Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଆଜି ବାରବାଟୀ ଷ୍ଟାଡିଏମ ରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟି 20 ମେଚ ||

09-Dec-2025

କଟକ ବାରବାଟୀ ଷ୍ଟାଡିଏମ ରେଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପ୍ରଥମ ଟି-୨୦,

      ଓଡିଶା ଜନ ମତ ବ୍ୟୁରୋ,

ଓଡ଼ିଶାର ବାରବାଟୀ ଷ୍ଟାଡିଏମ ରେ ପୁଣି ଆରମ୍ଭ ହେଉଛି ତି 20 ମେଚ, ଯାହାଦ୍ୱାରା ଓଡ଼ିଶାର ଖେଳ ପିଚ ଉପରେ ଥିବା କାର୍ଯ୍ୟ ଦକ୍ଷତା ର ପ୍ରମାଣ ମିଳିବ | ସେଥିପାଇଁବାରବାଟୀ ଟି-୨୦ କୁ ନେଇ ଚର୍ଚ୍ଚା । ବାରବାଟୀ ପିଚ କାହାକୁ ସୁହାଇବ ? ତା ଉପରେ ସମସ୍ତଙ୍କ ନଜର। ଭାରତ ଗ୍ରସ୍ତରେ  ଥୁବା ଦକ୍ଷିଣ ଆଫ୍ରିକା ଦଳ ଟେଷ୍ଟରେ ଦମଦାର ଖେଳ ପ୍ରଦର୍ଶନ କରିବା ସହ ସିରିଜକୁ ୨-୦ରେ ପୋଛି ନେଇଥିଲା ।  ତେବେ ଓ୍ୱାନଡେ ସିରିଜକୁ କମବ୍ୟାକ  କରିଥିଲା ଟିମ ଇଣ୍ଡିଆ । ୨-୧ରେ ସିରିଜକୁ  ବାଜି ମାରିଥିଲା । ଏବେ ୫ ଟିକିଆ ଟି-୨୦ ସିରିଜ ଉପରେ ଉଭୟ ଟିମର ଫୋକସ । ବାରବାଟୀରେ ଖେଳାଯାଇଛି  T- ୨୦ – ମ୍ୟାଚ । ୨୦୧୫ ଅକ୍ଟୋବର ୫ ତାରିଖରେ  ମୁହାଁମୁହିଁ ହୋଇଥିଲେ ଭାରତ ଦକ୍ଷିଣ ଆଫ୍ରିକା । ମ୍ୟାଚ ଜିତିଥିଲା ସାଉଥ ଆଫ୍ରିକା ଟିମ । ଏହାର ୨ ବର୍ଷ ପରେ ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା ଟକ୍କର । ୯୩ ରନରେ ବଡ଼ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ |  ୨୦୨୨ ମସିହା ଜୁନ ୧୨ ତାରିଖରେ ପୁଣି ମୁହାଁ ମୁହିଁ ହୋଇଥିଲେ ଭାରତ-ଦକ୍ଷିଣ ଆଫ୍ରିକା । ୪ ୱିକେଟରେ ବାଜି ମାରିଥିଲା ଦକ୍ଷିଣ ଆଫ୍ରିକା । ବାରବାଟୀରେ ରାତିରେ ଖେଳ ହେଉଥିବାରୁ କାକର ପଡିବା ଫଳରେ ବୋଲିଂ କରିବା କଷ୍ଟକର ହୋଇଥାଏ । ତେଣୁ ପରେ ବ୍ୟାଟିଂ କରୁଥିବା ଦଳକୁ ଫାଇଦା ମିଳେ । ଆସନ୍ତାକାଲି ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ବାରବାଟୀରେ ଖେଳାଯିବ ତୃତୀୟ ଟି-୨୦। ସାଉଥ ଆଫ୍ରିକା ଟିମ ହ୍ୟାଟ୍ରିକ କରିବ ନା ଭାରତ ବାଜି ମାରିବ । ତାହାକୁ ନେଇ ଉତ୍ସାହିତ ଓଡିଶା ବାସୀ | ତେବେ ଟିମ ଇଣ୍ଡିଆ ର ବିଜୟ ପ୍ରଦର୍ଶନି ଉପରେ ସମସ୍ତଙ୍କ ନଜର |

News Comment

You Might Also Like

BACK TO TOP