Breaking News

ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||     

ସାତ ମାସ ଧରି ଫେରାର ଥିବା ଆଇ ଆଇ ସି ଶେଷରେ କୋର୍ଟ ରେ ଆତ୍ମ ସମର୍ପଣ କଲେ |

04-Mar-2026

୭ ମାସ ହେଲା ଫେରାର ଥୂବା ଆଇଆଇସି ଙ୍କ କୋର୍ଟ ରେ ଆତ୍ମ ସମର୍ପଣ,

ଓଡିଶା ଜନ ମତ  ବ୍ୟୁରୋ,

ପ୍ରାୟ ୭ ମାସ ଧରି ଫେରାର ରହିବା ପରେ ଶେଷରେ ଜୟ ପୁର କୋର୍ଟରେ ଆତ୍ମସମର୍ପଣ କରିଛନ୍ତିଜଣେ ଆଇ ଆଇ ସି |ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁଥିବା ଏବଂ ଲୋକଙ୍କୁ ଭରସା ଦେଉଥିବା ପୋଲିସ ଅଫିସର ଯଦି ଏପରି କରନ୍ତି ତେବେ ଅପରାଧୀ ମାନେ କାହିଁକି ଅନ୍ୟୟ,ଅନୀତି, ଦୁର୍ନୀତି ଓ ଚୋରି, ଡକାୟତି , ଦୁଷ୍କର୍ମ ଏବଂ ହତ୍ୟା କାର୍ଯ୍ୟ ରେ ଲିପ୍ତ ନରହିବେ | ସେହି ମାନଙ୍କୁ ଅଭୟ ପ୍ରଦାନ କରି ସେମାନଙ୍କଠାରୁ ବେଆଇନ ଭାବେ ଅର୍ଥ ରୋଜଗାର କରୁଥିବା କାରଣରୁ ସେ କାର୍ଯ୍ୟରୁ ନିଲମ୍ବିତ ହୋଇ ଛନ୍ତି | ଏପରି ଜଣେ ପୋଲିସ ଅଧିକାରୀ  ପ୍ରାୟ ୭ ମାସ ଧରି ଫେରାର ରହିବା ପରେଶେଷରେକୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଆଇଆଇସିରାଜେଶ ବଳିଆରସିଂହ | ଆତ୍ମସମର୍ପଣ କରିବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ନିଲମ୍ବିତ ଆଇଆଇସି ରାଜେଶ ବଳିଆରସିଂହ ଗଞ୍ଜେଇ କାରବାରରେ ସାମିଲ ଥ‌ିବା ଅଭିଯୁକ୍ତଙ୍କ ସହ ସଂପର୍କରେ ଥ‌ିବା ନେଇ ଅଭିଯୋଗ ରହିଛି। କୋରାପୁଟରେ କାର୍ଯ୍ୟରତ ଥ‌ିବା ବେଳେ ସେ ଗଞ୍ଜେଇ ବେପାରୀଙ୍କୁସହଯୋଗା, ଯୋଗ କରିବା ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଜୟପୁର ଟାଉନ ଥାନାରେ ତାଙ୍କ ନାଁରେ ମାମଲା ରୁଜୁହୋଇଥିଲା  |  ଆଉ ସେହିଦିନ ଠାରୁ ସେ ଫେରାର ହୋଇ ଯାଇଥିଲେ ବଳିଆର ସିଂହ | ତେବେ ଗିରଫ ହେବା ଭୟରେ  ସେ ଜୟପୁର  କୋର୍ଟ ରେ ଆତ୍ମ ସମର୍ପଣ କରିଛନ୍ତି | ଆଇନ କାନୁନ ରକ୍ଷା କରିବା ଯାହାର କାମ ସେଯଦି ଅପରାଧୀ ମାନଙ୍କ ସହିତ  ସମ୍ପର୍କ ରଖିବା ସେମାନଙ୍କୁ ସାହାଯ୍ୟ କରିବା  ଓ ତାଙ୍କରି ଗାଡିକୁ ବ୍ୟବହାର କରିବା ଏହା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | କୋର୍ଟ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ଅନ୍ୟ କୌଣସି  ପୋଲିସଅଧିକାରୀ ଏପରି କରିବାକୁ ସାହସ କରିବ ନାହିଁ ବୋଲି   କିଛି ବୁଦ୍ଧିଜୀବୀ କହୁଥିବାର ଶୁଣିବାକୁ ମିଳିଛି   |

News Comment

You Might Also Like

BACK TO TOP