Breaking News

ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||     

ପୁରୁଷୋତ୍ତମପୁର ଥାନା ଏସ ଆଇ ଙ୍କୁ ଏସପି ଙ୍କ ତରଫରୁ ମିଳିଲା ନଂ ୱାନ ଆୱାର୍ଡ |

14-Jun-2025

ପୁରୁଷୋତ୍ତମପୁର ଥାନାର ସବ ଇନିସ ପେକ୍ଟର ଆଦିତ୍ୟ ନାରାୟଣ ପାତ୍ର ଏସପି ଙ୍କ ଠାରୁ ପାଇଲେ  ଶ୍ରେଷ୍ଠ ନଂ ୱାନ ଏସ ଆଇ   ଆୱାର୍ଡ  |

ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ସବ ଇନିସ ପେକ୍ଟର  ଥିବା  ଆଦିତ୍ୟ ନାରାୟଣ ପାତ୍ର  ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଏବଂ କ୍ରାଇମ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସାବାଡ଼ କରି ହାଜତ କୁ ପଠେଇବା  ସେମାନଙ୍କ ରେକଡ଼ କୁସଠିକ  ଭାବେ ସଜାଡି  ରଖିବା,ଏବଂସେମାନଙ୍କ ସବୁ ଖବର ଛତ୍ରପୁର ଏସପି ଅଫିସିଜୁ ପଠେଇବା  ଇତ୍ୟାଦି ,କାର୍ଯ୍ୟ କୁ ପାଳନ କରି  ଆଈ ଆଇ ସି ଏବଂ ଏସଡ଼ିପିଓ  ଙ୍କ ନିତି, ନିୟମ ଓ ଆଦର୍ଶ କୁ ପାଳନ କରି କୌଣସି ପରିସ୍ଥିତି ରେ ଅପରାଧୀ ମାନଙ୍କୁ ସହଯୋଗ ନକରି ତାଙ୍କ ବିରୁଦ୍ଧରେ  ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା,  ଏହି ଭଳି ମହତ  କାର୍ଯ୍ୟ ଯୋଗୁଁ  ଛତ୍ରପୁର ଏସପି ଶୁଭେନ୍ଦୁ କୁମାର ପାତ୍ର, ଅନ୍ୟ କିଛି ଥାନାର  ଏସ ଆଇ ମାନଙ୍କ ସହ ପୁରୁଷୋତ୍ତମପୁର ଥାନାର ଏସ ଆଇ  ଆଦିତ୍ୟନାରାୟଣ ପାତ୍ର ଙ୍କୁ ଏକ ନଂ ଏସ ଆଇ ଭାବେ  ତାଙ୍କରି ନିରବ ଛିନ୍ନ ସେବା ନିମନ୍ତେ ଗତକାଲି ଛତ୍ରପୁର ଏସପି ଅଫିସିରେ ପ୍ରଥମ  ଆଦିତ୍ୟ ଙ୍କ ସହ ଅନ୍ୟ ଏସ ଆଇ  ମାନଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି  ପୋଲିସ ବିଭାଗ ସହିତ ଦେଶମାତୃକାର ସେବାକର ବୋଲି ଏସପି କହିଥିଲେ  |  ତେବେ ପୁରୁଷୋତ୍ତମପୁର ଥାନା ର ଏସ ଆଇ ଆଦିତ୍ୟ ନାରାୟଣ ପାତ୍ର ଙ୍କୁ ଏହି ସମ୍ବର୍ଦ୍ଧନା ମିଳିବା ଖବର ଶୁଣିଲା ପରେ  ଥାନା ଅଧିକାରୀ ରାଜେଶ ନାୟକ ଓସମସ୍ତ ଥାନା ଷ୍ଟାଫ ଓ ଏସଡ଼ି ପିଓ   ଡ଼ଃ ଦୀପକ କୁମାର ମିଶ୍ର ଖୁସିବ୍ୟକ୍ତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି  |  ଆଦିତ୍ୟ ବାବୁଙ୍କ ଭଳି ସମସ୍ତେ  ମହତ କାର୍ଯ୍ୟ କଲେ    ଏହି ଥାନା ଏକ ଆଦର୍ଶ ଥାନାରେ ପରିଣତ ହୋଇ ପାରିବ |

News Comment

You Might Also Like

BACK TO TOP