Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ନାବାଳିକା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଙ୍କ ଅସଦାଚାର ବିରୁଦ୍ଧରେ ଥାନାରେ ଏତେଲା ଦେଲେ ପୀଡିତା ଙ୍କମାଆ |

29-Jul-2026

ଜଳେଶ୍ୱର ଥାନା ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ରେ ଅସଦାଚରଣ କଲେ ପ୍ରଧାନ ଶିକ୍ଷକ ||

 ପିତା,ମାତା, ସନ୍ତାନ ର ଆଦ୍ୟଗୁରୁ ହୋଇଥିଲା ବେଳେ ଜ୍ଞାନ  ଗୁରୁ ଏବଂ ମାର୍ଗ ଦର୍ଶକ ଅଟନ୍ତିଶିକ୍ଷକ |  ତେଣୁ ଶିକ୍ଷକ ଏବଂ ଛାତ୍ର ଙ୍କମଧ୍ୟରେ ସୃଷ୍ଟି ହୋଇଥିବା  ଅନାବିଳ ସମ୍ପର୍କ ଯାହାକି ପବିତ୍ର ହୋଉ ରହି ଆସିଛି |ତେବେ  ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣ ସାମ୍ନାକୁ ଆସିଛି। ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ୫ମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବେଲିଗୋପାଳନପୁର ଗ୍ରାମର ସୁମତା ପ୍ରଧାନ (ସ୍ୱାମୀ-କମଳୋଚନ ପ୍ରଧାନ) ଏହି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।ତାଙ୍କର ୧୦ ବର୍ଷୀୟା ନାବାଳିକା ଝିଅ କୁମାରୀ ମାୟା ପ୍ରଧାନଜନ୍ମ ତାରିଖ-୦୯.୦୫.୨୦୧୬) ବେଲିଗୋପାଳନପୁର ପ୍ରଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ପଢ଼ୁଛନ୍ତି |ଗତ ୨୩.୦୭.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୧୧.୧୦ ମିନିଟ୍ ସମୟରେବିଦ୍ୟାଳୟ ର ପ୍ରଧାନଶିକ୍ଷକ ବସନ୍ତ କୁମାର ଜେନା ନାବାଳିକା ଜଣଙ୍କୁଅଫିସକୁଡାକିଥିଲେ।ସେଠାରେ ବିଭିନ୍ନ ବାହାନା ରେ ତାଙ୍କ ଶରୀରରେ ଅସମିଚିନ ସ୍ଥାନ କୁ ସ୍ପର୍ଶ କରିବା ସହ ଅସଦାଚରଣ କରିଥିଲେ।ଏହା ସହ ଯଦି ଏକଥା କାହାକୁ କହିବ, ତେବେ ପରୀକ୍ଷାରେ ଫେଲ୍ କରିଦେବେ ବୋଲି ପ୍ରଧାନ ଶିକ୍ଷକ ଧମକ ଦେଇଥିଲେ।ଘଟଣା ପରେ ପୀଡ଼ିତା ଜଣକ ଭୟଭୀତ ଅବସ୍ଥାରେ ଘରକୁ ଫେରି ମାଆଙ୍କୁ ସବୁ କଥା କହି ଥିଲେ ଏବଂ ପରିବାର ପକ୍ଷରୁ ଶରୀରରେ ମଳମ ଲଗାଯାଇଥିଲା।ପରଦିନ ପରିବାର ଲୋକେ ସ୍କୁଲକୁ ଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିଲେ ଏବଂ ଅନ୍ୟ ଶିକ୍ଷକମାନଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା।ଏହି ଅଘଟଣ ପରେ ପୀଡ଼ିତା ନାବାଳିକା ଜଣକ ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥ ହୋଇ ପଡ଼ିଛନ୍ତି।ପୀଡ଼ିତାଙ୍କ ମାଆ ସୁମତା ପ୍ରଧାନ ଜଳେଶ୍ୱର ଥାନାର ଆଇ.ଆଇ.ସି.ଙ୍କ ନିକଟରେ ନ୍ୟାୟ ଭିକ୍ଷା କରି ଦୋଷୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁ ଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି |

News Comment

You Might Also Like

BACK TO TOP