Breaking News

କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||      ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||     

କ୍ଷତିଗ୍ରସ୍ତ ଚାଷୀଙ୍କ ଉଜୁଡା ଫସଲ ଦେଖିଲେ ନବୀନ ପଟନାୟକ |

30-Dec-2024

କ୍ଷତିଗ୍ରସ୍ତ ଚାଷୀ ଙ୍କ ଉଜୁଡା ଫସଲ ଦେଖି କାନ୍ଦିଲେ ନବୀନ |

              *****************************
                          ଓଡିଶା  ଜନମତ ବ୍ୟୁରୋ,,

ଖଲ୍ଲିକୋଟ : 30/12  ଗଞ୍ଜାମ ଜିଲ୍ଲା ରେ ଦୁଇ ଥର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନ ଓ ପନିପରିବା ଚାଷ କ୍ଷତି ହୋଇ ଥିବା ବେଳେ ଗତ କାଲି ରାଜ୍ୟ ମୁଖ୍ୟମନ୍ତୀ ଗଞ୍ଜାମ ଗ୍ରସ୍ତ ରେ ଆସି କ୍ଷୟ କ୍ଷତି ର ସମୀକ୍ଷା କରି ଖୁବ ଶୀଘ୍ର କ୍ଷତି ପୂରଣ ଦେବା ପାଇଁ ପ୍ରତିଶୃତି ଦେଇ ଫେରିଛନ୍ତି |ତେବେ ସୋମବାର ଦିନ ରାଜ୍ୟ ବିଜେଡି ସୁପ୍ରିମୋ ଓ ବିରୋଧୀ ଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗ୍ରସ୍ତ ରେ ଆସି ବିଭିନ୍ନ ବ୍ଲକ କୁ ହେଲିକେପଟର ଯୋଗେ ଆସି ଧାନ ର କ୍ଷୟ କ୍ଷତି ବୁଲି  ଦେଖିବା ସହ ଚାଷୀ ମାନଙ୍କୁ ଭେଟି ଥିବା ବେଳେ ଅପରାହ୍ନ 3ଘଣ୍ଟା ସମୟ ରେ ହେଲିକେପଟର ଯୋଗେ ଆସି ଆର ସି ଏମ କଲେଜ ପଡିଆ ରେ ଅବତରଣ କରି ସେଠାରୁ ଖଲ୍ଲିକୋଟ ବ୍ଲକ ର ମଥୁରା ପଂଚାୟତ ର ଭରସା ଗ୍ରାମ କୁ ଯାଇ ଚାଷୀ ଙ୍କ ଉଜୁଡା ଚାଷ କୁ ଦେଖି କାନ୍ଦି ପକାଇ ଥିଲେ |, ପୁରୁଷ ଓ ମହିଳା ଚାଷୀ ମାନେ ଓଦା ଓ ଗଜା ଧାନ ଧରି ନବୀନ ଙ୍କୁ ଗୁହାରି ଜଣାଇ ଆବଶ୍ୟକ କ୍ଷତିପୂରଣ ଭରଣା କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ |ଚାଷୀ ମାନେ କାନ୍ଦି କାନ୍ଦି ସେମାନେ ଏକ ବର୍ଷ ର ସୁନାର ଫସଲ ଉଜୁଡି ଯିବା ଫଳରେ ସେମାନଙ୍କ ଏକ ବର୍ଷ ର ଖାଦ୍ୟ ନଷ୍ଟ ହୋଇ ଥିବା ଦୁଃଖ ଜଣାଇ ଥିଲେ | ବିରୋଧୀ ଦଳ ନେତା ନବୀନ ଙ୍କ ସହ ବିଜେଡି ଉପ -ସଭାପତି ଦେବୀ ମିଶ୍ର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭୃଗୁ ବକ୍ସି ପାତ୍ର, ବବି ଦାଶ, ଶ୍ରୀକାନ୍ତ ସାହୁ, ସୁବାସ ବେହେରା, ବିକୃଷ୍ମ ପଣ୍ଡା, ସୂର୍ଯ୍ୟମଣି ବୈଦ୍ୟ ସ୍ଥାନୀୟ ବିଜେଡି ନେତା ଦୈତାରୀ ବେହେରା ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା,,  ଵରିଷ୍ଠ ବିଜେଡି ନେତା ତଥା କୋଦଳା ଏନ ଏ ସି ର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଯୁବ ବିଜେଡି ନେତା ରତ୍ନାକର ସାହୁ, ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା, ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଓ ବ୍ଲକ ମହିଳା ସଭାପତି ମିତାଞ୍ଜଳି ମିଶ୍ର ଖଲ୍ଲିକୋଟ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର ସମେତ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକ ର ବହୁ ବିଜେଡି ନେତା ଓ କର୍ମୀ ମାନେ ବହୁ ମାତ୍ରା ରେ ଯୋଗ ଦେଇ ନବୀନ ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା |

News Comment

You Might Also Like

BACK TO TOP