Breaking News

ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||     

ପୋଲସରା ରେ ସ୍କାଉଟ ଗାଇଡ଼ର ବିଶ୍ୱ ଚିନ୍ତନ ଦିବସ ପାଳିତ |

22-Feb-2026

ପୋଲସରା ରେ  ସ୍କାଉଟ୍ ଗାଇଡ୍‌ର ବିଶ୍ୱ ଚିନ୍ତନ ଦିବସ ପାଳନ।

ଓଡ଼ିଶା ଜନମତ ପୋଲସରା ସନ୍ତୋଷ କୁମାର ପଣ୍ଡା
 ତା: ୨୨/୨/୨୦୨୬:- 

ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ଅନୁଷ୍ଠାନରେ ସ୍କାଉଟ୍ ଗାଇଡ୍‌ର ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍କାଉଟ୍ ମାଷ୍ଟର ନୀଳକଣ୍ଠ ମହାରଣାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସ୍କାଉଟ୍ ତାଲିମ କମିଶନର ବିକ୍ରମ ମହାରଣା ଯୋଗଦେଇ ସ୍କାଉଟ୍‌ର ପ୍ରତିଷ୍ଠାତା ରବର୍ଟ ଷ୍ଟିଫେନସନ୍ ସ୍ମିଥ ଭେଡେନ ପାୱାଲ ଓ ଗାଇଡ୍‌ସ ପ୍ରତିଷ୍ଠାତା ତଥା ଭେଡେନ ପାୱାଲଙ୍କ ସହଧର୍ମିଣୀ ଲେଡି  ସେଣ୍ଟ କ୍ଲେର୍ ସୋମ୍ ଓ ଭେଡେନ ପାୱାଲ୍ ଉଭୟଙ୍କ  ପ୍ରେରଣାମୟୀ ସମାଜକୁ ଦିଗଦର୍ଶନ ଦେଇଚାଲିଥିବା କର୍ମମୟ ଜୀବନ ସମେତ ଉକ୍ତ ଦୁଇଟି ସଂସ୍ଥା ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ବିଶ୍ୱ ଚିନ୍ତନ ଦିବସର ତାପ୍ତର୍ଯ୍ୟ କ`ଣ ସେନେଇ ବୁଝାଇଇଥିଲେ।
ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ମା` ସରସ୍ୱତୀ ଶିଶୁ ବିଦ୍ୟା ଭବନର ସ୍କାଉଟ୍ ମାଷ୍ଟର ବିଦ୍ୟାଧର ଷଡ଼ଙ୍ଗୀ ମଧ୍ୟ ଉକ୍ତ ଦିବସକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ନିୟମ ପ୍ରକାରେ ସ୍କାଉଟ୍ ପତାକା ଉତ୍ତୋଳନ କରାଯିବା ସହ ସାମୂହିକ ଭାବେ ସମ୍ମାନ ସ୍ୱରୂପ ସ୍କାଉଟ୍ ପତାକା ଗୀତ ଗାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର ପରୀକ୍ଷା କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର  ଦିଆଯାଇଥିଲା।

News Comment

You Might Also Like

BACK TO TOP