Breaking News

ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||     

21 ଜଣ ଅନ୍ତରାଜ୍ୟ ଲୁଟେରା କୁ ଧରିବାରେ ସକ୍ଷମ ହେଲା ଭଞ୍ଜନଗର ପୋଲିସ

02-Feb-2026

21 ଜଣ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ କୁ ଧରିଲା ଭଞ୍ଜ ନଗର ପୋଲିସ,

  ଓଡିଶା ଜନ ମତ ବ୍ୟୁରୋ,

କୌଣସି ସୂତ୍ରରୁ ଖବର ପାଇ 21ଜଣ ଆନ୍ତଃରାଜ୍ୟଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳତା ହାସଲ କରିଛି ଭଞ୍ଜନଗର ପୋଲିସି  |ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ କୁ ମିଳିଛି ଏକ ବଡ଼ଧରଣରସଫଳତା |  ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧  ଜଣକୁ ଗିରଫ କରିବାରେ ସକ୍ଷମ  ହୋଇଛି। ଏଥିସହ ସେମାନଙ୍କ ଠାରୁ ୧୦୬୬ଟି ମୋବାଇଲ, ୧୨୭୫ଟି ବ୍ୟାଟେରି, ୪୨୪ ଫୋନର ମଦର ବୋର୍ଡ, ୫ଟି ଟାବଲେଟ, ୧୧ଟି ମୋଟର ସାଇକେଲ, ୯ ଟି ମୋଟର  ସାଇକେଲ, ଗାଡି ନମ୍ବର ପ୍ଲେଟ ସହ ନକଲି ଗହଣା ଏବଂ ୧୦ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ଜୟନ୍ତ ମଣ୍ଡଳ, ରବ୍ୟୁଲ ମଲ୍ଲ, ଅମ୍ରିତ ହଲଦାର, ରମିନ୍ ହଲଦାର, ଶୁଭଜିତ୍ ମଣ୍ଡଳ, ଅଞ୍ଜନ ହଲଦାର, କିଶୋର ହଲଦାର, ମିଲନ୍ ମଣ୍ଡଳ, ଅମ୍ରିତା ଦାସ, ପଲାସା ସରକାର, ପ୍ରଦୀପ ହଲଦ୍ରାଫ୍, ମୁକ୍ତାର ଶେଖ୍, ଚନ୍ଦ୍ରଜିତ୍ ମଣ୍ଡଳ, ବିପୁଲ ହଲଦ୍ରାଫ, ନିଖୁଲ୍ ପାଲ, ରଞ୍ଜନ ଦାସ, ପ୍ରଶନଜିତ୍ ଦାସ, ସୁଦିପ ପାଲ, ଅମଜାଦ ଶେଖ, ରୋଷକୁଲ ମଲ୍ଲଙ୍କୁ କୋର୍ଟ ଗଲାଣ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଏନେଇ ଶନି ବାରଭଞ୍ଜନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷା ଅଧିକାରୀ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ଏହି ଅଭିଯୁକ୍ତମାନଙ୍କର ବିଦେଶ ଲିଙ୍କ୍ ଅଛି କି ନାହିଁ ତାହାର ଖୋଳତାଡ଼ ହେବ ବୋଲି ଏସ୍  ଡିପିଓ ଡ. ଦୀପକ କୁମାର ମିଶ୍ର କହିଛନ୍ତି । ଏଥିସହ ଭଙ୍ଗା ମୋବାଇଲ କାହାକୁ ବିକ୍ରି କରନ୍ତୁ ନାହିଁ । ମୋବାଇଲ ଖରାପ ହୋଇଗଲେ ତାହାକୁ ନଷ୍ଟ କରିଦିଅନ୍ତୁ । ବୁଲା ବ୍ୟବ ସାୟୀକୁ ବିକ୍ରି କରନ୍ତୁ ନାହିଁ । ସେମାନେ ତାହାକୁ ନେଇ କୌଣସି ବେନିୟମ କାର୍ଯ୍ୟରେ ଲଗାଇବା ସମ୍ଭାବନା ଅଛି ବୋଲି ଏସ୍  ଡିପିଓ ଶ୍ରୀ ମିଶ୍ର କହିଛନ୍ତି । ସୂଚନାନୁସାରେ ଶୁକ୍ରବାର ସକାଳ ସମୟରେ ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ସହର ଉପକଣ୍ଠ ବାଉଁଶଲୁଣ୍ଡି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଭଞ୍ଜନଗର ସହରର ବାଟା କୋଲନିର ଏକ ଭଡା ଘରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ରହି ଭଞ୍ଜନଗର,ବେଲଗୁଣ୍ଠା, ତାରସିଂ ସହ ଜିଲ୍ଲାର ଅନ୍ୟ ଥାନା ଅଞ୍ଚଳରେ ଚୋରି କରିବା ପାଇଁ ଅପରେଟ୍ କରୁଥିବା ଖବର ପାଇଥିଲେ। ପରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତରେ ଉକ୍ତ ଘରେ ଚଢାଉ କରି ସମସ୍ତଙ୍କୁ କାବୁ କରାଯାଇଥିଲା। ଏହା ସହ ସେମାନଙ୍କ ନିକଟରୁ ବିପୁଳ ମୋବାଇଲ ଫୋନ, ନକଲି ଅଳଙ୍କାର ଓ ବାଇକ ଜବତ କରାଯାଇଥିଲା । ଅଭିଯୁକ୍ତ
ମାନଙ୍କଠାରୁ ଜବତ ହୋଇଥିବା ମୋବାଇଲର କାଗଜପତ୍ର ସେମାନେ ଦେଖାଇ ପାରି ନ ଥିଲେ। ଜବତ ହୋଇଥିବା ମୋବାଇଲ ଗୁଡ଼ିକୁ ଆଗାମୀ ଦିନରେ ତାହାର ଅସଲ ମାଲିକମାନଙ୍କୁ ଫେରାଇବା ପାଇଁ ଥାନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଭଞ୍ଜନଗର ଥାନାରେ ୯୨/୨୬ ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍  ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଲିପି ନା ବିଶ୍ଵାଳ, ଜ୍ୟୋସ୍ନାମୟୀ ସାହୁ, ଏଏସ୍‌ଆଇ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ, ରୁଦ୍ର ପ୍ରସାଦ କହଁର, କନଷ୍ଟେବଳ ସନ୍ତୋଷ କୁମାର ନାୟକ, ଅମିତ୍ କୁମାର ବିଶ୍ଵାଳ, ନରେଶ ଶବର, ଗୃହରକ୍ଷୀ ଗଜେନ୍ଦ୍ର ସାଇଁ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP