Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ଥାଲା ପତି ବିଜୟ ଙ୍କୁ ଛାଡ଼ ପତ୍ର ଦେବେ ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ |

03-Mar-2026

ଟିଭିକେ ମୁଖ୍ୟ ତଥା ସୁପର ଷ୍ଟାର  ଥାଲା ପତି ବିଜୟ ଙ୍କୁ ଛାଡ଼ପତ୍ର ଦେବେସାଙ୍ଗୀତା ସୋର୍ନାଲିଙ୍ଗମ, 

ସୋସିଆଲ ମିଡିଆରେ ଜୋରଦାର ବାଇରଲ |

ଓଡିଶା ଜନ ମତ  ବ୍ୟୁରୋ,

ଅଭିନେତା ମାନେ ତାଙ୍କ ଜୀବନ କାଳ ଭିତରେ ଦୁଇରୁ ତିନୋଟି ପତ୍ନୀ ଙ୍କୁ କିମ୍ବା ଅଭିନେତ୍ରୀ ମାନେ ଅଭିନେତା ଙ୍କୁ ଛାଡ଼ ପତ୍ର ଦେଇଥିବାର ଅନେକ ନଜିର ରହିଛି | ସେ ତେଲୁଗୁ,ହେଉ ତାମିଲ, ବଙ୍ଗଳା, ମାଳୟମ, ହିନ୍ଦୀ, ମରାଠୀ,ଓଡ଼ିଆଏବଂ ସବୁ  ରାଜ୍ୟର ଅଭିନେତାମାନେ ପ୍ରାୟେ ଏହି କାର୍ଯ୍ୟ କ୍ରମରେ ତିରିଶିରୁ ଚାଳିଶ ଭାଗ ସଶ୍ଳିଷ୍ଟ ଥାଆନ୍ତି | ଏବେ ଆଉଜଣେ  ଟିଭିକେ ମୁଖ୍ୟ ବିଜୟଙ୍କ ପତ୍ନୀ ସଙ୍ଗୀତାସୋର୍ନାଲିଙ୍ଗମ୍‌ ତାଙ୍କ ୨୭ ବର୍ଷ ବୈବାହିକ ସମ୍ପର୍କ ଛିନ୍ନ କରିବାକୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିବାବେଳେ ସେମାନଙ୍କର ଜାସନ୍ ସଞ୍ଜୟ ଓ ଦିବ୍ୟା ଶାଶା ନାମକ ଦୁଇ ଜଣ ସନ୍ତାନ ଅଛନ୍ତି। ବିଜୟ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ସମ୍ପର୍କରେ ଅଛନ୍ତି ଓ ତାଙ୍କ ସହିତ ବିଦେଶ ଗସ୍ତ କରିବା ସହିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ବୋଲି ସଙ୍ଗୀତା ଅଭିଯୋଗ କରିଛନ୍ତି।ସଙ୍ଗୀତା କହିଛନ୍ତି, ଏହା ତାଙ୍କ ଓ ତାଙ୍କ ପିଲାମାନଙ୍କ ପାଇଁ ଅପମାନଜନକ ହେଉଛି  | ତାଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମଧ୍ୟ ବିଜୟ ପ୍ରତ୍ୟାହାର କରିନେଇଥିବା ସଙ୍ଗୀତା ଅଭିଯୋଗ କରିଛନ୍ତି। ବିଜୟଙ୍କ ବ୍ୟଭିଚାର ଓ ନିଷ୍ଠୁରତା ନେଇ ସ୍ବତନ୍ତ୍ର ବିବାହ ଆଇନ ୧୯୫୪ ଅନ୍ତର୍ଗତ ରେ ଅଭିଯୋଗ କରିଛନ୍ତି। ଏହି ମାମଲା ଏବେ ଜିଲ୍ଲା କୋର୍ଟରେ ରହିଛି ତାମିଲନାଡୁର ଜଣେ ଶିଳ୍ପପତିଙ୍କ ଝିଅ ସଙ୍ଗୀତା ବିବାହ ପୂର୍ବରୁ ବିଜୟଙ୍କର ଜଣେ ପ୍ରଶଂସକ ଥିଲୋ ସେମାନଙ୍କ ବିବାହ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତିରେ ହୋଇଥିଲା। ତେବେ ଦୀର୍ଘ 27 ବର୍ଷ ପରେ ସେଥିରେ ଘର, ସଂସାର ଜୁଆର ରେ ଭଟ୍ଟା ପଡ଼ିବାକୁ ଯାଉଛି |  ତେବେ ସେମାନେ କାହିଁକି ଏପରି କରୁଛନ୍ତି ତାହା ସେମାନଙ୍କୁ ଜଣା ଥିବ  |

News Comment

You Might Also Like

BACK TO TOP