Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ଖଲ୍ଲିକୋଟ ଚାଣକ୍ୟ କଲେଜ ତରଫରୁ ସିଭିଲ ପରୀକ୍ଷାରେ କୃତ କାର୍ଯ୍ୟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା |

01-Jun-2026

ଓଡିଶା ସିଭିଲ ସର୍ଭିସ ରେ କୃତକାର୍ଯ୍ୟ ପ୍ରତିଭା ଙ୍କୁ ଚାଣକ୍ୟ କଲେଜ ପରିସରରେ ଭବ୍ୟ ସମ୍ବର୍ଦ୍ଧନା |

ଓଡିଶା ଜନମତ ମାଧବ ବେହେରା,
ଖଲ୍ଲିକୋଟ, 1/6 :----

ଖଲ୍ଲିକୋଟ ସ୍ଥିତ ଚାଣକ୍ୟ କନିଷ୍ଟ ବିଜ୍ଞାନ କଲେଜ ରୁ ଗତ 2015 ମସିହାରେ ପାଠ ପଡି ଉତୀର୍ଣ୍ଣ ହୋଇଥିବା ଆଖ୍ୟାତ ପଲ୍ଲୀ ସାନ ରାମଚନ୍ଦ୍ର ପୁର ପଂଚାୟତ ର ଗୌରାଙ୍ଗ ପାଟଣା  ଗ୍ରାମ ର ଜଣେ କୃତି ପ୍ରତିଭା ଓଡିଶା ପ୍ରଶାସନିକ ସେବା ରେ କୃତିତ୍ୱ ଖଗେଶ୍ୱର ବେହେରା    ଙ୍କୁ ସଫଳତା ମିଳିଥିବାରୁ ସୋମବାର ଦିନ ତାଙ୍କୁ କଲେଜ ର ସମସ୍ତ ଅଧ୍ୟାପକ ଓ ଅଧକ୍ଷ ଓ ଛାତ୍ର ଛାତ୍ରୀ ଓ ପରିଚାଳନା କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଗ୍ୟାମ୍ପନ ସହ ଉପଢୌକନ ଓ ପ୍ରଶଂସା ପତ୍ର  ପୁଷ୍ପ ଗୁଛ ପ୍ରଦାନ  ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା |କଲେଜ ପରିଚାଳନା କମିଟି ଅଧକ୍ଷ ଆଇନଜୀବୀ ପ୍ରଭାତ କୁମାର ସାମନ୍ତରା ଙ୍କ ପୌରାହିତ୍ୟ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ଖଲ୍ଲିକୋଟ ତହସିଲ ତହସିଲଦାର ମାନସ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳା କାର୍ଯ୍ୟ କ୍ଷେତ୍ର ରେ ଦକ୍ଷତା ସାଙ୍ଗକୁ କଠିନ ପରିଶ୍ରମ ମଣିଷ କୁ କାଳଜୟୀ ଓ ଉତ୍ତମ ସ୍ଥାନ ରେ ରଖିଥାଏ ବୋଲି ପ୍ରକାଶ କରିଥିଲେ |, କଲେହ ଅଧକ୍ଷ ରଘୁନାଥ ବେହେରା ଗତ 2013 ମସିହା ଠାରୁ ଉକ୍ତ କଲେଜ କୁ  କ୍ରମାଗତ ଭାବେ ଛାତ୍ର ଛାତ୍ରୀ  ମାନେ ସତ ପ୍ରତିଶତ ସଫଳତା ପାଇଛନ୍ତି ଓ ବିଭିନ୍ନ କ୍ଷେତ୍ର ରେ ସୁନାମ ଅର୍ଜବ କରିଛନ୍ତି ବୋଲି କହିଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ପରିଚାଳନା କମିଟି ସମ୍ପାଦଜ ବରିଷ୍ଟ ଆଇନଜୀବୀ ବିଜୟ କୁମାର ସାହୁ  କମିଟି ସଦସ୍ୟା ଡ଼ଃ ସଂଯୁବାଳା ସାହୁ ଓ କଲେଜ ଉପାଧ୍ୟାକ୍ଷ ହେମନ୍ତ କୁ ପଟନାୟକ ଓଡ଼ିଆ ଅଧ୍ୟାପଜ ମୁକୁନ୍ଦ ମିଶ୍ର ରସାୟନ ଅଧ୍ୟାପକ ନଳିନୀ କାନ୍ତ ଜେନା ଇଂରାଜୀ ଅଧ୍ୟାପକ ସୁରେଶ ନାୟକ ଗଣିତ ଅଧ୍ୟାପିକା ଇପ୍ସିତା ବେହେରା ରୁପା ମଞ୍ଜରୀ ପ୍ରଧାନ ପ୍ରୀତି ଆଚାର୍ଯ୍ୟ, ସୂର୍ଯ୍ୟ ଗୌଡ଼, ବନ୍ଦନା ସିଂହ, ଆକାଶ ପ୍ରଧାନ ଶୁଭ୍ରାଂଶୁ ଏସ ସେନାପତି ପ୍ରମୁଖ ଅଧ୍ୟାପିକା ଓ ଅଧ୍ୟାପଜ ମାନେ ଅଂଶ ଗ୍ରହଣ କରିଥିବା ବେଳେ କୃତି ଛାତ୍ରୀ ରେଶମା ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

News Comment

You Might Also Like

BACK TO TOP