Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ହନୁମାନ ଚାଳିଶା ପଠନ ଓ ମକର ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ||

14-Jan-2026

ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେମକର ମେଳା ଅନୁଷ୍ଠିତ,

     ଓଡିଶା  ଜନ ମତ ବ୍ୟୁରୋ,

ରାଧାକାନ୍ତ ସାହିରେ ଥିବା ଶିବାନନ୍ଦ କୋଚିଙ୍ଗ ସେଣ୍ଟର ରେ ସମସ୍ତ ଛାତ୍ର, ଛାତ୍ରୀଙ୍କ ଉପସ୍ଥିତି ରେ ଅନୁଷ୍ଠାନ ର ଅଧକ୍ଷ କେ ବାବୁରାଓ ଦୋରା ଙ୍କ ସଂଯୋଜନା ରେ  ପବିତ୍ର ମକର ମିଳନ ଉତ୍ସବ ପାଳନ ହୋଇସାରିଛି। 
 ମକର ସଂକ୍ରାନ୍ତିଉପଲକ୍ଷେ ଅନୁଷ୍ଠାନ ରେ ହନୁମାନ ଚାଳିଶା ପଠନ ସହମକର ସଂକ୍ରାନ୍ତି ର ମାହାତ୍ମ୍ୟ ଉପରେ ଉପସ୍ଥିତ ଛାତ୍ର, ଛାତ୍ରୀଙ୍କୁ ଅଧକ୍ଷ କେ ବାବୁରାଓ ବିସ୍ତୃତ ଭାବେ ବୁଝାଇ ଥିଲେ |
ଛାତ୍ରଛାତ୍ରୀ ମାନେ ହନୁମାନ ଚାଳିଶା କୁ ମଧ୍ୟ ଅଧୟନ କରିଥିଲେ |   ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖେ ଭୋଗ ଲାଗିଥିବା ମକର ପ୍ରସାଦ କୁ ବଣ୍ଟନ କରାଯାଇଥିଲା |  ପ୍ରସାଦ ବଣ୍ଟନ କରି ସମସ୍ତେ ଭାତୃତ୍ବ ର ପର୍ବ ପାଳିଥିଲେ। ଶେଷରେ ଅନୁଷ୍ଠାନ ରଅଧକ୍ଷ କେ ବାବୁରାଓ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ |

News Comment

You Might Also Like

BACK TO TOP