Breaking News

ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||     

ଭଞ୍ଜନଗର ଥାନା ପକ୍ଷରୁ 2ୟ ମୋବାଇଲ ମେଳା କରି 23ଜଣଙ୍କୁ ଫେରାଇଲେହଜିଥିବା ମୋବାଇଲ |

03-Nov-2025

ଭଞ୍ଜନଗର ଥାନା ପକ୍ଷରୁ ଦ୍ଵିତୀୟ ମୋବାଇଲ ମେଳାଅନୁଷ୍ଠିତ |
(୨୩ ଜଣ ଫେରିପାଇଲେ ହଜିଯାଇଥିବା ମୋବାଇଲ ସେଟ୍,

      ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ ଲୋକଙ୍କ ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ପାଈଁ ସେମାନେ ନିକଟସ୍ତ ଥାନାରେ ଏଫଆର ଦେଇଥାନ୍ତି | ତେବେ ଏପରି ଏକ ସଫଳ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଥିଲା ଭଞ୍ଜନଗର ପୋଲିସ ଦ୍ୱାରା |ଭଞ୍ଜନଗର ଥାନା ପକ୍ଷରୁ ଦ୍ବିତୀୟ ମୋବାଇଲ ମେଳା ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆଉ ନିଜର ହଜିଯାଇଥ‌ିବା ମୋବାଇଲ ସେଟ୍ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଅନେକ ପୁରୁଷ ଓ ମହିଳା । ଏହା ପୂର୍ବରୁ ଗତମାସ ରେ ଏହି ଥାନା ପକ୍ଷରୁ ମୋବାଇଲ ମେଳା ଆୟୋଜନ କରାଯାଇ ୩୦ ଜଣ ଉପଭୋକ୍ତା ଙ୍କୁ ସେମାନଙ୍କ ହଜିଯାଇଥିବା ମୋବାଇଲ ସେଟ୍ ପ୍ରଦାନ କରାଯାଇଥିଲା । ଆଉ ଏବେ ଦ୍ୱିତୀୟ ଥର ୨୩ ଜଣଙ୍କୁ ସେମାନଙ୍କ ହଜିଯାଇଥିବା ମୋବାଇଲ ସେଟ୍ ଉଦ୍ଧାର କରି ଫେରସ୍ତ କରିଛି ପୋଲିସ । ଏଥିପାଇଁ ଥାନା ପରିସରରେ ଆୟୋଜିତ ମେଳାରେ ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ ଦେ ଗଣମାଧ୍ୟମ ପ୍ରତିନିଧ ମାନଙ୍କୁ ସୂଚନା ଦେଇଛନ୍ତି । ସାମାନ୍ୟ ଅସାବଧାନତା ରୁ ମୋବାଇଲ ସେଟ୍ ଚୋରି ହେଉଛି। ଆଉ ଏଠାରୁ ହଜିଥିବା ମୋବାଇଲ ରାଜଧାନୀ ଭୁବନେଶ୍ଵର ଠାରୁ ଆରମ୍ଭ କରି କୋଏଲ ନଗର, ସୁନ୍ଦରଗଡ଼ ଆଦି ସ୍ଥାନ ରୁ ଉଦ୍ଧାର କରାଯାଇଥିବା ନେଇ ଏଏସପି ଦେ ସୂଚନା ଦେଇଛନ୍ତି । ଏବେ ମୋବାଇଲ ସେଟ୍ ରେ ସମସ୍ତ ପ୍ରକାର ବ୍ୟକ୍ତିଗତ ତଥ୍ୟ ସହ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହୁଛି। ଏଣୁ ନିଜ ନିଜର ମୋବାଇଲ ସେଟ୍ କୁ ଅତ୍ୟନ୍ତ ସତର୍କତା ର ସହ ରଖିବାକୁ ସେ ଉପଦେଶ ଦେଇଛନ୍ତି । ଆୟୋଜିତ ଏହି ମୋବାଇଲ ମେଳା ରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର, ଥାନା ଅଧୂକାରୀ ଜୀବନାନନ୍ଦ ଜେନା ଙ୍କ ସମେତ ଥାନା ର ସମସ୍ତ ସବ୍ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଷ୍ଟାଫ୍ ଉପସ୍ଥିତ ରହିଥିଲେ। ସାଇବର ଶାଖାର ସହଯୋଗ ରେ ହଜି ଯାଇଥିବା ମୋବାଇଲ ସେଟ୍ ପୁନଶ୍ଚ ଫେରିପାଇଥିବା ବ୍ୟକ୍ତି ବିଶେଷ ମାନେ ଏଥିପାଇଁ ପୁଲିସ ର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ବ୍ୟକ୍ତ କରିଥିଲେ।

News Comment

You Might Also Like

BACK TO TOP