ୍କ ପରାଜୟ ପରେ ବି ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ସମସ୍ତେ ତାଙ୍କୁ ଭଲ ପାଉଛନ୍ତି ଏହି କଥାପ୍ରମାଣିତ କରୁଛି  ତାଙ୍କ ସୁସ୍ଥ ଜୀବନ ପାଈଁ ପାର୍ଥନା ଘଟଣାରୁ, |

News Comment

You Might Also Like

BACK TO TOP