Breaking News

ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||     

ତାଳଚେର ଥାନା ଅନ୍ତର୍ଗତ ବରଛକ ପାନ ଦୋକାନ ରୁ ନକଲି ବିଦେଶୀ ମଦ ଜବତ କଲା ପୋଲିସ |

31-Jan-2026

ତାଳଚେର ଥାନା ବରଛକ ରେ ଥିବା Uber ଦୋକାନୀ ଠାରୁ ୧୯୩.୫ ବିଦେଶୀ ମଦ ଜବତ ଦୋକାନୀ ଗିରଫ,

     ଓଡିଶା ଜନ ମତ ବ୍ୟୁରୋ,

 ପାନ ଦୋକାନ ରେ ପେଡି ପେଡି ନକଲି ବିଦେଶୀ ମଦ ବୋତଲ ରହିଥିବାର ଅନୁଗୋଳ ସ୍ୱତନ୍ତ୍ର ସ୍ପାର୍ଡ଼ ଦ୍ବାରା ଗୁପ୍ତଚୋର ଆଧାରରେ ଚଢ଼ାଉ କରାଯାଉଥିବା ବେଳେ ଗତକାଲି ତାଳଚେର ଥାନା ଅନ୍ତର୍ଗତ ବରଛକରେ ଏକ ପାନଦୋକାନୀକୁ ଚଢ଼ାଉକରି ୧୯୩.୫ ଲିଟର ବିଦେଶୀମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ପାନଦୋକାନୀକୁ ସ୍ଵତନ୍ତ୍ର ସ୍କାର୍ଡ଼ ଗିରଫକରି ତାଠାରୁ ୨ହଜାର ୩ଶହ ୬୦ଟଙ୍କା ଜବତ କରିବା ଘଟଣା ଚୋରା ମଦମାଫିଆଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ତାଳଚେର ଥାନାରେ ପୋଲିସ୍ ଓ ଅବକାରୀ ବିଭାଗ ବାବୁଭାୟା ସବୁ ରହିଥିଲେ ମଧ୍ୟ ଅନୁଗୋଳର ସ୍ଵତନ୍ତ୍ର
ସ୍ପାର୍ଡ଼ ତାଳଚେର ଅଂଚଳକୁ ଆସି ଚୋରାମଦ କାରବାର ରୋକିବାରେ ସଫଳ ହେଉଥିବା ବେଳେ ଏମାନେ କିପରି ଏହାର ଟେର୍‌ ପାଉନାହାନ୍ତି ତାକୁନେଇ ବିଭିନ୍ନ ଲୋକଙ୍କ ମନରେ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ତାଳଚେର ଅଂଚଳରେ ବର୍ତମାନ ମଦ ଠାରୁ ଆରମ୍ଭ କରି ଡ୍ରଗ୍ଧ, କରେକ୍ସ, ନାଇଟ୍ରୋଜେନ୍ ଟାବଲେଟ୍‌, ଚରସ, ଗଞ୍ଜେଇ, ମାରାତ୍ମକ ଅଠାଇତ୍ୟାଦି ନିଶାରେ ପଡ଼ି ଆଜିର ଯୁବପିଢ଼ୀ ମୃତ୍ୟୁମୁଖରେ ପଡ଼ୁଥ‌ିବା ବେଳେ ମାଆ ପୁଅକୁ ହରାଉଥ‌ିବା ବେଳେ ଆଉ କେହି ସ୍ଵାମୀକୁ ହରାଇ ବିଧବା ହେଉଥିବା ଘଟଣା ଘଟି ଚାଲିଥିଲେ ମଧ୍ୟ ଏହା ଉପରେ କିପରି କାହାର ଦୃଷ୍ଟି ପଡୁନାହିଁ | ଏହି ନିଶା ସେବନ ଦ୍ୱାରା ଆଜିର ଶିକ୍ଷିତ ଯୁବପିଢ଼ି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥ‌ିବା ଅଭିଯୋଗ ହେଉଛି ।ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ସବୁଆଡ଼େ ବର୍ତମାନ କଳାବଜାରୀ ଗୁଟଖା, ପାନମସଲା, ସିଗାରେଟ୍ ଉପରେ ଧରପଗଡ଼ ଯୋରସୋର କରାଯାଇ ଫାଇନ ଆଦାୟକ କରୁଥିବା ବେଳେ ତାଳଚେରରେ ଅଧିକାରୀମାନେ କାହିଁକି ଜାଣି ଅଜଣା ରହୁଛନ୍ତି ନା ଏହା ପଛରେ କିଛି ଗୁପ୍ତ ରହସ୍ୟ ଲୁଚି ରହୁଛି ଏହାର ତଦନ୍ତ ହେବାର ଆବଶ୍ୟକ‌ତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ଦାବିହେବା ସହରାଜ୍ୟ ଅବକାରୀ ମନ୍ତ୍ରୀ ରାଜ୍ୟ ଅବକାରୀବିଭାଗ ଓ ରାଜ୍ୟ ପୋଲିସ୍ ଡ଼ିଜି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

News Comment

You Might Also Like

BACK TO TOP