Breaking News

ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||     

ପୋଲିସ ଏସ ଆଇ ପରୀକ୍ଷା କଳେଙ୍କାରୀ ଘଟଣାରେ 16ଜଣଙ୍କ ବିରୁଦ୍ଧରେଚାର୍ଜସିଟଦାଖଲ |

03-Jan-2026

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣା ରେ 
୧୬ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ |

       ଓଡିଶା ଜନ ମତ ବ୍ୟୁରୋ,

ପୋଲିସ ଏସ ଆଇ  ପରୀକ୍ଷା ପାଈଁ ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟିହୋଇଥିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଶ୍ରୀଯୁକ୍ତ ମୋହନ ଚରଣ ମାଝୀ  ଏହିଘଟଣା ର ତଦନ୍ତ ଦାଇତ୍ୱସିବିଆଇ କୁ କରିବା ପାଈଁ ନିର୍ଦେଶ ଦେଇଥିଲେ | ଏବଂ ସେତେବେଳେ ଏହି କାର୍ଯ୍ୟରେ ସମୃକ୍ତ କିଛି ବ୍ୟକ୍ତି ଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲେ | 
ଆଜିତାର ପ୍ରାଥମିକ ଚାର୍ଜ ସିଟ୍, ଦାଖଲ କଲା ସିବିଆଇ । କୋର୍ଟରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜ ସିଟ୍ ଦାଖଲ କରାଯାଇଛି । କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ଦଲାଲ ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟାପ୍ରିୟ ଦର୍ଶିନୀ, ରିଙ୍କୁ ମହାରଣା, ବିରଞ୍ଚି ନାୟକ, ନୀତିଶ କୁମାର ସମେତ ୧୬ ଜଣଙ୍କ ନାଁରେ ଚାର୍ଜସିଟ୍ ରହିଛି । ୧୬ ଅଭି ଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏବଂ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କେନ୍ଦ୍ରୀୟ ତଦନ୍ତ କାରୀ ଏଜେନ୍ସୀ ।  ଆହୁରି ଏକାଧିକ ବ୍ୟକ୍ତି ଙ୍କ ସମ୍ପୃକ୍ତି ଥିବା ଚାର୍ଜ ସିଟ୍ ସିବିଆଇ ଦର୍ଶାଇଥ‌ିବା ଜଣାପଡ଼ିଛି । ଉଲ୍ଲେଖ ଯୋଗ୍ଯଜେ ଏଇ ଜାଲିଆତି ର ମାଷ୍ଟରମାଇଣ୍ଡ ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର  ପୃଷ୍ଟି । ଶଙ୍କର ବହୁ ବରିଷ୍ଠ ଅଧ୍ କାରୀ, ନେତା,  ମନ୍ତ୍ରୀ ଓ  ତଦନ୍ତପୁଲିସ  ଅଧିକାରୀଙ୍କ ସହ ସଂପର୍କ ରଖିଛି ଶଙ୍କରର ଦୁଇଟି କମ୍ପାନି ଥିଲା । ଗୋଟି ଟିଏ ପାନ୍ନ ଟେକ୍ ପ୍ରାଇଭେଟ୍ ଲିମିଟେଡ ଓ ଅନ୍ୟଟି କେଦାରନାଥ ଟେକ୍ନୋ
ଲୋଜିସ୍ । ଏସ୍‌ ଆଇ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିଲା ପାନ୍‌ସଫ୍ଟ । ଶଙ୍କରର ଅତି ଖାସ୍  ଥିଲ ମୁନା ମହାନ୍ତି ।ବିଭିନ୍ନ ପର୍ଯ୍ୟାୟରେ ୩ ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ଆନ୍ଧ୍ରପ୍ରଦେଶରେ ଲିଖିତ ପରୀକ୍ଷା ପାଇଁ ତାଲିମ୍ ପାଇଁଯୋଜନା ହୋଇଥିଲା । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଏମାନେ ସଫଳ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ 114ପରୀକ୍ଷାର୍ଥୀ ଆନ୍ଧ୍ର ପ୍ରଦେଶ ଯାଉଥିଲା ବେଳେ ବ୍ରହ୍ମପୁର ପୁଲିସ୍ ଗିରଫ କରିଥିଲା । ଏଥି ସହ ୬ ଜଣ ଦଲାଲ୍ ମଧ୍ଯ ଗିରଫ ହୋଇଥିଲା । ଏହି ସମୟରେ ଜଣାପଡିଥିଲା ଥିଲା ସବୁ ପରୀକ୍ଷାର୍ଥୀଙ୍କୁ ମୁନା ଯୋଗାଡ଼ କରି ଥିଲା । ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଲେଖାଏଁ ନେବାକୁ  ଡିଲ୍ ହୋଇଥିଲା |  ଅଗ୍ରୀମ ଆକାରରେ ୫ ରୁ ୧୦ ଲକ୍ଷ  ଟଙ୍କା ଲେଖାଏଁ ମୁନା ଆଦାୟ କରିଥିଲା ପରୀକ୍ଷାର୍ଥୀ ଓ ଦଲାଲ୍ ଗିରଫହେବା ପରେ ଶଙ୍କର ଓ ମୁନା ସମେତ ୯ ଜଣ ଅଭି ଯୁକ୍ତକୁ ବାନ୍ଧି ଥିଲା କ୍ରାଇମ୍ ବ୍ରାଞ୍ଚ। ପରବର୍ତ୍ତୀ ସମୟରେ ରେ ସିବିଆଇ ହାତକୁ ତଦନ୍ତ ଭାର ଯାଇଥିଲା  । ସିବିଆଇ ଟିମ୍ ଖୋଳତାଡ କରି ବିଭିନ୍ନ ସ୍ଥାନରୁ ୭ଅଭିଯୁକ୍ତ ଗିରଫ କରିଥିଲା । ତେବେ ଏହି କାର୍ଯ୍ୟରେ ଆଉକେତେ ଜଣଙ୍କ ସମୃକ୍ତି ରହିଛି ତାର ପ୍ରକୃତ ତଦନ୍ତ ହେଲେ ଆଉ କିଛି ଲୋକ ଙ୍କ ଅସଲ ଚେହେରା ସାମ୍ନା କୁ ଆସିପାରିବ |

News Comment

You Might Also Like

BACK TO TOP