Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ନିଟରେ ସଫଳ ଛାତ୍ର, ଓ ଦୁର୍ଘଟଣା ରେ ମୃତ କର୍ମଚାରୀଙ୍କ ପରିବାର କୁ ଭେଟି ସାହାଯ୍ୟ କଲେ ଧର୍ମଶାଳା ବିଧାୟକ |

19-Jul-2026

ଧର୍ମଶାଳା ବିଧାୟକ ଙ୍କ ସଡକ ଦୁର୍ଘଟଣାରେ ମୃତ  ତହସିଲ କର୍ମଚାରୀ ଙ୍କୁ ଓ ନିଟ ରେ ସଫଳତା ହାସଲ କରିଥିବା ଛାତ୍ର ଙ୍କୁ ସହୟତା | 

ଓଡିଶା ଜନ ମତ ବ୍ୟୁରୋ ,

ଯିଏତ ଦୁର୍ଘଟଣା ରେ ମଲା ସେତ ସବୁଦିନ ପାଇଁଦୁନିଆ ରୁ ଗଲା | ସେଆଉ କେବେ ଫେରିବ ନାହିଁ  |କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଟିକିଏ ସ୍ୱାନ୍ତନା ଦେବାପାଇଁ ପହଞ୍ଚି ଥିଲେ ଧର୍ମଶାଳା ବିଧାୟକ ହିମାଂସୁ ଶୈଖହର ସାହୁ | ସେ ତାଙ୍କ ଦଳ ଓ କର୍ମୀଙ୍କୁ ଧରି ଆରୁହା ଗ୍ରାମକୁ ଯାଇ ସଡକ ଦୁର୍ଘଟଣାରେ ମୃତ ଜଣେ ତହସିଲ କର୍ମଚାରୀ  ପରିବାର କୁ ଓ ନିଟ ପରୀକ୍ଷାରେ ସଫଲତା ହାସଲ କରିଥିବା ଛାତ୍ରଙ୍କୁ ଭେଟି  ସହାୟତା ପ୍ରଦାନ କରିଛନ୍ତି । ସୂଚନାମୁତାବକ  ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଆରୁହା ଛକ ଠାରେ ଗତକାଲି ଅପରାହ୍ନ ରେ ଏକ ବାଇକରେ ଘରକୁ ଫେରୁଥିବା ବେଳେ  ସୁକିନ୍ଦା  ଆରଆଇ କାର୍ଯ୍ୟାଳୟର ପିଅନ ଶଶିକାନ୍ତ ବଳ (୪୧)ଙ୍କ   ହାଇୱା ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା ।  ଏସମ୍ପର୍କରେ ଖବର ପାଇ ବିଧାୟକ ଶ୍ରୀ ସାହୁ ନିଜ ସମର୍ଥକଙ୍କ ସହ ଆରୁହା ଗ୍ରାମସ୍ଥିତ ସ୍ୱର୍ଗତ ଶଶିକାନ୍ତ ଙ୍କ ଘରେ ପହଁଚି ତାଙ୍କ ପରିବର ଲୋକମାନଙ୍କୁ ଭେଟି ସନ୍ୱନା ଦେବା ସହ ସ୍ୱର୍ଗତ ଶଶିକାନ୍ତଙ୍କ ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି । ସେହିପରି ଆରୁହା ଗ୍ରାମର ନିଟ ୟୁଜି ପରୀକ୍ଷାରେ ସଫଳତା ପାଇଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ଆଶିଷ ଜେନାଙ୍କ ଘରେ ବିଧାୟକ ଶ୍ରୀ ସାହୁ ପହଁଚି ତାଙ୍କୁ ହାର୍ଦ୍ଦିିକ ଅଭିନନ୍ଦନ ଓ ଶୁଭେଛା ଜଣାଇବା ସହ ଭଲ ପାଠ ପଡି ନିଟ ପରୀକ୍ଷାରେ ସଫଲତା ହାସଲ କରିଥିବାରୁ ତାଙ୍କୁ ଏକ ଲାପଟପ ପ୍ରଦାନ କରିଛନ୍ତି । ଏଥିସହ ଆଶିଷ ନିଟ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଧର୍ମଶାଳା ଏବଂ ଯାଜପୁର ପାଇଁ ଗୌରବ ଆଣିଛନ୍ତି । ଏଥିଲାଗି ବିଧାୟକ ଶ୍ରୀ ସାହୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ୱଳ ଭବିଶ୍ୟତ କାମନା କରିଛନ୍ତି । ବିଧାୟକ ଙ୍କ ଏହି ମହାନତା ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀ ର ପ୍ରତେକ ପଞ୍ଚାୟତ ର ଲୋକେ ତାଙ୍କୁ  ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇ ଛନ୍ତି  |

News Comment

You Might Also Like

BACK TO TOP