Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ପ୍ରତାପୁର ଓ ହାଣ୍ଡିଘର ର ଦୁଇଟି ମଣ୍ଡିକୁ ଉଦଘାଟନ କଲେ ଖଲ୍ଲିକୋଟ ବିଧାୟକ,

12-Jan-2026

ପ୍ରତାପୁର ଓ ହାଣ୍ଡିଘର ରେ  ବିଧାୟକ ଙ୍କ ଦ୍ୱାରା ଧାନ ମଣ୍ଡି ର ଶୁଭ ଉଦଘାଟନ ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଲକ୍‌ର    ପ୍ରତାପୁର ଓ ହାଣ୍ଡିଘର ପଞ୍ଚାୟତ ରେ ଧାନ ମଣ୍ଡିତୁମ୍ବେଶ୍ୱର ସେବା ସମବାୟ ସମିତି ର ସଭାପତି ଦୁଦର୍ଶନ ନାହାକ ଙ୍କ ସଂଯୋଜନା ରେ ହୋଇଥିଲା ବେଳେ ହାଣ୍ଡିଘର ଗ୍ରାମରେ ବ୍ଲକ ଅଧକ୍ଷା ତଥା ହାଣ୍ଡିଘରସମିତି ସଭ୍ୟା ପିଙ୍କି ବେହେରା ଓ ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା | ଏହି ଦୁଇ ମଣ୍ଡିକୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଉଦଘାଟିତ ହୋଇଛି |   ଏହି କାର୍ଯ୍ୟକ୍ରମ ରେ ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁ, ଜଗତ ବନ୍ଧୁ ପଣ୍ଡା, ଏବଂ ତୁମ୍ବେଶ୍ୱର ସୋସାଇଟି ର 14 ଜଣ ଡାଇରେକ୍ଟର  ସୁଶୀଳା ନାୟକ , ଅରୁଣ କୁମାର ପଣ୍ଡା, ସ୍ନେହଲତା ପଣ୍ଡା, ନାରାୟଣ ବେହେରା, ଗୋବିନ୍ଦ ବେହେରା, କ୍ଷେତ୍ର ବାସୀ ବେହେରା, ସନ୍ତୋଷ ମହାପାତ୍ର, ରଙ୍କ ରାଉଳ, ବଳଜିତରାଉଳ, ବସନ୍ତ ମହାପାତ୍ର, ଜିତୁ ପଣ୍ଡା, ବୈଷ୍ଣବ ବେହେରା,ପ୍ରଭାକର ରାଉଳ, ଓସମ୍ପାଦକ ପ୍ରଭାକର ରାଉଳ, ସରପଞ୍ଚ ଦାସ ବେହେରା, ଉପସ୍ଥିତ ଥିଲେ | ଏହା ସହ ବ୍ଳକ ଯୋଗାଣ ବିଭାଗଅଧିକାରୀକେଦାର ନାଥ ପ୍ରଧାନ ଏହାକୁ ସହଯୋଗ କରିଥିଲେ | ଚଳିତ ବର୍ଷର ଖରିଫ ଧାନ କ୍ରୟ ପାଇଁ ବିଦ୍ଧିବଦ୍ଧ ଭାବେ ବ୍ଳକର କିଛି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ଯାହା ଦ୍ୱାରା ଚାଷୀ ତାର ଅମଳ ଧାନ କୁ ଟୋକେନ ଦ୍ୱାରା ନେଇ ମଣ୍ଡିରେ ଦେଇପାରିବେ | ବ୍ଲକରେ ଧାନ ମଣ୍ଡି ଖୋଲା ଯାଉନାହିଁ ବୋଲି ଚାଷୀ ମାନଙ୍କ ଅଭିଯୋଗ ପରେବ୍ଳକର ଖାଜି ପଲି, ପ୍ରତାପୁର, ହାଣ୍ଡିଘର, ଓ ଅନ୍ୟାନ୍ୟ ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଛି |
ଏହି ମଣ୍ଡି ଉଦଘାଟନ ରେ ଚାଷୀଙ୍କ ସହ ବହୁ ବ୍ୟକ୍ତି ବିଶେଷ ମଞ୍ଚାସିନ ରହି ଥିଲେ । ଏହା ସହିତ ମଞ୍ଚାସିନ ଅତିଥି ରାଜ୍ୟ ସରକାର ଙ୍କ ଚାଷୀଙ୍କ ପାଈଁ ବିଭିନ୍ନ ଉର୍ନ୍ନତି କର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ |

News Comment

You Might Also Like

BACK TO TOP