Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ପୋଲସରା ଥାନା ନାରସିଂହ ପଲ୍ଲୀ ଠାରେ ମଦ ଦୋକାନ ବନ୍ଦ ଦାବିରେ ରାସ୍ତା ରୋକ |

03-Mar-2026

ମଦ ପିଇ ଉତ୍ପାତ, ଘରେ ପଶି ଗାଳିଗୁଲଜ। ବେଆଇନ ବିଦେଶୀ ମଦ ଦୋକାନ ଉଛେଦ ପାଇଁ ଦାବି(ମନ୍ଦିର ଓ ବିଦ୍ୟାଳୟ ପାଖରେ ଖୋଲିବା ପାଇଁ ଅନୁମତି ଦେଲା କିଏ ???)

ଓଡ଼ିଶା ଜନମତ ପୋଲସରା ସନ୍ତୋଷ କୁମାର ପଣ୍ଡା
  ୦୩/୦୩/୨୬ :-

ମଦୁଆ ଙ୍କ ଉତ୍ପାତ ରେ ଅତିଷ୍ଟ ହେଲେଣି ଆଖପାଖ ଲୋକେ l ଘର ପାଖରେ ବିଦେଶି ମଦ ଦୋକାନ ଖୋଲିବା ଯୋଗୁଁ ପ୍ରତ୍ୟେକ ଦିନ କିଛିନା କିଛି ଅଘଟଣ ଘଟୁଥିବାରୁ ମଦ ଦୋକାନ ବନ୍ଦ ଦାବିରେ ପୋଲସରା ଓ ବୁଗୁଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି  ଗ୍ରାମବାସୀ l ଏହି ପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା  ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତର ନରସିଂହପଲ୍ଲୀ ଗ୍ରାମ ନିକଟ ବିଦେଶୀ ମଦ ଦୋକାନ ଆଗରେ । ଯାହାକୁ ନେଇ ପୋଲସରା ଓ ବୁଗୁଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି l ଫଳରେ ପୋଲସରା ଠାରୁ ବୁଗୁଡ଼ା କୁ ଯାତାୟତ ବନ୍ଦ ରହିଛି l ତେବେ ଗତ କାଲି ରାତିରେ ମଦ ଦୋକାନ ରେ ମଦ ପିଇ ଦଶରୁ ଉର୍ଦ୍ଧ ଯୁବକ ଗଣ୍ଡଗୋଳ କରି ପାଖରେ ଥିବା ଲୋକଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ l ଯାହା ସିସି ଟିଭି ଦୃଶ୍ୟ ରୁ ସ୍ପଷ୍ଟ ଜଣାପଡ଼ିଛି l ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ପୋଲିସ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଅର୍ଥାତ ୦୩/୦୩/୨୬ ତାରିଖ ସକାଳୁ ଗ୍ରାମବାସୀ  ରାସ୍ତାକୁ ଓହ୍ଲାଇ ଅବରୋଧ କରିବା ସହ ବେଆଇନ ବିଦେଶୀ ମଦ ଦୋକାନ ବନ୍ଦ କରିବା କୁ ଦାବୀ କରିଛନ୍ତି l ଖବରପାଇ ପୋଲସରା ଥାନାଧିକାରୀ କୌଶିକ ମାଝୀ ସଦଳବଳ ନେଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଏକ ଦାବିପତ୍ର ଗ୍ରହଣ କରି ତଦନ୍ତ ଚଳାଇଛନ୍ତି l ସୂଚନା ମୁତାବକ ଏହି ବିଦେଶୀ ମଦ ଦୋକାନଟି ବେଆଇନ ଭାବେ ଗଞ୍ଜାମ ଅବକାରୀ ବିଭାଗ କରିବା ପାଇଁ ଅନୁମତି ଦେଇଛି। ପୋଲସରା ତହସିଲ ଅଧିନରେ ଥିବା ଚିରିକିପଡା ଶାସନ ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ବିଦେଶୀ ମଦ ଦୋକାନ ଆରମ୍ଭ ପୂର୍ବରୁ ଅବକାରୀ ବିଭାଗକୁ ୧୦ ମିଟର ଦୂରରେ ଏମ୍ ଡି ଆର୍ ରୋଡ଼,୧୫ ମିଟର ଦୂରରେ ମାଁ ମଙ୍ଗଳାଙ୍କ ମନ୍ଦିର ଓ ୧୦୦ ମିଟର ଦୂର ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଓ ବନ୍ଧ ଥିବା ଲିଖିତ ଭାବେ ଜଣାଇଥିବା ବେଳେ ସମସ୍ତ ନିୟମ ଉଲ୍ଲଂଘନ କରି ଏହି ଜାଗାରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ  ଅନୁମତି ଦେଲା କିଏ???ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠି ନିୟମ ଅନୁସାରେ ସରକାରୀଙ୍କ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସମ୍ପୂର୍ଣ୍ଣ ଭାବେ ନଥିବା ବେଳେ ଅବକାରୀ ବିଭାଗ ସବୁ କିଛି ଜାଣିଶୁଣି ଅବକାରୀ ଆଇନ୍ ଉଲଘଂନ କରି ଏ ଜାଗାରେ ଏହି ବେଆଇନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିବା ସ୍ପଷ୍ଟ ଜଣାପଡିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରି ବେଆଇନ ଭାବେ ଅନୁମତି ଦିଆଯାଇଥିବା ମଦ ଦୋକାନକୁ ଉଛେଦ କରିବା ପାଇଁ ଦାବି ହୋଇଛି । ଉକ୍ତ ଘଟଣାକୁ ନେଇ ସାଧାରଣରେ ତ୍ରିବ ଅସନ୍ତୋଷ ସୃଷ୍ଟି ହୋଇଥିବାର ଶୁଣିବାକୁ ମିଳିଛି।ଜଦି ଗ୍ରାମ ବାସୀଙ୍କ ଦାବୀକୁ ସମ୍ମାନ ଦିଆନଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତାହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି।

News Comment

You Might Also Like

BACK TO TOP