Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ମା ଫୁଲେଶ୍ୱରୀ ଙ୍କ ପୀଠରେ ପୁରୁଷୋତ୍ତମପୁର ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ବୈଠକ ଅନୁଷ୍ଠିତ |

29-Dec-2025

ମା ଫୁଲ ସୁନ୍ଦରୀ ଙ୍କ ପୀଠରେ ପୁରୁଷୋତ୍ତମପୁର ବିଜେପି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ |

ଓଡିଶା ଜନ ମତ ବ୍ୟୁରୋ,

ପୁରୁଣା ବର୍ଷ ଶେଷରେ   ସମସ୍ତ କର୍ମୀ, ନେତା, ଓ ସଂଘଟକ ମାନଙ୍କୁ ଗୋଟିଏ ସୂତ୍ର ରେ ବାନ୍ଧି ରଖିବା ନିମନ୍ତେ ପୁରୁଷୋତ୍ତମପୁର ସହର ରେ ଥିବା  ମା ଫୁଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ରେ  ବିଜେପି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ  ବିଧାୟକ ଙ୍କ ପ୍ରତିନିଧି ସୁଦର୍ଶନ ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଟ ତଥା  ରାଜ୍ୟ ସମ୍ପାଦକ ପୃଥ୍ୱୀ ରାଜ ମହାପାତ୍ର, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଦୁଇ ନଂ କାଉନ ସିଲର ଭାସ୍କର ବେହେରା, ପୂର୍ବତନ ମଣ୍ଡଳ ସଭାପତି ମନୋଜକୁମାରମହାପାତ୍ର,ପୂର୍ବତନ କାଉନ ସିଲର ସନ୍ତୋଷକୁମାର ପଣ୍ଡା,ପୂର୍ବତନ ନଗର ସଭାପତି କୃଷ୍ଣଚନ୍ଦ୍ର ନାୟକ,ନୀଲେସୁ ମହାରଣା ଙ୍କ ସହ ବହୁ ଯୁବ କର୍ମୀ, ନେତା, ଓ ବୟସ୍କ ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ |ପ୍ରଥମେ ସଭା ଆରମ୍ଭ ରେ ମନୋଜ ମହାପାତ୍ର  ଏହି ଶେଷ ବର୍ଷରେ ସମସ୍ତେ ଏକାଠି ହୋଇ ଥିବା ବିଷୟ ଉପରେ ଆଲୋକ ପାତ କରି  ନିଜ ମନରୁ ନିଜେ, ନିଜେ ରାଗ, ରୁଷା, ଅଭିମାନ ଭୁଲି ଦଳପାଇଁକିଛି କାମ କରିଲେ ସମସ୍ତଙ୍କ ପାଇଁ ମଙ୍ଗକ ହେବ କହିଥିଲେ |  ରାଜ୍ୟ ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତେ ଏକ ହୋଇ ଦଳର ସଂଗଠନକୁ ମଜବୁତ କରିବା ଓ ଆଗାମୀ ଦିନରେ ଲୋକଙ୍କ ସେବାରେ ଅଧୂକ ସକ୍ରିୟ ହେବାକୁ ଆହ୍ୱାନ ଦେଇଥିଲେ ।ସେହିପରି ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା ଆଜିର ଏହି ବୈଠକ ର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ବିଷୟ ରେ ବକ୍ତବ୍ୟ ଆରମ୍ଭ କରି ଦଳର ବିକାଶ, ଅଞ୍ଚଳ ରେ ଚାଷୀଙ୍କ ସମସ୍ୟା,  ବେକାର ଯୁବକ, ଯୁବତୀଙ୍କୁ ଥଇଥାନ ଉପରେ ଗୁରୁତ୍ୱ ଦେଲେ ସେମାନଙ୍କ ରୋଜଗାର  ହୋଇ ପାରିବ ବୋଲି ମତ ଦେଇଥିଲେ | ପୂର୍ବତନ ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ  ଏହି ବନ୍ଧୁ ମିଳନ ଦ୍ୱାରା ଆମେ  ଲୋକଙ୍କ ବିଶ୍ଵାସ ଭାଜନହେବା ସହ ଆଗକୁ ବଢ଼ିବାରେ ସମସ୍ତଙ୍କୁ ସହାୟକ ହେବ ବୋଲି କହିଥିଲେ | ଦଳର ଯୁବ ନେତା ଅମିତ ମହାପାତ୍ର  ଓ  କେ ରମେଶ ଦୋରା, ଚିତ ରଞ୍ଜନ ସାହୁ ଆଜିର ଯୁବଗୋଷ୍ଟି ଏହିଦଳରେ ସାମିଲ ହୋଇ ଭଲ କାମ କଲେ ସେମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିବେ ବୋଲି
କହିବା ସହ ପରିବାରବାଦରୁ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଦୁରେଇ ରହିଲେଭଲ ନଚେତ କେନ୍ଦ୍ର ରେ ଅନ୍ୟ ଦଳ ମାନଙ୍କ ପରିବାର ରାଜନୀତି ଦେଶକୁ ଧ୍ବଂସ ମୁଖକୁ ନେଇଥିବାଭଳି ଅବସ୍ଥା ହେବ ବୋଲି  ମତ ଦେଇଥିଲେ | ଏମାନଙ୍କ ବ୍ୟତୀତ ଏହି ବୈଠକ ରେ ନାରୀମାନେ ଉପସ୍ଥିତି ଦଳକୁ ମଜବୁତ କରିଥିଲା |  ନାରୀ ନେତ୍ରୀ ପୁଷ୍ପାଞ୍ଜଳି ଦଳେଇଙ୍କ ନେତୃତ୍ୱରେ ବହୁ ମହିଳା କର୍ମ କର୍ତ୍ତା ମାନେ ଏଥିରେ ଅଂଶ ଗ୍ରହଣ କରି ଏହି ବୈଠକର ଲକ୍ଷ ଓ ଉଦେଶ୍ୟ ବିଷୟରେ ବୁଝି ଥିଲେ  ।  ତେବେ ବୈଠକ ଶେଷ ପୂର୍ବରୁ ପୁରୁଷୋତ୍ତମପୁର କୋର୍ଟ ରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିବା  ରମାରଞ୍ଜନ ଦାଶ, ନାରାୟଣ ପାଣିଗ୍ରାହୀ ଓ ଚିତ ରଞ୍ଜନ ସାହୁ ଙ୍କୁ ଉତ୍ତରୀୟ ଦେଈ ସ୍ୱାଗତ କରିଥିଲେ | ଅନ୍ୟ ଛ ଜଣ ସରକାରୀ ଓକିଲ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଦଳପକ୍ଷରୁ କୁହା ଯାଇଛି | ବୈଠକ ଶେଷରେ ନୀଲେଶ ମହାରଣାଙ୍କ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ |

News Comment

You Might Also Like

BACK TO TOP