Breaking
News
Breaking
News
11-Apr-2026
ମନ ମଦନ ସାହୁ ଖଲ୍ଲିକୋଟ ରେ କଂଗ୍ରେସ ର ନଗର ସଭାପତି
ଓଡିଶା ଜନ ମତ,ଖଲ୍ଲିକୋଟ, ବିକା କୁମା ସାହ,
ତ -୧୧/୦୪/୨୦୨୬:--
ମନ ମଦନ ସାହୁ ଖଲ୍ଲିକୋଟ ରେ କଂଗ୍ରେସ ର ନଗର ସଭାପତି ଘୋଷିତ ହୋଇଛନ୍ତି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଗଞ୍ଜାମ ଜିଲ୍ଲା ପଶ୍ଚିମ ର ବିଭିନ୍ନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ଖଲ୍ଲିକୋଟ ରେ କଂଗ୍ରେସ ର ବ୍ଲକ ସଭାପତି ଭାବେ ମେଘନାଦ ଦଳେଇ ଓ ନଗର ସଭାପତି ଭାବେ ମନ ମଦନ ସାହୁ ଙ୍କ ନାମ ଘୋଷଣା କରା ଯାଇଛି। ନଗର ସଭାପତି ଭାବେ ମନ ମଦନ ସାହୁ ଙ୍କ ନାମ ଘୋଷଣା ହେବା ପରେ ସେ ପିସିସି ସଭାପତି ଙ୍କୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ଙ୍କୁ ସାଙ୍ଗ ରେ ନେଇ ଖଲ୍ଲିକୋଟ ଏନଏସି ରେ ଦଳ କୁ ମଜବୁତ କରିବେ ବୋଲି କହିଛନ୍ତି। ବ୍ଲକ ଓ ନଗର ସଭାପତି ଘୋଷଣା ପରେ ଦଳୀୟ କର୍ମୀ ଙ୍କ ମନ ରେ ଉତ୍ସହ ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି।
BACK TO TOP