Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ଭଞ୍ଜନଗର ପୋଲିସ ଦ୍ୱାରା ବ୍ରାଉନ ସୁଗାର ଧରିଥିବା ଦୁଇ ଯୁବକ ଗିରଫ |

22-Feb-2026

ଖଲ୍ଲିକୋଟ ଅଞ୍ଚଳର ଦୁଇ ଯୁବକ ଙ୍କ ଠାରୁ ଭଞ୍ଜନଗର ଠାରେ ବ୍ରାଉନ ସୁଗାର ଜବତ କଲା ପୋଲିସ |

ଓଡିଶା ଜନ ମତ ବ୍ୟୁରୋ,

ଗତକାଲି ଭଞ୍ଜନଗର ପୁଲିସ ୨ଜଣ ଯୁବକଙ୍କ ଠାରୁ ୫୧.୭୪ ଗ୍ରାମ ଓଜନର ବ୍ରାଉନ୍ ସୁଗାର୍ ଜବତ କରିଛି।   ଗତ କିଛି ଦିନ ହେଲା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲୁ ଥିବାର  ଥାନା ଅଧୂକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଲିକୋଟ ଥାନା ବନ୍ଧୁଗାଁର ଚନ୍ଦନ ମହାପାତ୍ର ଓ ଭେଜିପୁଟ ଅଞ୍ଚଳର ଓମ ପ୍ରକାଶ ସ୍ବାଇଁ। ଏଥୂସହ ସେମାନଙ୍କ ନିକଟରୁ ନଗଦ ୨୭୦୦ ଟଙ୍କା,ସ୍ମୃଟି ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। କେସ୍ ନମ୍ବର ୧୬୬/୨୬ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧୂକାରୀ ଶ୍ରୀ ଜେନା ଏକ ପ୍ରେସ ବିବୃତ୍ତିରେ ସୁଚନା ଦେଇଛନ୍ତି |ସୂଚନାନୁସାରେ,ଭଞ୍ଜନଗର ସହରକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ବ୍ରାଉନସୁଗର ଆସୁଥ‌ିବା ଅଭିଯୋଗ ହେଉଥିଲା। ଏହାର କବଳରେ ପଡ଼ି ଯୁବକ ସର୍ବସ୍ବାନୁ ହୋଇ ପଡୁଥିଲେ। ବ୍ରାଉନ ସୁଗାର କାରବାର ଉପରେ ଚଢ଼ାଉ କରିବାକୁ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ ରହିଥ‌ିବା ଶ୍ରୀ ଜେନା ପ୍ରକାଶ କରିଥିବା ବେଳେ ଗତକାଲି ଏସ୍‌ଆଇ ସମୀର କୁମାର ସେଠୀ ଖବର ପାଇଁ ଶାଳୁଆପଲ୍ଲୀ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ
ଏସ୍‌ଆଇ ସମୀର କୁମାର ସେଠୀ ଖବର ପାଇଁ ଶାଳୁଆପଲ୍ଲୀ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ସ୍କୁଟିରେ ୨ ଜଣ ଯୁବକକୁ ସନ୍ଦେହ ଜନକ ଭାବେ ଦେଖ୍ ଅଟକାଇ ଯାଞ୍ଚ କରିବା ପରେ ବ୍ରାଉନସୁଗାର ମିଳିଥିବା ସେ କହିଛନ୍ତି। ଏଥିପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ମଧ୍ୟ ପୁଲିସ ୩୧ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ କରିବା ସହ ୩ ଜଣକୁ କୋର୍ଟ ଚାଲାଣ କରିଥିଲା।

News Comment

You Might Also Like

BACK TO TOP