Breaking News

ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||     

30ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭେଟେନେରୀ ପୋଗ୍ରାମ ଆସିଷ୍ଟାଣ୍ଡ |

02-Feb-2026

ଭେଟେନାରୀ ପ୍ରୋଗ୍ରାମଆସସିଷ୍ଟାଣ୍ଟ,30,ହଜାର ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ,

ଓଡିଶା ଜନ ମତ ବ୍ୟୁରୋ,

ଟଙ୍କା ପାଈଁ ମନୁଷ୍ୟ ଏତେ ତଳକୁ ଖସି ଯାଉଛନ୍ତି  ତାହା କଳ୍ପନା ବାହାରେ,ତେବେ ତାର ପରିଣତି କଣ ହେଉଛି ସେମାନେ ଜାଣି ପାରୁ ନାହାନ୍ତି | ଜଣେ କୁକୁଡ଼ା ଚାଷୀ ଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ।ଜଣେ, ହିତାଧୁକାରୀ ଙ୍କୁ ସବସିଡି ଅର୍ଥ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚନେଉଥିବା  ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଡ଼ଚଣା ବ୍ଲକ ଭେଟନାରୀ କାର୍ଯ୍ୟାଳୟରେ ଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ। ଏନେଇ କଟକଭିଜିଲାନ୍ସ୫/୨୦୨୬,ଧାରା ୭ ଆଇପିସି ୨୦୧୮ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି । ଘଟଣାରୁ ପ୍ରକାଶଯେ ସରକାରଙ୍କ କୁକୁଡ଼ା  ଚାଷ ରିହାତି ଯୋଜନାରେ ଜଣେ ହିତାଧୂକାରୀ ବଡ଼ଚଣା ପଶୁ ଚିକିତ୍ସା ବିଭାଗ ମାଧ୍ଯମରେ କୁକୁଡା ଚାଷ କରିବା ପାଈଁ ୭୨୦୦୦୦ ଟଙ୍କା ଋଣ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ଏହି ଯୋଜନାରେ ହିତାଧୂକାରୀ ସମୁଦାୟ ୬୦ ଭାଗ ସବସିଡି ଅର୍ଥ ସରକାରଙ୍କ ଠାରୁ ପାଇବେ ଯାହାକି ୪୩୨୦୦୦ ଟଙ୍କା । ଫାର୍ମର  ଘର ନିର୍ମାଣ ସରିଲେ ପ୍ରଥମ କିସ୍ତି ଅର୍ଥ ପାଇବାର ନିୟମ ରହିଅଛି । ମାତ୍ର ହିତାଧୂକାରୀ ଘର ନିର୍ମାଣ କରିସାରି ଦ୍ବିତୀୟ କିସ୍ତି ପାଇବାକୁ ହକଦାର ଥିଲେ ମଧ୍ଯ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସାମଲ ସମୁଦାୟ ଋଣର ୧୦ ଭାଗ ଅ ४०००० ଟଙ୍କା ଦେଲେ ତାଙ୍କର ସବସିଡି ଅର୍ଥ ମିଳିବ ବୋଲି ତାଙ୍କୁ କ‌ହି ବାରମ୍ବାର ଦୌଡ଼ାଉ ଥିଲେ। ଏବଂ ଲାଞ୍ଚ ନ ଦେଲେ ସବସିଡି ମିଳିବ ନାହିଁ ବୋଲି କହୁଥିଲେ। ଏ ନେଇ ହିତାଧୂକାରୀ କଟକ ଭିଜିଲାସନ୍ସ ଟିମକୁ ଏହି ବିଷୟ ରେ ଜଣାଇଥିଲେ।ଯୋଜନା ମୁତାବକ ଆଜି ହିତାଧୂକାରୀ ସୁଭାଶିଷଙ୍କୁ ଡାକି ଜାତୀୟ ରାଜପଥ ୧୬ ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ  ଛକ ନିକଟରେ ୩୦ ହଜାର ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ଥିବା ଭିଜିଲାସମ୍ଵ ଟିମ ସୁଭାଶିଙ୍କୁ କାବୁ କରିନେବା ସହ ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ କରିଥିଲେ। ତେବେ ଲୋଭର ଫଳ ବର୍ତମାନ ପାଇଛନ୍ତି ପୋଗ୍ରାମ ଆଶିଷ୍ଟଣ୍ଡ ଅଫିସର |

News Comment

You Might Also Like

BACK TO TOP