Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଖୋର୍ଦ୍ଧା ବ୍ଳକ କାର୍ଯ୍ୟାଳୟ ରେ ପାଣି ପାଇଁ ଲୋକେ ଡହଳ ବିକଳ, ଥଣ୍ଡା ପାଣି ମିସିନି ଅଚଳ |

15-May-2025

ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ରେ ପାଣି ପାଇଁ ଲୋକେ ଡହଳ ବିକଳ:
ଥଣ୍ଡା ପାଣି ମେସିନ ଅଚଳ,

ଓଡିଶା ଜନମତ,ଖୋର୍ଦ୍ଧା ,ଗୋପାଳକୃଷ୍ଣ ପ୍ରଧାନ, ତା-15/05/25

ବର୍ତ୍ତମାନ ଖରା ଓ ଗୁଳୁଗୁଳି ବଢ଼ିବାରେ ଲାଗିଥିବା ବେଳେ ସାଧାରଣ ଲୋକ ମାନେ ସକାଳ ୧୦ ଟା ହେଲେ ଘରୁ ବାହାରିବା ବନ୍ଦ କରୁଛନ୍ତି।କିନ୍ତୁ ଯେଉଁମାନ ଙ୍କର ଜରୁରୀ କାର୍ଯ୍ୟ ପଡୁଛି ସେମାନେ ବାଧ୍ୟ ହୋଇ ଘରୁ ବାହାରକୁ ଆସୁଛନ୍ତି।ଏଇ ଯେମିତି ଖୋର୍ଦ୍ଧା ବ୍ଲକ କୁ ପ୍ରତିଦିନ ଶହ ଶହ ଲୋକ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ ପଞ୍ଚାୟତରୁ ପାଖାପାଖି ୨୦/୨୫ କିଲୋମିଟର ଦୂର ରୁ ଆସୁଥିବା ବେଳେ ଖୋର୍ଦ୍ଧା ବ୍ଲକ ରେ ପାଣି ମୁନ୍ଦେ ପାଇଁ ଏବେ ଡହଳ ବିକଳ ହେଉଛନ୍ତି।କେବଳ ଯେ ସାଧାରଣ ଲୋକ ତାହା ନୁହେଁ ବ୍ଲକ ର କାର୍ଯ୍ୟରତ କର୍ମଚାରୀ ମଧ୍ୟ ସ୍ୱଚ୍ଛ ଓ ଥଣ୍ଡା ପାଇଁ ଆଉଟୁ ପାଉଟୁ ହେଉଛନ୍ତି।ବିଶେଷ କରି ଏବେ ନୂତନ ରାସନ କାର୍ଡ ପାଇଁ EKYC ଚାଲିଥିବା ବେଳେ ସେପଟେ କିଏ ଭତା,ପାଇଁ ଆସୁଛନ୍ତି ତ,କିଏ ମିଶନ ଶକ୍ତି କୁ ଆସୁଛନ୍ତି।ଆଉ କିଏ ନିଜର ବିଭିନ୍ନ ସମସ୍ୟା ଯଥା-ପ୍ରଧାନମନ୍ତ୍ରୀ ଆବାସ,,ଜବକାର୍ଡ,ରାସନ ରେ ମୋବାଇଲ ଲିଙ୍କ,,ଝିଅ ବିଭାଘର ପ୍ରମାଣପତ୍ର, ଆଉ କିଏ ନିଜର ବିଲ ପାଇଁ ଆଦି କାର୍ଯ୍ୟ ରେ ବ୍ଲକ କୁ ଆସୁଛନ୍ତି।ହେଲେ ବର୍ତ୍ତମାନର ଖରା ସମୟରେ ବ୍ଲକ ରେ ପହଞ୍ଚି ତୃଷ୍ନା ମେଣ୍ଟାଇବାକୁ ଚାହୁଁଥିଲେ ମଧ୍ୟ ଏଠାରେ ସାଧାରଣ ଲୋକ ଙ୍କ ପାଇଁ ପାଣି ସୁବିଧା କିଛି ନାହିଁ।ବ୍ଲକ ତରଫରୁ ଲଗା ଯାଇଥିବା ଥଣ୍ଡା ପାଣି ମେସିନ ଟି ଦୀର୍ଘ ଦିନ ହେବ ଏବେ ଅଚଳ ହୋଇ ପଡିଛି।ଫଳରେ ଗରିବ ଲୋକ ଟି ଅସହ୍ୟ ଖରା ସମୟରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।ଯାହା ପାଖରେ ଟଙ୍କା ଅଛି ସେ ଦୋକାନ ରୁ ପାଣି କିଣି ପିଉଛନ୍ତି।ହେଲେ ଯାହା ପାଖରେ ଟଙ୍କା ନାହିଁ ସେମାନେ ଯେଉଁଭଳି ଅସୁବିଧା ଭୋଗ କରୁଛନ୍ତି ତାହା କେବଳ ଭଗବାନ ଙ୍କୁ ଜଣା।ଯେଉଁଠି ସାଧାରଣ ଲୋକଙ୍କୁ ଖୋର୍ଦ୍ଧା ବ୍ଲକ ପ୍ରଶାସନ ନିଜ କାର୍ଯ୍ୟାଳୟ ରେ ସ୍ୱଚ୍ଛ ଓ ଥଣ୍ଡା ପାଣି ଦେଇପାରୁନି ସେଭଳି ବ୍ଲକ ୨୨ ଟି ପଞ୍ଚାୟତ କୁ କିଭଳି ପାଣି ଯୋଗାଉଥିବ ତାହା ଏହିଥିରୁ ଜଣା ପଡୁଛି।ଖରା ଦିନେ ଅଫିସ କାର୍ଯ୍ୟାଳୟ ରେ ସ୍ୱଚ୍ଛ ପାଇଁ ବ୍ୟବସ୍ଥା ଥିଲେ ବି ଖୋର୍ଦ୍ଧା ବ୍ଲକ ପ୍ରଶାସନ ସାଧାରଣ ଲୋକ ଙ୍କ ପାଇଁ ଆଖି ମୁଜି ଦେଉଛି।ସତେ ଯେମିତି ଖୋର୍ଦ୍ଧା ବ୍ଲକ ର ଏବେ ବାପମା କେହି ନାହାନ୍ତି।ବିଭିନ୍ନ ରାଜନୈତିକ କାରଣ ପାଇଁ କିଛି ଦିନ ଧରି ଛକା ପନ୍ଚଝା ଲାଗିଥିବା ବେଳେ ଏଠାକୁ ଆସୁଥିବା ଲୋକ ଙ୍କ ଦୁଃଖ କେହି ବୁଝୁନାହାନ୍ତି।।ବ୍ଲକ ର କାର୍ଯ୍ୟରତ କର୍ମଚାରୀ ହଉ ଅବା ସାଧାରଣ ଲୋକ ସମସ୍ତେ ଏବେ ପାଣି ପାଇଁ ଚିନ୍ତାରେ ଅଛନ୍ତି।ଅଫିସ ରେ କାର୍ଯ୍ୟରତ କର୍ମଚାରୀ ଭୟ ରେ କହୁ ନଥିବା ବେଳେ ସାଧାରଣ ଲୋକ ଙ୍କ କଥା କିଏ ପଚାରେ।ତେଣୁ ଏଭଳି କ୍ଷେତରେ ଖୋର୍ଦ୍ଧା ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ସାଧାରଣ ଲୋକ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP