Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକ ର କିଛି ସେକ୍ଟର ରେ କିଶୋରୀ ମେଳା କାର୍ଯ୍ୟ କ୍ରମ ଅନୁଷ୍ଟିତ |

01-Mar-2025

ପୁରୁଷୋତ୍ତମପୁର ବ୍ଲକ ର କିଛି ପଞ୍ଚାୟତ ଓ ସେକ୍ଟର ରେ କିଶୋରୀ ମେଳା  ଅନୁଷ୍ଠିତ |

ଭାଟ କୁମରଡ଼ା  ସେକ୍ଟର ରେ ରେ କିଶୋରୀ ମେଳା   ସୁପର ଭାଇଜର ଜୟନ୍ତୀ ସାବତ ଙ୍କ ସଂଯୋଜନା ରେ ଆରମ୍ଭ କରା ଯାଇଥିଲା  | ଏହିକାର୍ଯ୍ୟ କ୍ରମ ରେ  ମୁଖ୍ୟ ଅତିଥି ଭାବେ  ସ୍ଥାନୀୟ ସରପଞ୍ଚ ମନୋ ମୋହିନୀ ପୋଲାଈ,  ସମିତି ସଭ୍ୟ  କୋରନାଥ ସ୍ବାଇଁ,ସ୍କୁଲ ଶିକ୍ଷକ ରଘୁନାଥ ସାହୁ,ଏ ଏନ ଏମ ମନୋରମା ଶତପଥୀ, ମମତା ନାୟକ,ୱାର୍ଡ ମେମ୍ବର ବନୀତା ସାହୁ, ପି ହେଚ ଓ ନମିତା ପାତ୍ର,ପୋଷଣ ସାର,ପୋଷଣ ବିସି, ଆଶା ଭାରତ ପୋଲାଈ,କମିଟି ସଭ୍ୟ ହୀନ ସାହୁ, ଉପସ୍ଥିତ ରହି କିଶୋରୀ ମେଳା କାର୍ଯ୍ୟକ୍ରମ କରି ଥିଲେ |

ସେହି ପରି କେ ଏନ ପୁର ପଞ୍ଚାୟତକିଶୋରୀ ମେଳା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ  ସୁପର ଭାଇଜର y ଶୋଭା  ଦେବୀ ଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି ମେଳାରେ ମୁଖ୍ୟ ଅତିଥି ଭାବେ  ସ୍କୁଲ ଶିକ୍ଷକ ବଳରାମ ପଣ୍ଡା, ସ୍କୁଲ ପରିଚାଳନା ସଭାପତି  ଧନଜୟ ସାହୁ,   ୱାର୍ଡ ମେମ୍ବର ସଭ୍ୟା ସତ୍ୟଭାମା ଗୌଡ଼,  ଗାୟତ୍ରୀ ମହାରଣା, ଏବଂ ଅନ୍ୟ ଉପସ୍ଥିତ ବ୍ୟକ୍ତି ମାନେହେଲେ ଭାଟ କୁମରଡ଼ାର  ଦକ୍ଷତା ବିକାଶ ଅଧିକାରୀ ସୁନୀଲ କୁମାର ସାହୁ,ଏବଂ ତାଙ୍କ ଷ୍ଟାଫ  ଉପସ୍ଥିତ ଥିଲେ ଆଜିର ଏହି ବୈଷୟିକ ଶିକ୍ଷା ଉପରେ 15ବର୍ଷରୁ 19ବର୍ଷ ର କିଶୋରୀ ମାନଙ୍କ ଦକ୍ଷତା ବୃଦ୍ଧି ସହିତସେମାନଙ୍କ ଅନ୍ୟନ୍ୟ ଉର୍ନ୍ନତି ଉପରେ ଆଲୋଚନା  ଅତିଥି ମାନେ କରିଥିଲେ |

ଏହିବ୍ଲକର ଶିକୁଳା  କ୍ଲଷ୍ଟର ଏବଂ ବଡ଼ ବରଙ୍ଗା ପଞ୍ଚାୟତ ର କିଶୋରୀ ମାନଙ୍କୁ ନେଇ  କିଶୋରୀ ମେଳା ଅଞ୍ଚଳ ପରିଦର୍ଶିକା  ଶଶୀ ଦେବୀ ଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଥିଲା  | ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବଡ଼ ବରଙ୍ଗା ସରପଞ୍ଚ ଭାସ୍କର ଦୋରା, ସି ହେଚ ଓ  ଶୁଭଶ୍ରୀ ବେହେରା, ୱାର୍ଡ ମେମ୍ବର ଡ଼ି ଲୋଜି ଦୋରା, ଆଶା କର୍ମୀ ସୁଲୋଚନା ଦୋରା, ଅନ୍ୟନ୍ୟ କର୍ମୀ ମାନଙ୍କ ଉପସ୍ଥିତି ରେ କିଶୋରୀ ମେଳା ଅନୁଷ୍ଠିତ ହୋଇ ଥିଲା |

ସେହିପରି ବାଘଳା ସେକ୍ଟର ରେ ମଧ୍ୟ  ସୁନାଥର ଜିପି କିଶୋରୀ ମେଳା କାର୍ଯ୍ୟକ୍ରମ 
ସମନ୍ୱିତ ଶିଶୁଵିକାଶ ସୁପର ଭାଇଜର  ପଦ୍ମା ବତୀ ଦେବୀ ଙ୍କ ସଂଯୋଜନା ରେ ରାଜୀବ ଗାନ୍ଧୀ କେନ୍ଦ୍ର ରେ ଆରମ୍ଭ କରା ଯାଇଥିଲା |  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ହୀନ ଖୁଣ୍ଟିଆ, ଏ ଏନ ଏମ, ସି ହେଚ ଓ, ୱାର୍ଡ ମେମ୍ବର, ଶିକ୍ଷକ ମାନେ, ସେକ୍ଟର ସ୍ତରୀୟ ଅଙ୍ଗନୱାଡି କର୍ମୀ ସହକର୍ମୀ, ଏହିକାର୍ଯ୍ୟକ୍ରମ ରେ ଯୋଗ ଦେଇ କିଶୋରୀ ମାନଙ୍କ ଉପରେ ଆଲୋକ ପାତ କରିଥିଲେ  |

News Comment

You Might Also Like

BACK TO TOP