Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀ ବସ ସେବାରେ ସର୍ଟ ସର୍କିଟ ରେନିଆଁ ଲାଗି ବଞ୍ଚିଗଲେ 20ଯାତ୍ରୀ |

24-Jul-2026

ଶର୍ଟ ସର୍କିଟରୁ  ବେଲଗୁଣ୍ଠା ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ  ଲାଗିଲା ନିଆଁ,
(୨୦ଜଣ ଯାତ୍ରୀଙ୍କ ଜୀବନବଞ୍ଚିଗଲା ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧିଯୋଗୁଁ  |

ଓଡିଶା ଜନ ମତ ବ୍ୟୁରୋ, ଯାତ୍ରୀଙ୍କ  ଯାତାୟାତ ସୁବିଧା ପାଈଁ  ବିଶେଷ କରି ଗ୍ରାମାଞ୍ଚଳରୁ ବ୍ଳକ ପର୍ଯ୍ୟନ୍ତ ସବୁରୁଟ ରେ ମାତ୍ର କମ ଟିକଟ ରେ ଯାଉଛି ମୁଖ୍ୟମନ୍ତ୍ରୀ ବସ  | ଯେଉଁଥିରେ ହଜାର ହଜାର ମହିଳା, ପୁରୁଷ, ସ୍କୁଲ କଲେଜ ଛାତ୍ର, ଛାତ୍ରୀ, ବ୍ୟବସାୟୀ ଓ କର୍ମଚାରୀ ମାନେ ଉପକୃତ ହେଉଛନ୍ତି | ହେଲେ ସେହି ମୁଖ୍ୟମନ୍ତ୍ରୀ ବସ ରେ ହଟାଥ ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ ଥିବା ୨୦ ଜଣ ଯାତ୍ରୀ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁ ଯାୟୀ, ରୁଟ୍ ନମ୍ବର ୧୯ ର ମୁଖ୍ୟମନ୍ତ୍ରୀ ବସ (ନମ୍ବର:ଓଡି୩୨ଜେ୭୪୮୨) ବେଲଗୁଣ୍ଠାରୁ ବାହାରି ମଙ୍ଗଳପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଯଥାମହା ସିଙ୍ଗି ପଲ୍ଲୀ, ଆମ୍ବପୁଆ, ଜିରୋଳି, ବଙ୍କା, ଜାଲଖାଇ, ଗୋଠୁଳି, ପାଟୁଳି ସାହି, ଗଜିନ୍ଦ୍ରା, ଏକତାଳ, ଅଢ଼େଇ ଗାଁ ଛକ ଏବଂ ଉଢୁରା ଦେଇ ପୁଣି ବେଲଗୁଣ୍ଠା ଅଭିମୁଖେ ଫେରୁଥିଲା।ତେବେ ଆଜି ସକାଳ ସମୟରେ ବସଟି ଉଢୁରା ଛକ ନିକଟରେ ପହଞ୍ଚିବା ପରେ ଇଞ୍ଜିନରୁ ହଠାତ୍ ପ୍ରବଳ ଧୂଆଁ ବାହାରୁ ଥିବା ଡ୍ରାଇଭର ରାଜ ନାରାୟଣ ଦୋରାଙ୍କ ନଜରକୁ ଆସିଥିଲା। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସେ ତୁରନ୍ତ ବସଟିକୁ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ। ଗାଡ଼ିରୁ ଓହ୍ଲାଇ ଯାଞ୍ଚ କରିବାରୁ ସର୍ଟ ସର୍କିଟ୍‌ ଯୋଗୁ ଇଞ୍ଜିନରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ବିପଦର ଆକଳନ କରି ଡ୍ରାଇଭର ବିନା ବିଳମ୍ବରେ ବସରେ ଥିବା ସମସ୍ତ ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଦେଇଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପ ଯୋଗୁ ଏକ ବଡ଼ ଧରଣର ଅଘଟଣ ଓ ଧନଜୀବନ ହାନି ଟଳିଯାଇଛି।ଡ୍ରାଇଭରଙ୍କ ଏହି ଉପସ୍ଥିତ ବୁଦ୍ଧି ଓ ଚତୁରତା ପାଇଁ ଯାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ଓ ସାଧୁବାଦ ଜଣାଇଛନ୍ତି। ତେବେ ଗାଡ଼ିର ରକ୍ଷଣାବେକ୍ଷଣ ଓ ସମୟୋଚିତ ଯାଞ୍ଚ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ମଧ୍ୟ ଆଲୋଚନା ହେଉଛି । ତେଣୁ ରାଜ୍ୟ ସରକାର ଙ୍କ  ପତିବହନ ବିଭାଗ ଗଞ୍ଜାମ ଅଧିକାରୀ ଓ ରାଜ୍ୟ ଅଧିକାରୀ ମାନେ ଖାଲି ଗଞ୍ଜାମ ନୁହଁ ଓଡିଶା ର ପ୍ରତେକ ପୂରପଲ୍ଲୀ କୁ ଯାଉଥିବା ବସ ଗୁଡିକ ର ରକ୍ଷଣା ବେକ୍ଷଣ, ଓ ବସ ର ବିଭିନ୍ନ ଯାନ୍ତ୍ରିକ ତ୍ରୁଟି କୁ ସୁଧରିଲେ ଯାତ୍ରୀ ମାନେ ସୁବିଧାରେ ଯାତାୟତ କରିପାରିବେ | ନଚେତ ଏହି ଗଞ୍ଜାମ ବେଲଗୁଣ୍ଠା ଭଳି କେଉଁଦିନ ଯାତ୍ରୀ ମାନେ ଜୀବନ୍ତ ଦଗ୍ଧ ହୋଈ ମରିଯିବେ | ତେଣୁ ଏହାଉପରେ ପରିବହନ ବିଭାଗ ମନ୍ତ୍ରୀ, ସଚିବ ଓ ବିଭାଗୀୟ ଜିଲ୍ଳାସ୍ତରୀୟ ଠାରୁ ରାଜ୍ୟ ସ୍ତରୀୟ ପଦାଧିକାରୀ ଅଧିକାରୀ ମାନେ ଗୁରୁତ୍ୱ ଦେବାକୁ  ଜନ ସାଧାରଣ ରେ ଦାବି ହେଉଛି |

News Comment

You Might Also Like

BACK TO TOP