Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ଖଲ୍ଲିକୋଟ ପୋଲିସ ଦ୍ୱାରା ଧରାପଡ଼ିଲେ ଅନ୍ତଜିଲ୍ଲା ଲାପଟପ ଚୋର ଗେଙ୍ଗ |

03-Mar-2026

ଅନ୍ତଃ ଜିଲ୍ଲା ଲାପଟପ ଚୋରକୁ  କାବୁକଲା ଖଲ୍ଲିକୋଟ  ପୋଲିସ |

       ଓଡିଶା ଜନ ମତ  ବ୍ୟୁରୋ, 

ଚୋର ଭିତରେ ଲାପଟପ ଚୋର ତାହାପୁଣି  ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଘରେ ପଶି ଏକ ଲୁଟେରା ଗେଙ୍ଗ ଚୋରି କରୁଥିଲେ |  ତେବେ ଚୋର ଘର ସବୁବେଳେ ଅନ୍ଧାର ନଥାଏ  | ଦିନେ ନା ଦିନେ ପୋଲିସ ହାତରେ ଧରା ପଡିଥାଏ | ସେହିପରି ଖଲ୍ଲିକୋଟ ଥାନା ପୋଲିସ ଏକ ଆନ୍ତଃ ଜିଲ୍ଲା ଲାପଟପ ଚୋରକୁ ଗିରଫ କରି ତାଠାରୁ ୯ ଗୋଟି ମୂଲ୍ୟବାନ ଲାପଟପ ସହ ଏକ ହୋଣ୍ଡା ଆକ୍ଟିଭା ଗାଡିକୁ ଜବତ କରିବା ସହ ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଣ ମାଧ୍ୟମକୁ ସୂଚନା ଦେଇ ଛତ୍ରପୁର ଏସ ଡି ପି ଓ ଚନ୍ଦନ କୁମାର ଘଡ଼ାଇ ଗତ ୧୨/୦୨/୨୦୨୬ ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ  ଲଙ୍ଗଳେଶ୍ୱର ଗ୍ରାମ ସତ୍ୟବ୍ରତ ଦଳାଇଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଦିବା ୯ ଘଟିକା ସମୟରେ ତାଙ୍କ ଘରେ ଥିବା ଏକ ଏଚ ପି ଲାପଟପ,ଇୟାର ଫୋନ, ୱାଚ ଓ ୱାଲେଟ ଚୋରି ହୋଇ ଥିଲା । ଏ ନେଇ ଏକ ଏତେଲା ଭେଜିଫୁଟ ଫାଣ୍ଡିରେ ଦାଖଲ କରିବା ପରେ ପୋଲିସ ୧୧୧ /୨୬ କେସ ଅନୁସାରେ ଏକ ମାମଲା ରୁଜୁ କରି ଏସ ଡି ପି ଓ ଚନ୍ଦନ ଘଡାଇଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଭେଜିଫୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ,ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ ,କନେଷ୍ଟବଳ ଧର୍ମେନ୍ଦ୍ର ରେଡ୍ଡୀଙ୍କୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରି ସି ସି ଟି ଭି ଓ ହିନ୍ଦୁସ୍ତାନ ଇଣ୍ଟେଲିଜେନସି ଓ ଟେକ୍ନିକାଲ ଇଣ୍ଟେଲିଜେନସିକୁ ବ୍ୟବହାର କରି ସାନ୍ଦିଗ୍ଧ ଅପରାଧୀଙ୍କୁ ଠାବ କରିବା ପାଇଁ ପ୍ରୟାସ କରିଵା  ପରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଘୋଡାପଲାଣ ଗ୍ରାମର ମେଘନାଦ ଦାସ ଓ ଆଲୋକ ସାହୁ ଏକ ଚୋରା ହୋଣ୍ଡା ଅକ୍ଟିଭା ଗାଡି ବ୍ୟବହାର କରି ଗଞ୍ଜାମ ,ଖୋର୍ଦ୍ଧା  ,ନୟାଗଡ଼, କଟକ ଓ ଢେଙ୍କାନାଳ ପଭୃତି ଜିଲ୍ଲା ମାନଙ୍କରେ ଘରେ ପଶି ଲାପଟପ ଗୁଡିକୁ ଚୋରି କରି ବଜାରରେ ବିକୁଥିଲେ । ପୋଲିସ କୌଣସି ଦୂତ୍ରରୁ ଖବର ପାଇ କବିସୂର୍ଯ୍ୟନଗର ଥାନା ଘୋଡା ପୋଲାଣ ଗ୍ରାମରେ ଚଢ଼ାଉ କରି ମେଘନାଦ ଦାସଙ୍କୁ ଧରିବା ସହ ତା ଠାରୁ ଏକ ହୋଣ୍ଡା ଆକ୍ଟିଭା ଗାଡି  ସମେତ ଏପଲ, ଏଚ ପି, ମୋଟରଲା, ଲେନେଭୋ ଭଳି ୯ ଗୋଟି ମୂଲ୍ୟବାନ ଲାପଟପ ଓ ଟ୍ୟାବକୁ ଜବତ କରିବା ସହ ମେଘନାଦ ଦାସକୁ ଗିରଫ କରିଥିବା ବେଳେ ଆଲୋକ ସାହୁ ଫେରାର ହୋଇ ଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଜବତ ହୋଇଥିବା ଗାଡିକୁ ତାର ମାଲିକ ଦୀପିକା ରାୟ ନାମକ ଜଣେ ମହିଳାଙ୍କୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଚାବି ପ୍ରଦାନ କରିଥିଲେ ଓ ଲଙ୍ଗଳେଶ୍ବର ଗ୍ରାମର ଅଭିଯୋଗକାରୀ ସତ୍ୟବ୍ରତ ଦଳେଇଙ୍କ ଭାଇ ପ୍ରିୟବ୍ରତ ଦଳେଇଙ୍କୁ ଗୋଟିଏ ଲାପଟପ ପ୍ରଦାନ କରିଥିଲେ। ଏବଂ ଏହି ଭଳି ଯେଉଁ ବ୍ୟକ୍ତି ମାନଙ୍କର ଲାପଟପ୍ ଚୋରି ଯାଇଛି ସେହି ବ୍ୟକ୍ତି ଖଲ୍ଲିକୋଟ ଥାନାରେ ଯୋଗା ଯୋଗ କରିପାରିବେ ବୋଲି ଏସ ଡି ପି ଓ ଚନ୍ଦନ କୁମାର ଘଡ଼ାଇ ସାମ୍ବାଦିକ ସମ୍ମଳନୀରେ ପ୍ରକାଶ କରିଥିଲେ|

News Comment

You Might Also Like

BACK TO TOP