Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ସୋଡିଆଲ ମିଡିଆରେ ଚର୍ଚ୍ଚା କୁ ନେଇ ମୁହଁ ଖୋଲିଲେ ସେହନାଜ ଗିଲ |

18-Jul-2026

ରାଘବ ଜୁୟାଲ ଓ ସେହନାଜଗିଲ ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଉପରେ ମୁହଁ ଖୋଲିଲେ ସେହନାଜ,

ଓଡିଶା ଜନ ମତ ବ୍ୟୁରୋ,

 ସବୁବେଳେ କିଛି ଅଭିନେତା, ଅଭିନେତ୍ରୀ, ଙ୍କୁ ନେଇ  ସୋସିଆଲ ମିଡ଼ିଆ ହେଉ କିମ୍ବା ସାଧାରଣ ରେ ହେଉ ଚର୍ଚ୍ଚା ଲାଗି ରହୁଛି | ସେ ଭଲ କାମ ହେଉ କିମ୍ବା ଯୋଡିଙ୍କୁ ନେଇ ହେଉ | ସେହିପରି ଏକ ଚର୍ଚ୍ଚା ବଲିଉଡ୍ ଏବଂ ସୋସିଆଲ ମିଡିଆରେ ଗତ କିଛି ଦିନ ଧରି ଗୋଟିଏ ନାମ ଖୁବ ଚର୍ଚ୍ଚାରେ ରହିଛି। ସେ ହେଲେ ଅଭିନେତ୍ରୀ ଶେହନାଜ୍ ଗିଲ୍ ଏବଂ ଅଭିନେତା ତଥା ଡ୍ୟାନ୍ସର ରାଘବ ଜୁୟାଲ । ଉଭୟଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ ପ୍ରଥମ ଥର ପାଇଁ ଶେହନାଜ୍ ଗିଲ୍ ଏହି ଗୁଜବ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏକ ସାକ୍ଷାତ କାରରେ ଯେତେବେଳେ ଶେହନାଜଙ୍କୁ ରାଘବ ଜୁୟାଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପଚରାଯାଇ ଥିଲା, ସେ ସିଧାସଳଖ ଡେଟିଂ ଗୁଜବ ଉପରେ ମନ୍ତବ୍ୟ କରିନଥିଲେ । ବରଂ  କହିଥିଲେ ଯେ ରାଘବ ତାଙ୍କର "ବହୁତ ଭଲ ବନ୍ଧୁ" ଏବଂ ସମସ୍ତେ ତାଙ୍କ ଆଗାମୀ ଫିଲ୍ମ `ଭାଇ ତେରା ଷ୍ଟାର ହୈ`କୁ ସମର୍ଥନ କରିବା ଉଚିତ୍ । ଏହି ଗୁଜବର ଆରମ୍ଭ ହୋଇଥିଲା ରାଘବଙ୍କ ଜନ୍ମଦିନ ପାର୍ଟି ପରେ । କେତେକ ଭିଡିଓରେ ରାଘବ ଭିଡ଼ ମଧ୍ୟରୁ ଶେହନାଜଙ୍କୁ ସୁରକ୍ଷିତ ଭାବେ ବାହାର କରୁଥିବା ଦେଖାଯାଇଥିଲା । ଏହା ପରେ ଦୁହେଁଙ୍କୁ ନେଇ ଡେଟିଂ ଚର୍ଚ୍ଚା ଆହୁରି ଜୋର ଧରିଥିଲା। କିଛି ଦିନ ପରେ ଆଉ କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଅନୁମାନ କରାଯାଉଥିଲା କିନ୍ତୁ ଏବେ ଶେହନାଜଙ୍କ ମନ୍ତବ୍ୟ ପରେ ସେ ସ୍ପଷ୍ଟ କରିଛନ୍ତି ଯେ ରାଘବଙ୍କୁ ସେ କେବଳ ଜଣେ ଭଲ ବନ୍ଧୁ ଭାବେ ଦେଖନ୍ତି । ସାକ୍ଷାତକାରରେ ଶେହନାଜ୍ ବ୍ୟକ୍ତିଗତ ଜୀବନ ଉପରେ ଅଧିକ କଥା ନକହି ରାଘବଙ୍କ ନୂଆ ଫିଲ୍ମକୁ ପ୍ରମୋଟ୍ କରିଥିଲେ । ସେ କହିଥିଲେ ଯେ ରାଘବ ବହୁତ ପରିଶ୍ରମୀ ଅଭିନେତା ଏବଂ ଦର୍ଶକମାନେ ତାଙ୍କ କାମକୁ ଦେଖିବା ଉଚିତ୍ ।ଉଲ୍ଲେଖ ଯୋଗ୍ୟ ଯେ, ଶେହନାଜ୍ ଗିଲ୍ ଓ ରାଘବ ଜୁୟାଲ ପୂର୍ବରୁ ମଧ୍ୟ ଏକାଠି କାମ କରିଛନ୍ତି । ଅନେକ ସମୟରେ ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ନଜର ଆସିଛନ୍ତି । ଏହି କାରଣରୁ ଫ୍ୟାନମାନେ ସେମାନଙ୍କ ସମ୍ପର୍କକୁ ନେଇ ଅନୁମାନ କରୁଥିଲେ । ରାଘବ ଜୁୟାଲ ଡ୍ୟାନ୍ସର, ଟେଲିଭିଜନ୍ ହୋଷ୍ଟ ଏବଂ ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଶେହନାଜଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଚାଲିଥିବା ଡେଟିଂ ଗୁଜବ କିଛିଟା ଶାନ୍ତ ପଡ଼ିପାରେ ।

News Comment

You Might Also Like

BACK TO TOP