Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ଡକରେଟ ପାଇଲେ ଦିନେଶ କୁମାର ମହାନ୍ତି |

24-Dec-2025

ଡ଼କ୍ଟରେଟ ପାଇଲେ ଦିନେଶ କୁମାର ମହାନ୍ତି,

ଓଡିଶା, ଜନମତ, ଖୋର୍ଦ୍ଧା,, ଗୋପାଲକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ପୌରାଞ୍ଚଳ ଅଧୀନ ଗୁରୁଜଙ୍ଗ ଟାଙ୍ଗୀ ସାହି ରେ ରହୁଥିବା ଯଥା-ହରିହରପୁର, ମୟୁରଝାଲିଆ(ରଣପୁର)ର ଦିନେଶ କୁମାର ମହାନ୍ତି ଡ଼କ୍ଟରେଟ ପାଇଲେ l ସେ ବର୍ତମାନ ହାଇଦ୍ରାବାଦ ର ସିସ୍କୋ କମ୍ପାନୀ ରେ ସାଇବର ସୁରକ୍ଷା ବିଭାଗରେ ଦୀର୍ଘ ଦୁଇବର୍ଷ ହେବ କାର୍ଯ୍ୟରତ ଥିଲାବେଳେ ଡ଼କ୍ଟରେଟ ଅଫ ବିଜିନେସ ଆଡମିନିଷ୍ଟ୍ରେସନ 2023 ନଭେମ୍ବର ରେ ଆରମ୍ଭ କରିଥିଲେ l ଯାହାକି ଡିସେମ୍ବର 12/12/2025 ରେ ସମ୍ପୂର୍ଣ୍ଣ ହୋଇଛି l ସେ ସାଇବର ସୁରକ୍ଷା ଉପରେ ପିଏଚଡ଼ି  କରୁଥିଲେ l ସେ  ନୀଳକଣ୍ଠେଶ୍ଵର ଦେବ ବିଦ୍ୟାପୀଠ ଝାରପଡା, ରଣପୁର ରେ ଦଶମ ଶ୍ରେଣୀ ଶିକ୍ଷା ଲାଭ କଲାପରେ କୀଟ କଲେଜ ରେ ଡିପ୍ଲୋମା ଇଞ୍ଜିନିୟରିଂ ସମାପ୍ତ କରିଥିଲେ l. ପରେ ବିଜୁ ପଟ୍ଟନାୟକ ୟୁନିଭରସିଟି ରେ ବିଟେକ,, ନୋୟାଡ଼ର ବିମଟେକ ରେ ମ୍ୟାନେଜେମେଣ୍ଟ ରେ ସ୍ନାତକୋତ୍ତର କରିଥିଲେ l ତାଙ୍କର ଏହି ଡ଼କ୍ଟରେଟ  ଖବର ପାଇବା ପରେ ନିଜ ବନ୍ଧୁ ବାନ୍ଧବ,, ସାଙ୍ଗ ସାଥି, ଙ୍କ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିବାର ଲାଗିଛି l

News Comment

You Might Also Like

BACK TO TOP