Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ଖଲ୍ଲିକୋଟ ର ବିଭିନ୍ନ ଶୈବ ପୀଠରେ ସରିଲା ଜାଗର ଓ ମହାଦୀପ ଉଠାଣ ||

27-Feb-2025

ଖଲ୍ଲିକୋଟରେ ଉତ୍ସାହ ଉଦ୍ଦୀପନା ସହକାରେ ମହାଶିବରାତ୍ରି ପାଳିତ,

                    ଓଡିଶା ଜନମତ ବ୍ୟୁରୋ,

ଭକ୍ତି ବିଶ୍ୱାସର ମହାନ ପରମ୍ପରା ଶିବରାତ୍ରୀ ଖଲ୍ଲିକୋଟ ଅଞ୍ଚଳରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଭୋର୍ ସମୟରୁ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାପର ଭାବେ ଆଖପାଖ ଶିବ ମନ୍ଦିରରେ ଆନୁଷ୍ଠାନିକ ରୀତିରେ ଜାଗର ପାଳନ କରୁଥିବା ପରିଲକ୍ଷିତ ହୋଇଛି । ବହୁ ଶ୍ରଦ୍ଧାଳୁ ଜାଗର ଉପବାସ କରୁଥିବାରୁ ସମଗ୍ର ଅଞ୍ଚଳରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଉଭୟ ପୁରୁଷ ମହିଳା ଯୁବଗୋଷ୍ଠୀ ଉତ୍ସାହର ସହିତ ଶିବରାତ୍ରି ପାଳିଥିଲେ । ଖଲ୍ଲିକୋଟ ସ୍ଥିତ ବରାଳ ବାଲୁଙ୍କେଶ୍ୱର, ଅମରେଶ୍ୱର, ନିର୍ମଳଝରର ନୀଳକଣ୍ଠେଶ୍ଵର, ଫାସୁଳାର ବେଲେଶ୍ୱର, କେନ୍ଦୁବାଡିର କାଳୁଆ ଷଣ୍ଢ, କୁଶଢିପାର ରତ୍ନେଶ୍ୱର , ବିକ୍ରମ ପୁରର ସକଳେଶ୍ୱର, ହରିଶ୍ୱର, କେଶପୁରର ଗୁପ୍ତେଶ୍ୱର, କୈରାଶିର ନୀଳକଣ୍ଠେଶ୍ଵର, ବାଲୁକେଶ୍ୱର ପୁରର ବାଲୁଙ୍କେଶ୍ୱର ଆଦି ଶୈବପୀଠରେ ହଜାର ହଜାର ଭକ୍ତ ଭକ୍ତି ନିଷ୍ଠା ଆଗ୍ରହ ସହକାରେ ଜାଗର ପାଳନ କରିଥିଲେ ।ବହୁ ଶୈବପୀଠରେ ସାମାଜିକ ନାଟକ, ପାଲା , ଦାସକାଠିଆ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ରାତ୍ରି ସମୟରେ ମନ୍ଦିର ପରିସରରେ ବିଭିନ୍ନ ଦୀପ ଜାଳି ଶ୍ରଦ୍ଧାଳୁମାନେ ସାରା ରାତ୍ରି ଉଜାଗର ରହିଥିଲେ । ଏଥିସହିତ ଶୈବକ୍ଷେତ୍ର ସବୁ ନାନା ପ୍ରକାର ଆଲୋକମାଳାରେ ସଜ୍ଜିତ ହୋଇଥିଲା । ଅନେକ ଭକତ ଅଷ୍ଟଶମ୍ଭୁ ଦର୍ଶନ କରି ଶୈବ କୃପା ଲାଭ କରିଥିଲେ ।

News Comment

You Might Also Like

BACK TO TOP