Breaking News

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||     

ଜାତୀୟ ଯୁବ ଦିବସ ରେ ଯୁବସମାଜ କୁ କ୍ରାନ୍ତି ଓ ଆଇ ଏସ ଆର ଡ଼ି ର ଆହ୍ୱାନ |

13-Jan-2026

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ଓ  ଆଇ.ଅସ.ଆର.ଡି ର ଆହ୍ବାନ.

ଓଡିଶା ଜନ ମତ, ବ୍ରହ୍ମପୁର,କୈଳାଶ ଚନ୍ଦ୍ର ଚୌଧୁରୀ,

"ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ "
ବ୍ରହ୍ମପୁର ସହର ରେ ୧୬୩ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ "ଯୁବ ସମାଜ ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ କରନ୍ତୁ "ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ଆଇ.ଅସ.ଆର.ଡି - ୱାନ୍ ଷ୍ଟପ ସେଣ୍ଟର ଉଦ୍ୟମରେ ଏମ. କେ.ସି.ଜି. ମେଡିକାଲ କଲେଜ ସାମ୍ନା ରୁ ବାହାରି ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ପର୍ଯ୍ୟନ୍ତ ରାଷ୍ଟ୍ରୀୟ  ନିର୍ମାଣ ସକାଶେବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ବାମୀଜୀଙ୍କ ରଥ ବ୍ରହ୍ମପୁର ସହର ପରିକ୍ରମା କରିବା ସହ ସ୍ୱାମୀଜୀଙ୍କ ବାଣୀ ଯୁବ ସମାଜକୁ ଆହ୍ବାନ କରିବା ସହ ପ୍ରେରଣା ଯୋଗାଇଥିଲା। ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଏମ. କେ.ସି.ଜି. ମେଡିକାଲ କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଳ ଅର୍ପଣ କରିଥିଲେ। ଏହି ଅବସରରେ ଏମ. କେ. ସି ଜି ମେଡିକାଲ୍ କଲେଜ ଓ ହସପିଟାଲ ର ସୁପେରିଟେଣ୍ଡେଣ୍ଟ ପ୍ରଫେସର ଦୁର୍ଗା ମାଧବ ଶତପଥି, ଆଇ.ଏସ.ଆର.ଡି ନିର୍ଦ୍ଦେଶକ ସୁଧୀର ସାବତ,ମହାନ୍ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ, ସଖୀ କେନ୍ଦ୍ରର ସେଣ୍ଟର୍ ପ୍ରଶାସିକା ମହେଶ୍ୱତା ପାଢ଼ୀପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ନିଷ୍ଠା ଓ ଏକାଗ୍ରତା ରେ ଅନୁପ୍ରାଣିତ ହୋଇ ବିଶେଷକରି ଯୁବ ସମାଜ କୁ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ରୁ ପ୍ରାୟ ୬୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।

News Comment

You Might Also Like

BACK TO TOP