Breaking News

ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||     

ଭୋଜିରେ ବାରମ୍ବାର ମାଂସ ତରକାରୀ ମାଗିବାରୁ ପରସୁଥିବା ବ୍ୟକ୍ତି ଙ୍କ ଉପରେ ଗରମ ପାଣି ପକେଇ ଦେଲେ ଖାଉଥିବା କିଛି ବ୍ୟକ୍ତି |

12-Mar-2026

ଭୋଜିଭାତ ବେଳେ ମାଂସ ପରସିବା କୁ ନେଇ ଗଣ୍ଡଗୋଳ |

 ଓଡିଶା ଜନ ମତ ବ୍ୟୁରୋ

 ଭୋଜି ଭାତ ରେ କିଛି ଭଲ ଖାଦ୍ୟ ଖାଇବା ପାଇଁ ଅଧିକାଂଶ  ବ୍ୟକ୍ତି ଭୋଜିକୁ ଯାଇଥାନ୍ତି | ହେଲେ ପରସିବା ଲୋକ ଯଦି ଥରେ ଦୁଇଥର କିମ୍ବା ତିନିଥର ପରେ ଟିକେ  ମନା କରିଦିଏ କିମ୍ବା ଅଳ୍ପ ଦିଏ  ତେବେ ଆରମ୍ଭ ହୋଇ ଯାଏ ପାଟିତୁଣ୍ଡ, ଏବଂ ହାତା ହାତି | ଏପରି ଘଟଣା ସାଧାରଣ ତ ମଫସଲି ଗାଁ ରେ ନଚେତ ସହର ରେ ମଦ ପିଇଥିବା ବ୍ୟକ୍ତିମାନେ, ମାଂସ, ଚିକେନ ଓମାଛ ପାଇଁ ଏପରି କାଣ୍ଡ କାରନାମା କରିଥାନ୍ତି | ହେଲ ମାଂସ ପରସୁଥିବାବ୍ୟକ୍ତି ଉପରେ ଯେ ଚୁଲିରେ ବସିଥିବା ଗରମ ପାଣି ଢାଳି ଦିଅନ୍ତି  ଓ ଯୁବକ ଜଣଙ୍କ ଗୁରୁତର ହୋଈ ମେଡିକାଲ ରେ ଚିକିତ୍ସିତ ହୁଅନ୍ତି, ଏପରି ଘଟଣା ଦେଖିବାକୁ  ସିନାପାଲି ଥାନାଅନ୍ତର୍ଗତ ଜେରେଲପଦର ଗ୍ରାମରେ ଏକ କୋଣାବରା ଭୋଜିଭାତ ବେଲେ ଗଣ୍ଡଗୋଳ ହୋଇଥିବା ହେବା ବେଳେ ଜଣେ ବ୍ୟକ୍ତି କ୍ତି ଗୁରୁତ୍ବର ହୋଇଥିବା ଜଣାପଡିଛି। । ଗୁରୁତ୍ବର ବ୍ୟକ୍ତି ହେଲେ ଘଣ୍ଟିଗୁଡା ଗ୍ରାମର ଚଉବନ ନାଗ (୫ ୨) । ପ୍ରାପ୍ତ ଖବର ଅନୁସାରେ ଚଉବନ ନିଜ ସମ୍ପର୍କୀୟଘରଜେରେଲପଦର ଗ୍ରାମ କୋଣାବରା ଘର ଯାଇଥିଲେ। ସେଠୁ ଭୋଜିଭାତ ସମୟରେ ଚଉବନକୁ ମାଂସ ବୁଲାଇବାକୁ ସମ୍ପର୍କୀୟ ଲୋକେ କହି ଥିଲେ । ହେଲେ ମାଂସ ବୁଲାଇବା ବେଲେ ଜେରେଲପଦର ଗ୍ରାମର କିଛିଲୋକ ମାଂସକୁ ନେଇ ଚଉବନ ସହ ଗଣ୍ଡଗୋଳ କରି ଭାତ ରାନ୍ଧୁଥିବା ଗରମ ପାଣିରେ ପକାଇ ଦେଇଥିଲେ ହେଲେତାଙ୍କ ଭାଇ  ଚିନ୍ତା ନାଗ  ଏହି  ଘଟଣା କୁ ଦେଖି ବିରୋଧ କରିବାରୁ ତାଙ୍କୁ ମଧ୍ଯ ମାରପିଟ୍ କରିଥିବା ପରିବାର ଲୋକେ କହିଛନ୍ତି । ଘଟଣା ପରେ ଗୁରୁତ୍ବର ବ୍ଯକ୍ତି ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆଣିଥିବା ବେଲେ ତାଙ୍କ ଅବ ଅବସ୍ଥା  ଅଧିକ ଜଟିଳ ଥିବାରୁ ଡାକ୍ତର ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଏନେଇ ପରିବାର ଲୋକେ ସିନାପାଲି ଥାନାର ଦ୍ବାରସ୍ଥ ହୋଇଛନ୍ତି |ସିନାପାଲିପୋଲିସତଦନ୍ତ ଆରମ୍ଭ କରିଛି।

News Comment

You Might Also Like

BACK TO TOP