Breaking News

ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||     

ପୋଲସରା ଏନଏସି ର ଗୁରୁତ୍ୱ ପୂର୍ଣ୍ଣ ବୈଠକ, ପୌର ପରିଷଦ ଗଠନ ନେଇ ମନ୍ତ୍ରୀଙ୍କ ଆଲୋଚନା |

29-May-2025

ପୋଲସରା ଏନ ଏ ସି ର ଗୁରୁତ୍ୱପୂର୍ଣ୍ଣ ବୈଠକ :ପୌରପରିଷଦ  ଗଠନ ନେଇ ମନ୍ତ୍ରୀଙ୍କ ଆଲୋଚନା,

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା,

ପୋଲସରା ୨୯. ୫. ୨୫ ପୋଲସରା ଏନ ଏ ସିର କାଉନସିଲ ବୈଠକ  ଅଧକ୍ଷା ସଂଗୀତା ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦ  ଗଠନ କରାଯିବା ନେଇ ରାଜ୍ୟ ସରକାର ମୋହର ମାରିବା ପରେ ପୋଲସରା ସହରରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି | ଏହି ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୌର ପରିଷଦ ଗଠନ ନେଇ ଯେଉଁ ସବୁ ଆବଶ୍ୟକୀୟତା  ନିୟମ ଓ ସର୍ତ୍ତାବଳୀ ରହିଛି ସେନେଇ ମନ୍ତ୍ରୀ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହିତ କେଉଁ କେଉଁ ପଞ୍ଚାୟତର ଗାଁ ଗୁଡିକ ମିଶିଲେ ପରିଶେଦ ହେବ ସେ ନେଇ ସ୍ପଷ୍ଟୀକରଣ ରଖିଥିଲେ | ମନ୍ତ୍ରୀଙ୍କ କଥାରେ ବ୍ଲକ  ଅଧକ୍ଷା କଳ୍ପନା ପ୍ରଧାନ ମଧ୍ୟ ସହଯୋଗ କରିବା ପାଇଁ ସହମତି ପ୍ରଦାନ କରିଥିଲେ |ଏଥିସହିତ ବିଭିନ୍ନ ୱାର୍ଡର ଉନ୍ନୟନ କାର୍ଯ୍ୟଗୁଡ଼ିକ  ବିଳମ୍ବ ହେଉଥୁବାଯୋଗୁଁ  କାଉନସିଲର  ମାନେ କ୍ଷୋଭ ପ୍ରକାଶ କରି ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ | ରାସନକାର୍ଡ, ଭତ୍ତା ଆଦିକୁନେଇ  ଆଲୋଚନା ହୋଇଥିଲା | ପୋଲସରା ଏନ ଏ ସିର  ବିକଶିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ | ପୋଲସରା ସହରକୁ ନେଇ ବାଇପାସ ରୋଡ଼, ମେଡିକାଲ, ଖଜୁରୀବନ୍ଧର ଉନ୍ନତି କରଣ ଆଦିକୁ ନେଇ ଆଲୋଚନା ହୋଇଥିଲା | ବୈଠକରେ  ଏନଏସି  ଉପାଧ୍ୟକ୍ଷା ସନ୍ତୋଷ ବେହେରା, ତହସିଲଦାର ଦିପ୍ତିମୟୀ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ସିଡ଼ିପିଓ ତିଳୋତ୍ତମା ରାଉତଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ଓ କାଉନସିଲର ମାନେ  ଉପସ୍ଥିତ ଥିଲେ 

News Comment

You Might Also Like

BACK TO TOP