Breaking News

ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||     

ଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର |

20-Mar-2025

ଅଚିହ୍ନ  ଶବ ସତ୍କାର କଲା ସଂକଳ୍ପ ପରିବାର।

ଓଡିଶା ଜନମତ,ବରଗଡ଼, ନିରୋଜ କୁମାର ପାଣି 20/03:-  ସୋହେଲା ଥାନା ଅନ୍ତର୍ଗତ କେନ୍ଦବାହାଲ ଗ୍ରାମରେ ମିକିଥିବା ଅଚିନ୍ହା ବୃଦ୍ଧାଙ୍କ ମୃତ ଶରୀର ଆଜି 96 ଘଣ୍ଟା ପରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ସ୍ଥାନୀୟ ପିପଲମୁଣ୍ଡା ସ୍ବର୍ଗଦ୍ୱାରରେ ଶବ ସତ୍କାର କରାଯାଇଛି। ସୂଚନା ମୁତାବକ ଗତ ଶୁକ୍ରବାର ଦିନ ସୋହେଲା ଥାନା ଅନ୍ତର୍ଗତ କେନ୍ଦବାହାଲ ଗ୍ରାମରେ ରହିଥିବା ପାଣି ଟାଙ୍କି ନିକଟରେ ଏକ ବୃଦ୍ଧ ବ୍ୟକ୍ତି ପଡିରହିଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ସୋହେଲା ପୋଲିସ ଘଟଣା ସ୍ଥଳକୁ ପହଁଞ୍ଚି ପାରିପାର୍ଶ୍ୱକ ପରିସ୍ଥିତିରୁ ଅନୁଧ୍ୟାନ କରି ବୃଦ୍ଧା ଜଣକ ପ୍ରାୟ ମୃତ ଅବସ୍ଥାରେ ପଡିରହିଥିବା ଜାଣିବାକୁ ପାଇଥିଲା ଆଖ ପାଖ ଅଞ୍ଚଳରେ ପଚାରି ବୁଝିଥିଲେ ମଧ୍ୟ ତାର କେହି ନିଜସ୍ୱ ଲୋକ ବାହାରି ନଥିଲେ ତେବେ ସୋହେଲା ଥାନା 06/25ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆନି ଶବ ବ୍ୟବଚ୍ଛେଦ କରି ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା ଆଜି ବୁଧବାର ଦିନ 96ଘଣ୍ଟାରୁ ଅଧିକ ବିତିଯାଇଥିଲେ ମଧ୍ୟ ତାର କୌଣସି ପରିଚୟ ନମିଳିବାରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ। ସୋହେଲା ପୋଲିସ ପାଖରୁ ଖବର ପାଇଁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ଶେଷଦେବ ପଧାନଙ୍କ ସହିତ ଚିନ୍ମୟ ପାଣ୍ଡେ, ଅନନ୍ତ ଚରଣ ସାହୁ,ପିଙ୍କୁ ପଣ୍ଡା ଓ ସଂଗ୍ରାମ ସାହୁ ପ୍ରମୁଖ ପିପଲମୁଣ୍ଡା ସ୍ବର୍ଗଦ୍ୱାରକୁ ଯାଇ ସଂସମ୍ମାନେ ମୃତକଙ୍କ ଶବ ସତ୍କାର କରିଥିଲେ।

News Comment

You Might Also Like

BACK TO TOP