Breaking News

72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||     

ଓ଼ଆକ୍ସାକ ଅଞ୍ଚଳରେ ଭୟଙ୍କର ଟ୍ରେନ ଦୁର୍ଘଟଣା 13ମୃତ, 100ରୂ ଉର୍ଦ୍ଧ ଆହାତ ||

02-Jan-2026

ଓଆକ୍ସାକା ନିକଟରେ ଟ୍ରେନ୍ ଲାଇନଚ୍ୟୁତ, 13ମୃତ, 100ରୁ ଉର୍ଦ୍ଧ ଆହାତ,

      ଓଡିଶା ଜନ ମତ  ବ୍ୟୁରୋ,

ଟ୍ରେନ ଦୁର୍ଘଟଣା ଆଜି କାଲି ପ୍ରାୟତଃ ହେଉଛି | ଯାହାଦ୍ୱାରା ବହୁ ଧାନ ଜୀବନ ନଷ୍ଟ ହେଉଛି | ସେପରିଗୋଟିଏ ଦୁର୍ଘଟଣା ମେକ୍ସିକୋର ଦକ୍ଷିଣପୂର୍ବ ଓଆକ୍ସାକା ଅଞ୍ଚଳରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହାଇଥିବା ସୂଚନା ମିଳିଛି | ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତ୍ରା କରୁଥିବା ଟ୍ରେନ୍ ଟି ୨୪୧ ଜଣ ଯାତ୍ରୀ ଏବଂ ନଅ ଜଣ  ମେମ୍ବରଙ୍କୁ ନେଇ ଯାଉଥିଲା । ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ ଦୁର୍ଘଟଣା ରେ ପ୍ରାୟ  100 ଜଣ ଆହତହୋଇଛନ୍ତି |ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ହସ୍ପିଟାଲ
ରେ ଚିକିତ୍ସା ପାଈଁ ଭର୍ତ୍ତି କରାଯାଉଛି। ତଦନ୍ତ କାରୀ ଅଧିକାରୀମାନେ କହିଛନ୍ତି ଯେ ନିଜାଣ୍ଡ  ସହର ନିକଟରେ ଏକ ମୋଡ଼ ବୁଲିବା ସମୟରେ  ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଛି।ମେକ୍ସିକୋର ଆଟର୍ଣ୍ଣି ଜେନେରାଲ ନିଶ୍ଚିତ କରିଛନ୍ତି ଯେ ତଦନ୍ତ ଚାଲିଛି |ମେକ୍ସିକୋ ରାଷ୍ଟ୍ରପତି କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ନୌସେନା ସଚିବଙ୍କ ସମେତ ଉଚ୍ଚସ୍ତରୀୟ ଅଧିକାରୀମାନେ ଦୁର୍ଘଟଣା
ସ୍ଥଳକୁ ଯାତ୍ରା କରୁଛନ୍ତି । ଏହି ଟ୍ରାନ୍ସଓସେନିକ୍ ଟ୍ରେନ୍‌କୁ ୨୦୨୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଆଡ୍ରେସ୍ ମାନୁଏଲ୍ ଲୋପେଜ୍ ଓ ବ୍ରାଡୋର୍ ଉଦଘାଟନ କରିଥିଲେ। ମେକ୍ସିକୋ ସରକାର ଏହି ଭୂମିକୁ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଏକରଣନୈତିକ କରିଡରରେ ପରିଣତ କରିବାକୁ ଯୋଜନା କରୁଛନ୍ତି, ଯେଉଁଥିରେ ବନ୍ଦର ଏବଂ ରେଳ ଲାଇନ ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରିବ। ଏହି ଟ୍ରାନ୍ସ ଓ ସେନିକ୍ ଟ୍ରେନ୍ ବର୍ତ୍ତମାନ ପ୍ରଶାନ୍ତ ମହାସାଗରର ସାଲିନା କୁଜ୍ ବନ୍ଦରରୁ ପ୍ରାୟ ୧୮୦ ମାଇଲ୍ (୨୯୦ କିଲୋମିଟର) ଦୂରତା ବିଶିଷ୍ଟ କୋଟ୍ରାକୋଆଲକୋସ୍ ପର୍ଯ୍ୟନ୍ତ ଚଳାଚଳ କରୁଛି। ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା  ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ  ସୃଷ୍ଟି  ହୋଇଛି |କେଉଁକାରଣରୁ ଟ୍ରେନ ଦୁର୍ଘଟଣା ହେଲା ତାହାର ପ୍ରକୃତ ତଦନ୍ତ ହେଲେ  ଏବଂ ଯାହାର ଦୋଷ ହେଉନା କାହିଁକି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ  ଭବିଷ୍ୟତ ରେ ଟ୍ରେନ ଦୁର୍ଘଟଣା ରୁ ରକ୍ଷା ହୋଇ ପାରିବ |

News Comment

You Might Also Like

BACK TO TOP