Breaking News

ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||     

ନିମାପଡା ଉପକାରାଗାର ମଧ୍ୟରେ ଜୈନିକ ମହିଳା କଏଦୀ ଙ୍କ ଆତ୍ମହତ୍ୟା |

24-Feb-2026

ନିମାପଡା ଉପକାରାଗାର ରେ ମହିଳା କଏଦୀ ଙ୍କ ଆତ୍ମ ହତ୍ୟା,

    ଓଡିଶା ଜନ ମତ ବ୍ୟୁରୋ,

ନିମାପଡ଼ା ଉପକାରାଗାର ମଧ୍ୟରେ ଆଜିଗୋଟିଏ ଅଭାବ ନୀୟ ଘଟଣା ଘଟିଛି | ଜଣେ ବିଚାରାଧୀନ  ମହିଳା କଏଦୀ  ଅପରାହ୍ନରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଡେଲାଙ୍ଗ ଉତ୍ତରବାଡ଼ ସ୍ଥିତ ଷଡ଼ଙ୍ଗେଇ ଗ୍ରାମର ମଧୁସ୍ମିତା ବରାଳ(୨୪) ନାମ୍ନୀ ମହିଳା ନିଜ ଝିଅର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗତ ୦୬-୧୨-୨୦୨୫ ତାରିଖରୁ ନିମାପଡ଼ା ଉପ କାରାଗାରରେ ଜେଲଦଣ୍ଡ ଭୋଗୁଥିଲେ। ସୋମବାର ଅପରାହ୍ନରେ ମହିଳା ୱାର୍ଡରେ ଅନ୍ୟ କଏଦୀମାନେ ୱାର୍ଡ ବାହାରେ ବସିଥିବା ସମୟରେ ମହିଳା କଏଦୀ ଜଣକ ୱାର୍ଡ ଭିତରେ ଥିବା ଝରକା ସାହାଯ୍ୟରେ ଚଢି ଫ୍ୟାନରେ ନିଜ ପିନ୍ଧା ଲୁଗାକୁ ଗୁଡ଼ାଇ ଆତ୍ମହତ୍ୟା କରିଥିଲେ। ଜେଲ ମହିଳା କର୍ମଚାରୀ ସଙ୍ଗେସଙ୍ଗେ ଅଧିକ୍ଷକଙ୍କୁ ଜଣାଇବା ପରେ ଅପରାହ୍ନ ୩ଟା ୪୫ ସମୟରେ ଜେଲ ପକ୍ଷରୁ ମହିଳାଙ୍କୁ ନିମାପଡ଼ା ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। ମେଡ଼ିକାଲରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ଜେଲ ଅଧିକ୍ଷକ ସୁଶାନ୍ତ କୁମାର ରାଉତ ନିମାପଡ଼ା ଥାନାରେ ଏତଲା ଦେଇଥିବା ବେଳେ ନିମାପଡ଼ା ଥାନା ପକ୍ଷରୁ ଅପମୃତ୍ୟୁ ମାମଲା କେସ ନଂ ୩/୨୦୨୬ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ଜଣାପଡିଛି। ଆସନ୍ତାକାଲି ସକାଳେ ପୁରୀ ମେଡିକାଲରେ ମୃତକଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ନିମାପଡ଼ା ଜେଲ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟରେ ନିମାପଡ଼ା ଉପକାରାଗାର ର ସୁରକ୍ଷା ବଳୟ ଭେଦକରି କଏଦୀ ଜଣକ କିଭଳି ଆତ୍ମହତ୍ୟା କଲେ ଏବଂ କେଉଁ କାରଣରୁ କଲେ ତାହା ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

News Comment

You Might Also Like

BACK TO TOP