Breaking
News
Breaking
News
30-Oct-2026
79ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ର ମହୋତ୍ସ ଅନୁଷ୍ଠି |
ଓଡ଼ିଶା ଜନମତ, ବରଗଡ଼, ମନୋହର ଦାଶ:
ବରଗଡ଼: 79ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ କଳାକାର ଉପଦେଷ୍ଟା କମିଟିର ବଡ଼ ବୈଠକ, ଚଳିତ ବର୍ଷ ନୂତନ କଂସ କଳାକାର ପାଇଁ ଅଭିନେତା ଚୟନ ପାଇଁ ଆସନ୍ତା ନଭେମ୍ବର 1 ତାରିଖରେ ବାହାରିବ ନୋଟିଫିକେସନ, ନଭେମ୍ବର 15 ସୁଦ୍ଧା କଂସ ଅଭିନୟ ପାଇଁ କଳାକାର ଆବେଦନ କରିବେ, ହଟିଲା କଳାକାରଙ୍କ ବୟସ କଟକଣା, ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ କଳାକାର ସ୍ୱାସ୍ଥ୍ୟ ଗତ ପ୍ରମାଣ ପତ୍ର ଦାଖଲ କରି କଂସ ଅଭିନୟ ପାଇଁ କରିବେ ଆବେଦନ, ଦୁଇ ବର୍ଷ ପାଇଁ କଂସ ଅଭିନୟ କରିବେ ମନୋନୀତ କଳାକାର, ନଭେମ୍ବର ଶେଷ ସପ୍ତାହରେ କଂସ ଅଭିନୟ ପାଇଁ କଳାକାର ଚୟନ କରାଯିବ, ବରଗଡ଼ ADM ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଧନୁଯାତ୍ରା କଳାକାର ଉପଦେଷ୍ଟା କମିଟିର ଜରୁରୀ ବୈଠକ, ପରେ ସୂଚନା ଦେଲେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ
BACK TO TOP