Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପୁରୁଷୋତ୍ତମପୁର ମେଡିକାଲ କୁ ଖବର ସଂଗ୍ରହ ପାଈଁ ଯାଇଥିବା ସାମ୍ବାଦିକ ମାନଙ୍କୁ ନାଲି ଆଖି ଦେଖାଇଲେ ଏ ଏନ ଏମ ଦିଦି |

10-Jan-2026

ପୁରୁଷୋତ୍ତମପୁର ମେଡିକାଲ ରେ ଏ ଏନ ଏମ ଦିଦିଙ୍କ ଔଧତ୍ୟ। 

ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ଏନଏ ସିରେ ଥିବା ଏରିଆ ମେଡିକାଲ କୁ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦୁତିକ ଗଣମାଧ୍ୟମ ର ଚାରିଜଣ ପ୍ରତିନିଧି କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । ଔଷଧ ବିତରଣ କେନ୍ଦ୍ର ରେ କବାଟ ବନ୍ଦ କରି ସିକୁରିଟି ଗାର୍ଡ କମ୍ପ୍ୟୁଟର ଚଳାଉଥିବା ବେଳେ ଏ ଏନ ଏମ ସଂଯୁକ୍ତା ପାତ୍ର ପାଖରେ ବସି ରହିଥିଲେ ।  କ୍ୟାମେରା ଦେଖି ଚିହିଁକି ଉଠିଲେ ମ୍ୟାଡମ । ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ ଦେଇଛନ୍ତି ବୋଲି ଇନଚାର୍ଜ ଡକ୍ଟର ଶିବାଶିଷ ଗୋସ୍ୱାମୀ ଙ୍କୁ ଏହି ବିଷୟରେ ଜଣାଇଥିଲେ ସାମ୍ବାଦିକ ମାନେ | 
ପୁରୁଷୋତ୍ତମପୁର ଏରିଆ ହସ୍ପିଟାଲ ରେ ଏ ଏନ ଏମ ଦିଦିଙ୍କ ନାଲିଆଖି | ମେଡିକାଲ ରେ ଡକ୍ଟରଅଭାବ ସମସ୍ୟା ବୁଝିବାକୁ  ଯାଇଥିବା  ସାମ୍ବାଦିକ ଙ୍କୁ  ବିଭିନ୍ନ କଥା କହିଲେ ଦିଦି, କାହିଁକି ଫୋଟ ଉଠାଉଛ ତୁମେ କିଏ, ବିନା ପରିମିସନ ରେ କିପରି ଭିତରକୁ ଆସିଲ ଇତ୍ୟାଦି, ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ |ସାମ୍ବାଦିକ ମାନେ କାହିଁକି ୟୁସ ଲେସ ଭଳି ହେଉଚ୍ଚ କହିବାରୁ ଶେଷରେ ହାତ ଉଠେଇବାକୁ ମଧ୍ୟ ପଛେଇଲେ ନାହିଁ ଏ ଏନ ଏମ | ଏବଂ ସାମ୍ବାଦିକ ମାନେ ନିଜର ପରିଚୟ କାର୍ଡ ଦେଖାଇଲା ପରେ ମଧ୍ୟ ଦିଦି କୌଣସି କଥା ଶୁଣି ନଥିଲେ ଏପରିକି ସାମ୍ବାଦିକ ମାନଙ୍କୁ  ମୋର ଅଫିସି ର କବାଟ ଟିକୁ ପକାଇ ଦେବ ଆସ ବୋଲି କହିଥିଲେ |  ଏହିବିଷୟ ରେ ଇନଚାର୍ଜ ଙ୍କସହିତ କଥାବାର୍ତା ବେଳେ ଦିଦିନିଜ ଘରକୁ ପଳାଇ ଥିଲେ ତାଙ୍କର ସ୍ୱାମୀଙ୍କ ଦେହ ଖରାପ ବୋଲି, ତେଣୁ କୌଣସି ନିର୍ଯ୍ୟାସ ନବାହାରିବା ରୁ ସାମ୍ବାଦିକ ମାନେ ଶେଷରେ ଗଞ୍ଜାମ ଜିଲ୍ଲପାଳ ଓ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ଏହି ଏ ଏନ ଏମ ଙ୍କ ଔଦ୍ଧତ୍ୟ ବିଷୟରେ ଫୋନ ରେ କଥାବାର୍ତ୍ତା ପରେ ଆସନ୍ତା ସୋମବାର ଦିନ ଏହା ଉପରେ ବିଚାର କରାଯିବ ବୋଲି ଦୁହେଁ କହିଛନ୍ତି  |

News Comment

You Might Also Like

BACK TO TOP