Breaking News

ଘୁମୁସର ର ସ୍ୱର ର 160 ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ |    (02-Apr-2026)       ||      ବୁଗୁଡ଼ା ଆଇନ ଯିଵି ସଙ୍ଘ ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଅନୁଷ୍ଠିତ |    (02-Apr-2026)       ||      ବହୁପ୍ରତୀକ୍ଷା ପରେ ବାଲିଗୁଡା ରେ ଆରମ୍ଭ ହେଲା ଆସ୍ତା ଓବିଶ୍ବାସର 13 ଦିନିଆ ଦଣ୍ଡ ଯାତ୍ରା |    (02-Apr-2026)       ||      ରାଜ୍ୟ ଯୋଜନା ବୋର୍ଡ ଗଠିତ, ଗଞ୍ଜାମ ଜିଲ୍ଲା ଅଧକ୍ଷ ହେଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ |    (01-Apr-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡିଶା ଦିବସ--2026 ପାଳିତ |   (01-Apr-2026)       ||      ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ଉତ୍କଳ ଦିବସ ପାଳିତ | |   (01-Apr-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓକାରୁକାଳ ମହାବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ ||   (01-Apr-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ତରଫରୁ ଉତ୍କଳ ଦିବସ ପାଳନ |   (01-Apr-2026)       ||      ବାଲିଗୁଡା ରେ ଉତ୍କଳ ଦିବସ ପାଳିତ |   (01-Apr-2026)       ||      ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କନକା କ୍ଲଷ୍ଟର ରେ ଖଡିଛୁଆଁ ପ୍ରବେଶ ଉତ୍ସବ ପାଇଁ ଅଭିଭାବକ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ |    (01-Apr-2026)       ||      ପୋଲସରା ରେ ଉତ୍କଳ ଦିବସ ଅବସର ରେ ପଞ୍ଚ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ||   (01-Apr-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ, ଆଇଟି ବିପି ଖୋର୍ଦ୍ଧା ରେ ଉତ୍କଳ ଦିବସ ପାଳିତ |    (01-Apr-2026)       ||      ହରିଡା ଖଣ୍ଡି ରୋଡ଼ ରାଧା କୃଷ୍ଣ ମନ୍ଦିର ରେ ବ୍ରହ୍ମଚାରୀ ଙ୍କ ଆତ୍ମ ହତ୍ୟା |    (01-Apr-2026)       ||      ଖୋର୍ଦ୍ଧା ଜିଲ୍ଲା କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ଉତ୍କଳ ଦିବସ ରେ ରୋଗୀଙ୍କୁ ଫଳ ବଣ୍ଟନ |    (01-Apr-2026)       ||      ଶିଶୁମନ୍ଦିର ରେ ପ୍ରବେଶ ଉତ୍ସବ ଓ ଉତ୍କଳ ଦିବସ ପାଳିତ |   (01-Apr-2026)       ||      ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ |    (01-Apr-2026)       ||      ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ |    (01-Apr-2026)       ||      ପୋଲସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନ ଗଣନା -2027 ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ||   (31-Mar-2026)       ||      ଖଲ୍ଲିକୋଟ 16ନଂ ଜାତୀୟ ରାଜପଥ ବଡ଼ଘାଟି ଉପରେ ଓଲଟିଲା ଏସଡ଼ି ଭର୍ତ୍ତି ଟେଙ୍କେର ||    (31-Mar-2026)       ||      ଚତୁର୍ଥ ପାଳି ଚୈତ ମଙ୍ଗଳବାର ରେ ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପାଟଖଣ୍ଡା |    (31-Mar-2026)       ||     

ମଥୁରା ମଣ୍ଡିରୁ ଉଠୁନି ଧାନ, ଗାଈଗୋରୁ ଙ୍କ ଚରା ପାଳି, ଚିନ୍ତାରେ ଚାଷୀ |

02-Feb-2025

ଖଲ୍ଲିକୋଟ: ମଥୁରା ପଞ୍ଚାୟତରେ ଧାନମଣ୍ଡିରୁ ଧାନ ବସ୍ତା ଚରୁଛନ୍ତି ଗାଈଗୋରୁ: ଚାଷୀ ମୁଣ୍ଡରେ ହାତଦେଇ ବସିଛି ।

ଖଲ୍ଲିକୋଟ ବ୍ଲକ୍ ମଥୁରା ପଞ୍ଚାୟତ ଅଧୀନସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ସ୍ଥାପିତ ହୋଇଥିଲେ ହେଁ ସ୍ଥାନ ଅଭାବରୁ ଚାଷୀମାନେ ଧାନ ରଖିବାକୁ ହଇରାଣ ହନ୍ତସନ୍ତ ହେଉଛନ୍ତି । ପଞ୍ଚାୟତର ସମ୍ପୂର୍ଣ୍ଣ ପରିସର ଧାନ ବସ୍ତାରେ ଭର୍ତ୍ତି ହୋଇଥିବା ବେଳେ ଚାଷୀମାନେ ଅନନ୍ୟୋପାୟ ହୋଇ ପାଚେରୀ ବାହାରେ ବାଧ୍ୟବାଧକ ହୋଇ ଧାନ ବସ୍ତା ରଖୁଛନ୍ତି । ଦୀର୍ଘ ଦିନ ହେଲା ଧାନ ବସ୍ତା ଏଣେତେଣେ ରହୁଥିବାରୁ ଚାଷୀଙ୍କ କଷ୍ଟ ଅର୍ଜିତ ଧାନ ଓଜନ ହେବା ପୂର୍ବରୁ ଗାଈଗୋରୁଙ୍କ ଆଧାର ପାଲଟିଛି । ମଥୁରା ଗ୍ରାମର ଲିଲି ପରିଡାଙ୍କ ଛଅ ବସ୍ତା ଧାନ ଗାଈଗୋରୁ ଅଖା ଚିରି ଖାଇଦେଇଥିବା କାରଣରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ଧାନ ପାଇଁ ସହାୟତା ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଆଗାମୀ ୦୯ ତାରିଖରେ ମଣ୍ଡିରୁ ଧାନ ଉଠେଇବାର ଶେଷ ତାରିଖ ହୋଇଥିଲେ ହେଁ ଚାଷୀଙ୍କ ବର୍ଷକର ଆଧାର ଅସୁରକ୍ଷିତ ହୋଇପଡିଛି ।

News Comment

You Might Also Like

BACK TO TOP