Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ଚୋରା ରେ ଚାଲାଣ ହେଉଥିବା 2ମୋରମ ହାଇୱା କୁ ଜବତ କଲେ ପୁରୁଷୋତ୍ତମପୁର ଆଇ ଆଇ ସି |

03-May-2025

ଚୋରାରେ ମୋରମ ମାଟିନେଉ ଥିଲାବେଳେ 2ହାଇୱା କୁ ଜବତ କଲେ ପୁରୁଷୋତ୍ତମପୁର ଆଇ ଆଇସି ,

              ଓଡିଶା   ଜନମତ  ବ୍ୟୁରୋ,, 

ପୁରୁଷୋତ୍ତମପୁର ବ୍ଳକ ଭାଟକୁମରଡା ପଞ୍ଚାୟତ ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ  ଥିବା ପାହାଡ଼ ରୁ  ଚୋରାରେ ମୋରମ ଚାଲାଣ ହେଉଥିଲା। ଏହିପରି କିଛିଦିନ ଚାଲିଥିଲା ତେବେ କୌଣସି ସୂତ୍ରରୁ ପୁରୁଷୋତ୍ତମପୁର ଥାନା ଧିକାରୀ ଖବର ପାଇ ତତକ୍ଷଣାତ  ପୋଲିସ ଷ୍ଟାଫ ଧରି ଘଟଣା ସ୍ଥଳକୁ ଯାଇଥିଲେ ଆଇ ଆଇସି ରାଜେଶ ନାୟକ |  ଏବଂ ଘଟଣା ସ୍ଥଳରେ ଚଢ଼ାଉ କରି ୨ଟି ହାଇୱା ଟ୍ରକନଂ ଓଡି ୦୪ ଭି ୧୭୩୫ ଏବଂ ଓଡି ୦୭ ଏଟି ୨୬୨୩ ଦୁଇଟି କୁ ଜବତ କରିବା ସହ ୩ ଜଣଙ୍କୁ ପୁରୁଷୋତ୍ତମପୁର ପୋଲିସ  ଗିରଫ କରିଛନ୍ତି। ଗିରଫ ହୋଉ ଥିବା ବ୍ୟକ୍ତିମାନେ ହେଲେ ଆସିକା ଥାନା ଧୋବାପଲ୍ଲୀ ଗ୍ରାମର ଭାଗିରଥୂ ବେହେରା (୩୬), କଟକ ଜିଲା ବଡମ୍ବା ଥାନା ଟୁନାପୁରର ଆଶିଶକୁମାର ଚୌଧୁରୀ(୨୮) କବିସୂର୍ଯ୍ୟନଗର ଥାନା ଆଠଗଡପାଟଣାର ରାଜେନ୍ଦ୍ର ପଲେଇ (୫୪)। ଏହାର କେସ ନଂ ୩୪୧/୨୫ ନଂ ଅଟେ ବୋଲି ବୋଲି ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ. ଦୀପକକୁମାର ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି, ଏହିଭଳିପ୍ରତିଦିନ ଚୋରାରେ ଗାଡ଼ି ଗାଡ଼ି ମୋରମ ରିତିମତ ଭାବରେ ବିନା ଦ୍ବିଧାରେ ବାହାରକୁ ଚାଲାଣ ହେଉଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ନିଜେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଗାଡ଼ିମାନ ଉପରେ ସନ୍ଦେହ ପ୍ରକଟ କରି ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ୱାଇ ଫର୍ମକୁ ଯାଞ୍ଚ କରିବାବେଳେ ଏହା ନକଲି ବୋଲି ଜଣାପଡିବା ପରେ ଗାଡିକୁ ଜବତ କରି ପୁରୁଷୋତ୍ତମପୁର ଥାନାକୁ ହସ୍ତାନ୍ତର କରିଥିଲେ। ଏଥ୍‌ନେଇ ଏସ୍‌ଆଇ ସୁଶାନୁ କୁମାର ମିଶ୍ର ଗାଡିକୁ ଥାନାକୁ ଆଣିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

News Comment

You Might Also Like

BACK TO TOP