Breaking News

ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||     

ପୁରୁଷୋତ୍ତମପୁର ସରସ୍ୱତୀ ଶିଶୁ ମନ୍ଦିର ରେ ବିବେକା ନନ୍ଦ ଜୟନ୍ତୀ ପାଳିତ ||

12-Jan-2026

ସରସ୍ବତୀ ଶିଶୁ ମନ୍ଦିରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ,

     ଓଡିଶା ଜନ ମତ ବ୍ୟୁରୋ, 

(ପୁରୁଷୋତ୍ତମପୁର ) ତା -୧୨/୦୧/୨୬ରିଖ ସୋମବାର ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ସ୍ବାମୀବିବେକାନନ୍ଦ ଓ ବନ୍ଦେ ମାତରଂ ର ୧୫୦ତମ ବାର୍ଷିକି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧୂକାରୀ ଶ୍ରୀମତୀ ସଙ୍ଗୀତା ସେଠୀ ଓ ତାଙ୍କର ସହକର୍ମୀ ଏବଂ ଗୋଷ୍ଠୀ ଶିକ୍ଷାଧୂକାରୀ କାର୍ଯ୍ୟାଳୟ ର ଅତିରିକୁ ଗୋଷ୍ଠୀଶିକ୍ଷାଧୂକାରୀ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ଏବଂ ଶ୍ରୀଯୁକ୍ତ ଦେବରାଜ ବେହେରା କର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | ୧୧. 00 ଘ.  ସମୟ ରେ ବିଦ୍ଯାଳୟ ର ସମସ୍ତ ଛାତ୍ରଛାତ୍ରୀ ଆଚାର୍ଯ୍ୟ, ଆଚର୍ଯ୍ୟ|, ମାନନୀୟା ସଙ୍ଗୀତା ସେଠୀ, ଓ ତାଙ୍କର ସହକର୍ମୀ ବୃନ୍ଦ ସାମୁହିକ ବନ୍ଦେମାତରଂ ଗାନ ସହିତ ସ୍ବଦେଶୀ ଦ୍ରବ୍ୟ ଗ୍ରହଣ ପାଇଁ ଶପଥ ପାଠ କରିଥିଲେ| ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଉପଢୌକନ ପ୍ରଦାନ କରି ଅତିଥିଙ୍କୁ ସମ୍ମାନୀତ କରାଯାଇଥୂଲା | ଏ. ବି.ଓ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ଏବଂ ଦେବରାଜ ବେହେରା ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ  ହୋଇ ଭବିଷ୍ୟତ ରେ ସୁନାଗରିକ ହୋଇ ଦେଶର ନାମ ରଖୁବା ପାଇଁ ଉଦ‌ବୋଧନ ଦେଇଥିଲେ | ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ  କୁମାର ସାସମଲ ଜୀବନୀ ବିଷୟରେ ଶିଶୁଙ୍କୁ ଅଭିଭାଷଣ କହିଲେ |ଶ୍ରୀମତୀ ଭାରତୀ ମହାରଣା ଓ ପ୍ରମୋଦିନ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଶିଶୁ ଭଉଣୀ ଙ୍କ ଦ୍ବାରା ସାମୁହିକ ସଙ୍ଗୀତ ଗାନ କରା ଯାଇଥିଲା | ପରିଶେଷ
ରେ ପ୍ରଣତି ଗୁରୁମା ଧନ୍ୟବାଦ ଅ କରିଥିଲେ | ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାଉସୀ ମଉସା ଯୋଗ ଦେଇ ସମ୍ପୂର୍ଣ୍ଣ ରୂପେ ସ ହଯୋଗ କରିଥିଲେ।

News Comment

You Might Also Like

BACK TO TOP