Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

ବେକରେ ଭୁଜାଲି ଲଗାଇ ଟଙ୍କା, ସୁନା ଲୁଟ କଲେ ଲୁଟରା ||

25-Feb-2026

୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାରଓ ସତୁରି ଲକ୍ଷ ଟଙ୍କା ଭୁଜାଲି ଦେଖାଇ ଲୁଟକଲେ ଲୁଟରା |

    ଓଡିଶା ଜନ ମତ ବ୍ୟୁରୋ,

ଲୁଟରା ମାନେ ଆଜି କାଲି ସବୁ ସୀମା ପାର କରି ଦେଲେଣି, ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରତେକ ଦିନ ଚୋରି ହେଉଥିବାର ଖବର ର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳୁଛି | ତେବେ ଲୁଟେରା ମାନେ ବେକରେ ଭୁଜାଲି ଲଗାଇ ଲୁଟକଲେଟଙ୍କା, ସୁନା  | ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟସ୍ଥ କଚନିଆମ୍ବ ଗ୍ରାମ ଠାରେ |  ଗତ କାଲି ରାତି ରେ ଏକ ବଡ ଧରଣର ଡ଼କାୟତି ହୋଇଛି। ଘର ମାଲିକଙ୍କ ବେକରେ ଭୁଜାଲି ଦେଖାଇ ସତୁରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାର  ଉର୍ଦ୍ଧ୍ବ ସୁନା ଗହଣା ଡକାୟତ ହୋଇ ଯାଇଥିବା ଖବର ପ୍ରସାରିତ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁଯାଇ କଚନିଆମ୍ବ ଗ୍ରାମର ଅମୂଲ୍ୟ ଜେନାଙ୍କ ଘରେ ଗତକାଲି ରାତି ପ୍ରାୟ ୧ ଘଣ୍ଟ ୩୦ ମିନିଟ ସମୟରେ ଘରର କବାଟ ଭାଙ୍ଗି ଅଜଣା  ୪ ଜଣ ଦୁର୍ବୃତ୍ତ ଘର ମଧ୍ଯରେ ପ୍ରବେଶ କରିଥିଲେ।ଦୁର୍ବୁତ୍ତ ମାନଙ୍କୁ ଦେଖୁ ଅମୂଲ୍ୟ ପାଟି କରିବାରୁ ୨ ଦୃର୍ବୃତ୍ତ ଘର ଭିତରେ ପ୍ରବେଶ କରି ଅମୂଲ୍ୟ ଙ୍କ ପାଟି କୁ ଏକ ଟୱାଲରେ ଓ ହାତ ଗୋଡକୁ ଶାଢ଼ିରେ ବାନ୍ଧି ଦେଇଥିଲେ ।  ଅମୂଲ୍ୟ କାଳେ ମୋବାଇଲରେ କାହାକୁ ଜଣାଇ ଦେବେ ବୋଲି ଆଶଙ୍କା କରି ଡକାୟତ ମାନେ ଅମୂଲ୍ୟଙ୍କ ମୋବାଇଲକୁ ତଳେ ଭାଙ୍ଗି ଦେଇଥିଲେ। ଡକାୟତ ମାନେ ଅମୂଲ୍ୟଙ୍କ ବେକରେ ଭୁଜାଲି ରଖି ଆଲମିର। ଚାବି ମାଗିଥିଲେ । କିନ୍ତୁ ଚାବି ଅମୂଲ୍ୟ ନ ଦେବାରୁ ସେମାନେ ଆଣିଥୁବା ଲୁହା ଛଡ଼ ଓ ଅନ୍ୟ କିଛି ଅସ୍ତ୍ରରେ ୨ ଟା ଆଲମିର। ଭାଙ୍ଗି ସେଥିରେଥିବା ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ, ଚଉଦ ଟା ସୁନା ମୁଦି, ସୁନାରଦୁଇ ହଳ କାନ ଫୁଲ ଓ ତିନୋଟି  ଲକ୍ଷ୍ମୀ ଚିତ୍ର ଥିବା ସୁନାର ଲକେଟ୍ ଚୋରି କରି ନେଇ ପଳାଇଥିଲେ। । ଅମୂଲ୍ୟ କିଛି ଦିନ ତଳେ  ତାଙ୍କର କିଛି ଜମି ବିକ୍ରି ଓ ପେନସନ ଟଙ୍କାକୁ ଘରେ  ଥିବା ୨ ଟା ଆଲମୀରା ରେ ରଖୁଥିଲେ ଯାହାକୁ ସେ ଆଜି ବ୍ୟାଙ୍କରେ ଜମା କରିଥାନ୍ତେ ।ଖବର ପାଇ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ପୋଲିସ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭକରି ଦେଇଥିଲେ। ଡକାୟତ ମାନେ ଡକାୟତ ସମୟରେ ବ୍ୟବହାର କରିଥିବା ଏକ ଭୁଜାଲିକୁ ଘରେ ଛାଡ଼ି କି ଚାଲି ଯାଇଛନ୍ତି । ତେବେ ନିଶ୍ଚିତ ଭାବରେ ଅମୂଲ୍ୟଙ୍କୁ କିଛି ଜାଣିଥିବା ଲୋକେ ଯେଉଁମାନେ କି ଅମୂଲ୍ୟ ଜମି ବିକ୍ରି କରିଘରେ ଟଙ୍କା ରଖୁଥ‌ିବା ଖବର ଡକାୟତ ମାନଙ୍କୁ  ଜଣା ପଡିଛି। ଡକାୟତ ମାନେ ଚୋରି  କରାଯାଉଥିବା ବେଳେ ପୁଲିସ ପକ୍ଷ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏତେ ନଗଦ ମୁଦ୍ରା ଚୋରି ଯିବା ଉମରକୋଟ ଅଞ୍ଚଳରେ ପ୍ରଥମ ଘଟଣା  । ଚୋର ମାନେ ଗୋଟିଏ କାର ରେ ଆସିଥିବା ସନ୍ଦେହକରାଯାଉଛି ତେବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

News Comment

You Might Also Like

BACK TO TOP