Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଅତିରିକ୍ତ ସିନିଅର ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ |

29-Apr-2025

ପୁରୁଷୋତ୍ତମପୁର ପ୍ରାଥମିକ   ଶିକ୍ଷକ ସଙ୍ଘ  ଦ୍ଵାରା  ସିନିଏର ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା  ଅନୁଷ୍ଠିତ |

                         ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ରେ ବିଇଓ ଥିବା କିଶୋର ଚନ୍ଦ୍ର ବେହେରା, ଙ୍କ ଗାଡି ଦୁର୍ଘଟଣା ରେ ଆହତ ହୋଇ ଚିକିତ୍ସା ପରେ  ସେ ସମୁର୍ଣ ସୁସ୍ଥ ହୋଇ ନଥିବାରୁ ତାଙ୍କ ଉପସ୍ଥିତି ରେ  ହିଞ୍ଜିଳି ବିଇଓ ଥିବା ଏସ ଗିରିଧାରୀ ଙ୍କୁ ଏଠାରେ  ସିନିଅର ବିଇଓ ଭାବେ  ଅତିରିକ୍ତ ଦାଇତ୍ୱ ଦିଆଯାଇ ଥିଲା  | ଏସ ଗିରିଧାରୀ  ଏଠାରେ  ଦାଇତ୍ୱ  ନେବାପାରେ ଶିକ୍ଷଙ୍କ ଙ୍କ ବକେୟା ଦରମା  ପ୍ରଦାନ ସହିତ ଶିକ୍ଷକ ମାନଙ୍କ ସେବା ପୁସ୍ତିକା  ଅପଡେଟ କରିବା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ  ରେ ପୁରୁଷୋତ୍ତମପୁର ବ୍ଳକ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ, ଙ୍କୁ ଧରି ଗୋପାଳ ପୁର ଆର୍ମି ଡିଫେନ୍ସ କୁ ସମସ୍ତଙ୍କୁ  ଧରି ବୁଲାଇ ନେବା,  ଆପା  ରେଡି କାର୍ଯ୍ୟକ୍ରମ ରେ  ଗଞ୍ଜାମ ଜିଲ୍ଲା ରେ ପୁରୁଷୋତ୍ତମପୁର ବ୍ଳକ 2ସ୍ଥାନ  ଅଧିକାର  କରିବା, N I L  କାର୍ଯ୍ୟକ୍ରମ ରେ  ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର  କରିବା  ସହିତ  ବିଭିନ୍ନ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେପୁରୁଷୋତ୍ତମ ପୁର ବ୍ଳକ ପ୍ରଥମ ସ୍ଥାନ  ଅଧିକାର କରିବା,  ସୌଖିକ  ବାତାବରଣରେ  ଉର୍ନ୍ନତି ଆଣିବା ଇତ୍ୟାଦି କାର୍ଯ୍ୟ ଏସ ଗିରିଧାରୀ  ଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି | ଏବେ କିଛିମାସ ପରେ ଏସ ଗିରିଧାରୀ ଙ୍କ ଉପସ୍ଥିତି ବୁଦ୍ଧି ଓ ତାଙ୍କର ପଠିତ ଜ୍ଞାନ ଯୋଗୁଁ  ସେ ବିଇଓ ପୋଷ୍ଟ ରୁ ପ୍ରମୋସନ ପାଈ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ  ରୂପେ ଗଜପତି ରେ  ଜଏନ କରିଛନ୍ତି | ତେଣୁ ସେ ସେଠାରେ କାର୍ଯ୍ୟ ରେ ଯୋଗ ଦେବାକୁ ଯିବା ପୂର୍ବରୁ ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ତାଙ୍କୁ ଉପଢୌକନ,  ପୁଷ୍ପ ଗୁଚ୍ଛ  ଦେଇ ସମ୍ବର୍ଦ୍ଧିତ କରିବା ସହମଞ୍ଚା ସିନଅନ୍ୟ ଅତିଥି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ | ବିଦାୟ ସମ୍ବର୍ଦ୍ଧନା ଦେବା ପୂର୍ବରୁ  ଅତିଥି ମାନେ ତାଙ୍କ ର ଏହି ସଫଳତା ଯୋଗୁଁ ସମସ୍ତେ କିପରି  ଉର୍ନ୍ନତି ହୋଇ ପାରିଛନ୍ତି ତା ଉପରେ  ନିଜ, ନିଜର  ବକ୍ତବ୍ୟ ରଖିଥିଲେ  | ଏବଂ ସଙ୍ଘ ସମ୍ପାଦକ ତ୍ରିପାଠୀ ବାବୁ କହିଲା ବେଳେ ଲୁହ ଛଳ, ଛଳ, ହୋଇ ଯାଇଥିଲେ | ଶେଷରେ ବିଇଓ ମଧ୍ୟ ନିଜର ବଜ୍ତବ୍ୟ ରେ ପ୍ରତେକ କ୍ଷେତ୍ରରେ  ଧର୍ଯ୍ୟ ଓ ସାହସ ରଖିବା ସହିତ ସବୁ କାର୍ଯ୍ୟ ରେ ସଫଳତା ପାଓ ନଚେତ ସେଠାରୁ କିଛି ଶିଖ ବୋଲି କହିଥିଲେ | ମୁଁ ଯେଉଁଠାରେ ରହିଲେ ମଧ୍ୟ,  ପୁରୁଷୋତ୍ତମ ପୁର ଶିକ୍ଷା ବିଭାଗ  ର ସମସ୍ତ ଶିକ୍ଷକ, ଶିକ୍ଷକ ମାନଙ୍କ କଥା  ସବୁବେକେ ତାଙ୍କରି ମନେ ରହିବ |ତାଙ୍କ ମୋବାଇଲ ରାତ୍ର 12 ଘଣ୍ଟ ପର୍ଯ୍ୟନ୍ତ ଖୋଲା ରହିବା ସହିତ ତାଙ୍କ ବାସ ଭବନ  ସବୁବେଳେ ଚୁଟି ଦିନରେ ଉନ୍ମୁକ୍ତ ରହିଛି ଯାହାଦ୍ୱାରା ସମସ୍ତେ ନିଜର ବ୍ୟକ୍ତିଗତ,ଦଳଗତ ସମସ୍ୟ|,   ଆସି ଜଣାଇ ପାରିବେ ବୋଲି କହିଥିଲେ | 
ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀଯୁକ୍ତ ଏସ        ଗିରିଧରଙ୍କୁ  ସ୍କୁଲ ସ୍ତରୀୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଭିନ୍ନ ଉପହାର, ମାନ ପତ୍ର ପ୍ରଦାନ କରିଥିଲେ |  ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥିବୃନ୍ଦହେଲେ ମୁଖ୍ୟ ଅତିଥି  ବିଇଓ ଶ୍ରୀ କିଶୋର ଚନ୍ଦ୍ର ବେହେରା , ମୁଖ୍ୟ ବକ୍ତା ଭାବେ  ସେକ୍ସନ ଅଫିସର ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା , ସମ୍ମାନୀତ ଅତିଥି ଭାବେ ସଙ୍ଘର ସଭାପତି ଶ୍ରୀ ବିଜୟ ବେହେରା , ସମ୍ପାଦକ ଶ୍ରୀ ନିରଞ୍ଜନ ତ୍ରିପାଠୀ,ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ,ଶ୍ରୀ ଇ ରମେଶ,ଶ୍ରୀ ହେମନ୍ତ କୁମାର ବେହେରା ,ସି ଆର ସି ସି ସଂଘ ର ସମ୍ପାଦକ,ଶ୍ରୀ ରାଜେଶ କୁମାର ମିଶ୍ର,କନିଷ୍ଠ ସହାୟକ,ଦେବରାଜ ବେହେରା ,କନିଷ୍ଠ ସହାୟକ,ଶ୍ରୀ ବାଲ୍ମୀକି ପ୍ରଧାନ,ଶ୍ରୀ ସଞ୍ଜୟ କୁମାର ମହାପାତ୍ର,ଶ୍ରୀ ଧରମ ରାଜ ରେଡ୍ଡୀ । ଇ ରମେଶ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ହେମନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ
ଏହାସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଶେଷ କରି ଶ୍ରୀ ବିଜୟ ଚନ୍ଦ୍ର ସେଠୀ,ଶ୍ରୀମତୀ ସୁନୀତା ଦେବୀ,ଶ୍ରୀମତୀ ଇନ୍ଦୁମତି ବେହେରା,ଶ୍ରୀମତୀ ଭଗ୍ୟଲତା ମହାପାତ୍ର, ଶ୍ରୀ ରବୀନ୍ଦ୍ର ବେହେରା ,ଶ୍ରୀ ଅନୁପ କୁମାର ଦାସ,ଶ୍ରୀ ବିଜୟ କୁମାର ମହାନ୍ତି,ଶ୍ରୀ ପ୍ରକାଶ କୁମାର ରାଉତରାୟ,ଶ୍ରୀ ମନୋଜ କୁମାର ନାୟକ ,ଶ୍ରୀ ଶଙ୍କର ବେହେରା,କେ ଅବIଲ୍ୟ ରେଡ୍ଡୀ ସମସ୍ତେ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP