Breaking News

ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||      ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |    (11-Aug-2026)       ||      ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||     

ପୁରୁଷୋତ୍ତମପୁର ବଡ଼ ବଜାର ସୁନାଦୋକାନ ରୁ ଚୋରି |

18-Jan-2026

ପୁରୁଷୋତ୍ତମପୁର  ବଡ଼ ବଜାର ରେଏକ ସୁନା ଦୋକାନ ରୁ ଚୋରି,

     ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ  ବଡବଜାରରୁ ଗତକାଲି ରାତ୍ରରେ ଚୋରମାନେ ଏକସୁନା, ରୁପା ଦୋକାନରେ ପଡ଼ିଥିବା ଉପର ଟିଣକୁ  କାଟି  ସେହି ଦୋକାନ ଭିତରେ ପଶି ତା ମଧ୍ୟରେ ଥିବା  ସୁନା ରୁପା ଲୁଟି  ନେଇଛନ୍ତି | ଲୁଟ ହୋଇ ଥିବା ବ୍ୟକ୍ତିଙ୍କ ଘର ଚାଙ୍ଗୁଡିଆପଦର ସାହିର ଏବଂ ତାଙ୍କ ନାମ ପ୍ରଶାନ୍ତ କୁମାର ନାୟକ ଅଟେ | ସକାଳେ ଯେତେବେଳେପ୍ରଶାନ୍ତ ଦୋକାନ ଖୋଲି  ଭିତରେ ପଶିଥିଲେ, ସେଠାର ଦୃଶ୍ୟ ଦେଖି ତାଙ୍କର ହୋସ ଉଡି ଯାଇଥିଲା | ବିକ୍ଷିପ୍ତ ଭାବେ ଦୋକାନର ରୁପା ଓ ରସ ସାମାନ ଗୁଡିକ ପଡିଥିଲା  | ଦୁର୍ବୃତ୍ତମାନେ ଲୁଟ୍ କରିଥିବା ସାମାନ ମଧ୍ୟରୁ ଶହେ ଗ୍ରାମରୁ ଅଧିକ ସୁନାଓ  ୧ କେଜିରୁ ଅଧିକ ରୁପା ଅଳଙ୍କାର ଲୁଟ୍ ହୋଇଥ‌ିବା ନେଇ ଦୋକାନୀ ପୋଲିସରେ ଲିଖୂତ ଅଭି
ଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି  |  ଏହା ପୂର୍ବରୁ  କିଛି ଦିନ ତଳେ ଏହି ପୁରୁଷୋତ୍ତମ
ପୁର ସହର ସ୍ଥିତ ଜଣେ ବ୍ୟକ୍ରି ରୁପା ଅଳଙ୍କାର ବିକିବାକୁ  ବାଇକ ରେ ଯାଉଥିଲ ବେଳେ ତିନିଜଣ ବ୍ୟକ୍ତି ତାଙ୍କ ଠାରୁ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖଇର ପଲି ଗ୍ରାମ୍ୟ ରାସ୍ତାରୁ ପ୍ରାୟ 15 ଲକ୍ଷରୁ ଅଧିକ ଟଙ୍କାର ରୁପା  ଅଳଙ୍କାର କୁ ଦୁର୍ବୁତ୍ତ ମାନେ ଲୁଟି  ନେଇଥିଲେ  | ସେଥିପାଇଁ ଯୁବକ ଜଣକ କବିସୂର୍ଯ୍ୟ ନଗର ଥାନାରେ ମଧ୍ୟ ଏତଲା ଦେଇଥିଲେ |  ତେବେ ଦୁର୍ବୁତ୍ତ ମାନଙ୍କ ଟାର୍ଗେଟ ରେ ଏବେ ସୁନା ଦୋକାନୀ ଓ ଦୋକାନ କୁ ଟାର୍ଗେଟ ରେ ରଖି ଲୁଟ  କରିଛନ୍ତି | ତେବେ ଚୋର କେତେ ଚାଲାକି ହେଲେ ମଧ୍ୟ ପୋଲିସ ଆଖିରୁ  ସେମାନେ ଖସି ଯାଇପାରିବେ ନାହିଁ | ପୋଲିସ ସେମାନଙ୍କୁ ଅତିଶୀଘ୍ର ଗିରଫ କରିବ ବୋଲି ଦୁଇ ଥାନାର ପୋଲିସ କହିଛନ୍ତି |

News Comment

You Might Also Like

BACK TO TOP