Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ନିୟମ ଗିରିରେ ହାତୀ ଉପଦ୍ରଵଯୋଗୁଁ ନିମାଙ୍ଗ ଝୋଲାରେ ତିନି ପରିବାର କ୍ଷତିଗ୍ରସ୍ତ |

17-May-2026

ନିୟମଗିରିରେ ହାତୀ ଉପଦ୍ରବ, ନିମାଙ୍ଗଝୋଲାରେ ୩ ପରିବାର କ୍ଷତିଗ୍ରସ୍ତ,
ଓଡିଶା ଜନମତ ରାୟଗଡା, ୧୭/୦୫,

କାମେଶ୍ୱର କରକରିଆ: -----

ନିୟମଗିରି ଅଞ୍ଚଳରେ ପୁଣିଥରେ ଦେଖାଦେଇଛି ହାତୀ ଆତଙ୍କ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ନିମାଙ୍ଗଝୋଲା ଗାଁରେ ଗତ ରାତି ପ୍ରାୟ ୧୨ଟା ସମୟରେ ଦଶଟି ହାତୀର ଏକ ପଲ ଗାଁକୁ ପ୍ରବେଶ କରି ୩ଟି ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ଓ ଘରୋଇ ସାମଗ୍ରୀ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ହାତୀ ଉପଦ୍ରବରେ ଭୟଭୀତ ହୋଇ ଗାଁ ଲୋକେ ଘର ଛାଡି ପଳାଇ ଯାଇଥିଲେ।ସୂଚନା ଅନୁଯାୟୀ, ହାତୀମାନେ ଗାଁର କିଛି ଘର ଭାଙ୍ଗିବା ସହ ଘରେ ସଂଚିତ ରଖାଯାଇଥିବା ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ନଷ୍ଟ କରିଦେଇଥିଲେ। ଏପରିକି ଘରେ ଥିବା ହାଣ୍ଡି, ଡେକିଚି ଚାପିଦେବା ସହ ସଂଗୃହିତ ଆମ୍ବ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି। ହାତୀର ଗର୍ଜନ ଓ ଉପଦ୍ରବ ଶୁଣି ଗାଁ ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡ଼ି ପଳାଇଥିଲେ। ଫଳରେ ଏକ ବଡ଼ ଅଘଟଣାରୁ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଉଛି।ଏହି ହାତୀ ଉପଦ୍ରବରେ କଚାଡି ଶିକକା, ରୁପୁଳି ଶିକକା, ମଝିବେଣି ଶିକକା, ଆନ୍ଦ୍ରୁ ଶିକକା, ରେଲି ଶିକକା ଓ ରାଜୁ ଶିକକାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।ସେହିପରି ନିୟମଗିରି ଅଞ୍ଚଳର କରପା ପଞ୍ଚାୟତର ବିଜୟନଗର, ଅଜୟଗଡ଼, ମୁତକୁଣି, ଖମ୍ବେସୀକଣା ଓ ସଦଳସ ଭଳି ଗାଁଗୁଡ଼ିକରେ ମଧ୍ୟ ହାତୀ ରହିଥିବାରୁ ଲୋକେ ଭୟ ଭିତରେ ରହିଥିବା ସୂଚନା ମିଳିଛି। ଗାଁରେ ପୁଣିଥରେ ହାତୀ ଆସିବା ଭୟରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, “ଆମ୍ବ ଓ ପଣସ ଖାଇବା ପାଇଁ ହାତୀମାନେ ପଦାକୁ ଆସୁଛନ୍ତି। ବନ ବିଭାଗ ସ୍କ୍ୱାଡ଼ ପକ୍ଷରୁ ନଜର ରଖାଯାଇଛି। କ୍ଷୟକ୍ଷତି ହୋଇଥିବା ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ।”

News Comment

You Might Also Like

BACK TO TOP