Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ହାତୀଦାନ୍ତ ବିକ୍ରିବେଳେ ମାଡିବ ସିଲା ବନ ବିଭାଗ, ତିନି ଗିରଫ ସହ ଦୁଇ ଦାନ୍ତ ଜବତ!|

08-Dec-2025

ବନବିଭାଗଦ୍ୱାରା ହାତୀଦାନ୍ତ ବିକ୍ରି ଉଦ୍ୟମ ବେଳେ ଦୁଇ ଦାନ୍ତ ସହ ତିନି ଅଭିଯୁକ୍ତ ଗିରଫ,

     ଓଡିଶା ଜନ ମତ ବ୍ୟୁରୋ,

ଦେଶ ରେ ବିଭିନ୍ନ ମାଫିଆଙ୍କରାଜୁତି ବହୁ ଆଗରୁ ଆମେ ଦେଖିଛେ |  ସେ ବାଲି, ମୋରମ, ଗଞ୍ଜେଇ, ଚରସ, ବାଘ ଚମଡା ସହ ଦାନ୍ତ,ଓ ନଖ, ସବୁଠାରୁ ଅଧିକ ମୁଲ୍ୟ ବାନ ମଧ୍ୟରେ  ହାତୀଦାନ୍ତ  ମାଫିଆ ଙ୍କ କାଟତି ସ୍ୱତନ୍ତ୍ର |ତେବେ ଦୁଇଟି ହାତୀ ଦାନ୍ତ ବିକ୍ରି ଉଦେଶ୍ୟରେ ମୁଲ, ଚାଲ ହେଉଥିବା ବେଳେ ମାଡ଼ିବସିଲା ବନ ବିଭାଗଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲରେ | କେନ୍ଦୁଝର ଜିଲ୍ଲା ବନ ବିଭାଗକୁ ମିଳିଛି ବଡ଼ ସଫଳତା।ହାତୀଦାନ୍ତ ବିକ୍ରି ଯେଜନା ବେଳେ ବନ ବିଭାଗର ଚଢାଉ, ଦୁଇଟି ହାତୀଦାନ୍ତ ସହ ତିନି ମୋଟର ସାଇକେଲ ଓ ତିନୋ ଗୋଟି ମୋବାଇଲ୍ ଜବତ ।ଏହି କାରବାର ରେ ସଂପୃକ୍ତ ଥିବା ତିନ ଜଣକୁ ଗିରଫ କରିଛି ବନ ବିଭାଗ || କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚମ୍ପୁଆ ଫଗୁ ପେକ୍ଷଲ ଆମ୍ବ ବଗିଚା ନିକଟରେ ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଟିମ୍ ଚଢାଉ କରିଥିଲା ଏହି ଚଢ଼ାଉ ଇ ସି ଏଫ୍ ଅଶୋକ ଦାସ୍‌ଙ୍କ
ନେତୃତ୍ବରେ କେନ୍ଦୁଝର ଜିଲ୍ଲାର ତିନୋଟି ରେଞ୍ଜର ଯଥା ବଡ଼ବିଲ ରେଞ୍ଜର, ଚମ୍ପୁଆ ରେଞ୍ଜର ଓ ବାଂଶପାଳ ରେଞ୍ଜର ଙ୍କ ସହ ରେଭେନ୍ୟୁ ଓ ପୋଲିସ୍ ବିଭାଗ ମିଶି ଏହି ଚଢାଉ କରିଥିଲେ। ହାତୀଦାନ୍ତ ବିକ୍ରି ପାଇ ଯେଜନା ଚାଲିଥିବା ବେଳେ ଘଟଣାସ୍କୁଳରୁ ଦୁଇଟି ହାତୀଦାନ୍ତ ସହ ତିନିଜଣକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ସୂଚନା |  ଗିରଫ ବ୍ୟକ୍ତି ହେଲେ ଝାଡଖଣ୍ଡ ଜଗନ୍ନାଥ ପୁର ଅଞ୍ଚଳର ଗୁରୁଚରଣ କେରେଇ, ଢେଙ୍କାନାଳ ଅଞ୍ଚଳର କୈଳାସ ତିରିଆ ଓ ଚମ୍ପୁଆ ବ୍ଲକଉଖୁଣ୍ଡା ବଳଭଦ୍ର ପୁର ଗ୍ରାମର ମିଶ୍ର ମୁଣ୍ଡା ହୋଇଥିବା ନେଇ ସୂଚନା ଦେଇଛନ୍ତି | ଏହା ସହିତ ସେମାନେ ବ୍ୟବହାର କରି ଆସିଥିବା ତିନୋଟି ବାଇକ ଓ ତିନୋଟି ମୋବାଇଲ କୁ ମଧ୍ଯ ଜବତ କରିଛି ବନ ବିଭାଗ। ଯାହାକି ସୂଚନା ରହିଛି ଏଠାରେ ହାତୀ ଦାନ୍ତ ବିକ୍ରି ପାଇଁ ଗ୍ରାହକ ଅପେକ୍ଷା ରେ ଥିବା ବେଳେ ବନ ବିଭାଗ ଚଢାଉ କରିଥିଲା |  ଦୁଇଟି ଦାନ୍ତର ଓଜନ ଗୋଟିଏ ପାଖାପାଖୂ ସାତ କିଲୋ ପାଞ୍ଚଶହ ଗ୍ରାମ ହୋଇଥିବା ବେଳେ ଅନ୍ୟଟି ଛଅ କିଲୋ ଆଠସହ ଗ୍ରାମ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ୍ । ତେବେ ମାଫିଆଙ୍କ ଦ୍ୱାରା  ଆଗକୁ ହାତୀବଂଶ ଲୋପ ପାଇଯିବ | ତେଣୁ ମାଫିଆଙ୍କ ବିରୁଦ୍ଧରେ ବନ ବିଭାଗ ଓ ରାଜ୍ୟ ସରକାର କଠୋର ରୁ କଠୋର ଦଣ୍ଡ ବିଧାନ କଲେ ହୁଏତ ହାତୀ ମାନେ ରକ୍ଷା ପାଇଯିବେ  | ବୋଲି ପଶୁ ବିଶେସଜ୍ଞ ଙ୍କ ମତ |

News Comment

You Might Also Like

BACK TO TOP