Breaking News

ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||     

କାଲି ମକର ସଂକ୍ରାନ୍ତି , ରାସ୍ତା କଡ଼ରେ ଖୋଲିଛି ଗୁଡିର ପସରା |

13-Jan-2025

ଆସନ୍ତା କାଲି ମକର ସଂକ୍ରାନ୍ତି, ରାସ୍ତାକଡ଼ରେ ଖୋଲିଛି ଗୁଡ଼ିର ପସରା,

           ଓଡିଶା ଜନମତ ବ୍ୟୁରୋ,

ଭୁବନେଶ୍ଵର : ମକର ସଂକ୍ରାନ୍ତି ପାଇଁ ଚଳଚଂଚଳ ହୋଇଉଠିଛି ରାଜଧାନୀ ।
ବିଭିନ୍ନ ଦୋକାନ ବଜାର ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ଗୁଡ଼ି । ମକରରେ ଗୁଡ଼ି ଉଡ଼ାଇ ବାର ଖୁସି ବିଶେଷକରି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଅଧିକ ଦେଖୁବାକୁ ମିଳେ । ବିଭିନ୍ନ ନଦୀପଠା, ଖେଳ ପଡ଼ିଆ ଓ ଛାତ ଉପରେ ଗୁଡ଼ି ଉଡ଼ାଇ ବାର ଦୃଶ୍ୟ ମଧ୍ୟ ଏହି ସମୟରେ ପରିଲକ୍ଷିତ ହୋଇଥାଏ। ସେଗୁଡ଼ିକୁ ନେଇ ପୁଣି କେତେ ଗୀତ ବି ରହିଛି । ବର୍ତମାନ ସେହି ଦିନ ପାଖେଇ ଆସିବାରୁ ଗୁଡ଼ି ପ୍ରସ୍ତୁତକାରୀ ଲାଗିପଡ଼ିଛନ୍ତି କାମରେ । ମକର ମାସର ଆଗରୁ ବିକ୍ରି ଆରମ୍ଭ ହୋଇଗଲାଣି ବୋଲି ବେପାରୀ କୁହନ୍ତି ।ସେ ପୁଣି କାହିଁ କେତେ ପ୍ରକାରର ଗୁଡ଼ି ବଜାରରେ ଦେଖୁବାକୁ ମିଳିଥାଏ । ହେଲେ ସେଥି ମଧ୍ୟରୁ ଆଗା, ଟୋଇ, ଫୋନା ଆଦିର ଅଧୂକ ଚାହିଦା ରହିଛି ବୋଲି ବ୍ୟବସାୟୀ କୁହନ୍ତି । ପ୍ଲାଷ୍ଟିକଓ ଜରିର ଗୁଡ଼ି ରାସ୍ତା କଡ଼ ଓ ବିଭିନ୍ନ ଦୋକାନ ରେ ଟଙ୍ଗା ହୋଇଥିବାର ଦେଖି ବାକୁ ମିଳିଲାଣି । ସେହିପରି ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ଗୁଡ଼ି କିଣିବାକୁ ଭିଡ଼ ଆରମ୍ଭ କଲେଣି। ସେମାନଙ୍କ ଚାହିଦା ମୁତାବକ ଦୋକାନୀ ମାନେ ବିଭିନ୍ନ ଡିଜାଇନର ଗୁଡ଼ିକୁ ଦୋକାନ ବାହାରେ ସଜାଇ ରଖୁଲେଣି । ରଙ୍ଗ  ବେରଙ୍ଗର ଏହି ଗୁଡ଼ି ଗୁଡ଼ିକ ବାହାରୁ ବେଶ୍ ? ଆକର୍ଷିତ ଦେଖାଦେଉଛି । ଏ ନେଇ ରାଜଧାନୀର ଓଲ୍ଡ ଟାଉନ୍ ?ରେ ୧୦ ବର୍ଷ ଧରି ଗୁଡ଼ି ବ୍ୟବ ସାୟ କରୁଥିବା ଜଣେ ବ୍ୟବସାୟୀ କୁହନ୍ତି, ଆଗରୁ ଏହି ଗୁଡ଼ି ଉଡ଼ାଇବା ପର୍ବ ଓଡ଼ିଶାରେ ଚଳୁ ନ ଥିଲା । ମହାରାଷ୍ଟ୍ରର ଏହା ସବୁଠୁ ବଡ଼ ପର୍ବ ଭାବେ ପରିଚିତ । ଏହା ବ୍ୟତୀତ ରାଜସ୍ଥାନ, ଗୁଜ ରାଟ, ଆନ୍ଧ୍ର ଆଦି ରାଜ୍ୟରେ ମଧ୍ୟ ଏହାକୁ ପାଳନ କରିଥା’ନ୍ତି । ହେଲେ ଦୀର୍ଘ ୮ରୁ ୯ ବର୍ଷ ହେବ ଓଡ଼ିଶାରେ ମଧ୍ୟ ବେଶ୍ ? ଆନନ୍ଦ ଉତ୍ସାହର ସହ ପାଳନ  କରାଯାଉଛି । ।

ଏହି ଗୁଡ଼ି କୋଲକାତାରୁ ଆସି କଟକର ଚୌଧୁରୀ ବଜାରକୁ ବ୍ୟବସାୟୀଙ୍କ ନିକଟକୁ ଯାଇଥାଏ । ସେଠାରୁ ହିଁ ସମସ୍ତ ବ୍ୟବସାୟୀ କିଣିକି ନିଜ ନିଜ ସ‌ହରରେ ବିକ୍ରି କରିଥା’ନ୍ତି ବୋଲି ସେ ସେ କହିଥିଲେ । ୪ ଟଙ୍କାରୁ ଆର ଆରମ୍ଭ ହୋଇ ୩୦ ଟଙ୍କା ପର୍ଯ୍ୟନ୍ତଗୁଡ଼ିର ମୂଲ୍ୟ ରହିଛି । । ବର୍ତମାନ ସମୟରେ ଲୋକ ଆଗା, ଟୋଇ, ଫୋନା ଆଦି ଗୁଡ଼ିକୁ ବେଶୀ ଖୋଜୁଛନ୍ତି । । କିଛିସ୍ଥାନ ରେ ଗୁଡ଼ିର ପ୍ରତି ଯୋଗିତା ମଧ୍ଯ ଆୟୋଜି ହୁଏ । ସେଥିପାଇଁ ଛୋଟ ପିଲାଙ୍କ ମଧ୍ୟରେ ବେଶ୍ ? ଉତ୍ସାହ ପରି ପରିଲକ୍ଷିତ ହେଉଛି । କିଏ ନିଏ କାର୍ଟୁନ୍ ? ଚିତ୍ର  ବାଲା ଗୁଡ଼ି ଖୋଜୁଛି ତ  ଆଉ କିଏ ରଙ୍ଗବେରଙ୍ଗର ଡିଜାଇନ୍ ? ଗୁଡ଼ି  ଖୋଜୁଛନ୍ତି । ବ୍ୟବହାର ହେଉଥିବା ମାଞ୍ଜା ସୂତାରେ ସୂତାରେ ପ୍ରତି ପ୍ରତିବନ୍ଧକ ଥିବାରୁ ବିନା ମାଞ୍ଜା ସୂତା ବ୍ୟବହାର ହେଉଛି । ଯାହାର ମୂଲ୍ୟ ୨୫୦ ଏବଂ ତା`ଠୁ ଅଧିକ ମଧ୍ଯ ରହିଛି ବୋଲି ସେ କୁହନ୍ତି ।

News Comment

You Might Also Like

BACK TO TOP