Breaking News

ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||     

ଡାହାଣୀ ସନ୍ଦେହରେ ଜନ୍ମିତ ମାଆ କୁ ହତ୍ୟା କଲା ମଦ୍ୟପ ପୁଅ ||

30-Jan-2026

ଡାହାଣୀ ସନ୍ଦେହରେ ଜହ୍ଲାଦ ପୁଅ ଜନ୍ମକଲା ମା କୁ ହତ୍ୟା କଲା, 

        ଓଡିଶା ଜନ ମତ ବ୍ୟୁରୋ,

ମାର ରୁଣ କେହିବି ଆଜି ପର୍ଯ୍ୟନ୍ତ ଶୁଝି ପାରିନାହିଁ | ତେଣୁ ମାଆ ହେଉଛି ଶାନ୍ତିର ପ୍ରତୀକ, ମମତା ମୟୀ, ଏବଂ କରୁଣା ଦାୟୀ, ହେଲେ ଜନ୍ମ କଲା ପୁଅ ଯେ ନିଜ ମାକୁ ହତ୍ୟା କରିବ ସେପୁଣି ଡାହାଣୀ ସନ୍ଦେହରେଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ | 
ନିଜ ପୁଅକୁ ସକାଳୁ ଖାଇବାକୁ ଦେବ ବୋଲି ରୋଷେଇ କରୁଥିଲା ମା । ହେଲେ ଯେଉଁ ପୁଅକୁ ସେ ଖାଇବାକୁ ଦେଉଛି ସେ ପୁଅ ସାଜିଛି  ନିଜ ମା’ର ହତ୍ୟାକାରୀ । ଡାହାଣୀ ସନ୍ଦେହରେ ନିଜ ଜନ୍ମ କଲା ମାକୁ ହତ୍ୟା କରିଛି ଏକମାତ୍ର ପୁଅ ।ଏହିଭଳିଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ  ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଂଚଳରେ । ସୂଚନା ମୁତାବକ, ଉକ୍ତ  ଥାନା ଅଧୀନ ଭାଲିଆଡିହା ପଂଚାୟତର କଲରାଫୁଲିଆ ଗ୍ରାମର ରାଇମଣୀ ସିଂ ତାଙ୍କର ଏକମାତ୍ର ପୁଅ ତପନ ସହିତ ନିଜ ଘରେ ରହୁଥିଲେ । ତେବେ ତପନ ପ୍ରତିଦିନ ପ୍ରବଳ ମାତ୍ରାରେ ମଦ୍ୟପାନ -କରୁଥିଲେ । ତପନଙ୍କ ମା ରାଇମଣୀ ଦିନ ମଜୁରିଆ କରି ଯାହା ବି ରୋଜଗାର କରି ଘରକୁ ଟଙ୍କା ଆଣନ୍ତି
ତପନ ସେ ସବୁ ଟଙ୍କା ମଦ ପିଇବା  କାର୍ଯ୍ୟରେ ଖର୍ଚ୍ଚ କରିଦିଏ | ଏବଂ ପ୍ରତେକ ସମୟରେ ମାଆଙ୍କୁ ଟଙ୍କା ମାଗିଥାଏ,ଯଦି ମା ରାଇମଣୀ ଟଙ୍କା ନଦିଅନ୍ତି ପୁଅ ତାଙ୍କୁ ମାଡ଼ ମାରେ । ପୂର୍ବରୁ ତପନ ତାଙ୍କ ସ୍ତ୍ରୀକୁ ମାଡ଼ ମାରୁଥିବାରୁ ସ୍ତ୍ରୀ ତପନକୁ ଛାଡି ବାପ ଘରକୁ ଚାଲି ଯାଇଛନ୍ତି । ତେବେ ଆଜି ମା ପୁଅ ପାଇଁ ରୋଷେଇ କରୁଥିବା ସମୟରେ ତପନ ଟଙ୍କା | ମାଗିବାରୁ ମା ରାଇମଣୀ ନଦେବାରୁ ମାଙ୍କୁ ଏକ କଟୁରୀରେ ମୁଣ୍ଡ ପଛ ପଟେ ପିଟି ହତ୍ୟା କରିଛି ପୁଅ ତପନ ବୋଲି ଗ୍ରାମବାସୀ ବାସୀ କହିଛନ୍ତି । ସେପରେ ଟେ ଘଟଣାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖୁଛି ହତ୍ୟାକାରୀ ପୁଅ ତପନ । ମା ଡାହାଣୀ  ହୋଇ ଗୁଣିକରି ନିଜ ବୋହୂର ପେଟର ଛୁଆ କୁ ମାରି ଦେଇଛି, ତେଣୁ ନିଜସ୍ତ୍ରୀ ର ସନ୍ତାନକୁବାରମ୍ବାର ହତ୍ୟା କରୁଥିବାରୁ ସେ ମାଙ୍କୁ ମାରିଛନ୍ତି  ବୋଲି ପୋଲିସ ଆଗରେ କହିଛି |  ଘଟଣାସ୍ଥଳରେ  ବେତନଟି ଥାନାର ଅଧିକାରୀ ଓ ପୋଲିସ ଏବଂ ସାଇଣ୍ଟିଫ ଟିମ ପହଞ୍ଚି  ମୃତ ଶବକୁ ପୋଷ୍ଟ ମଟମ ପାଈଁ ପଠାଇ ତଦନ୍ତ କରୁଛି ଏନେଇ କେଶ ୪୧/୨୬ରେ ଏକ ମାମଲା ରୁଜୁ କରିବା ସହିତ ତପନକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଧିକ ଅନୁସନ୍ଧାନ କଲେ ପ୍ରକୃତ ଘଟଣା ଜଣା ପଡିବ | ଏହା ମଦ୍ୟପାନ ପାଈଁ ହତ୍ୟା ନା ଡାହାଣୀ ପାଈଁ  ତାର ପ୍ରକୃତ ସତ୍ୟ ଉନ୍ମୋଚିତ ହୋଉ ପାରିବ  |

News Comment

You Might Also Like

BACK TO TOP