Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଭୁତ ସରସିଙ୍ଗି ରେ ପ୍ରଧାନମନ୍ତ୍ରୀ ଙ୍କ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ||

26-Oct-2025

ଭୁତ ସରସିଙ୍ଗି ରେ ପ୍ରଧାନମନ୍ତ୍ରୀ ଙ୍କ 127 ତମ ମନକି ବାତ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ,

ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର  ଅନ୍ତର୍ଗତ ଭୁତ ସରସିଙ୍ଗି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ127 ତମ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମଗଞ୍ଜାମ ଜିଲ୍ଲା ର କବିସୂର୍ଯ୍ୟନଗର ବିଧାନ ସଭାନିର୍ବାଚନ ସ୍ତରୀୟ ରେ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ,ଜିଲ୍ଲା ସଭାପତି ବୀଜୟ କୁମାର ସ୍ୱାଇଁ ଓ କୋଦଳା ଏନଏସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ ଏମପି ନମିନି ଯଂଜ୍ଞ ନାରାୟଣ ଦାଶ ଙ୍କ ସହିତ ସ୍ଥାନୀୟ ସରପଞ୍ଚ ମନୋଜ ଦାଶ, ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ, ଙ୍କ ସହ ବହୁ ନେତା, କର୍ମୀ,  ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ନେତା, କର୍ମୀ, ଦଳୀୟ ନେତ୍ରୀ, କର୍ମୀ ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ଥିଲେ  | ପ୍ରଧାନମନ୍ତ୍ରୀ ଙ୍କ127 ତମ ଅଧ୍ୟାୟ ମନକି ବାତ କାର୍ଯ୍ୟକ୍ରମ ରେ ଓଡିଶା ଉପରେ ଫୋକସ କରି ଥିଲେଏହା ଗଞ୍ଜାମ ଜିଲ୍ଲା ପାଈଁ ଏହା ଗର୍ବ ଓ ଗୌରବ ମୟ ଥିଲା | ଏହା ଜିଲ୍ଲା ରେ କେବଳ କବିସୂର୍ଯ୍ୟ ନିର୍ବଚନ ମଣ୍ଡଳ ସ୍ତରୀୟ ଭୁତସରସିଙ୍ଗି  ଠାରେ ସିଧା ପ୍ରସାରଣ ହୋଇଥିଲା | ଲୋକଙ୍କର ଯେପରି ଆର୍ଥିକ ସ୍ଥିତି ବଦଳିବ ତାଉପରେ ଫୋକସ କରିଛନ୍ତି ନରେନ୍ଦ୍ର ମୋଦୀ, ଯେଉଁଥିରେ କି କୋରାପୁଟ ର କଫି ଯାହାକି ସାରା ଭାରତ ଓ ଭାରତ ବାହାରେ ତାହାର ଚାହିଦା ବଢିବସମସ୍ତେ ତାହାକୁ ବ୍ୟବହାର କରିବେ ଏବଂ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଯେପରି ହୋଇ ପାରିବା ସହିତ  ଦେଶରେ ଓଡିଶା ଏକ ନଂ ହୋଇ ପାରିବ, ଓଡ଼ିଶାର ଲୋକମାନଙ୍କ ରୋଜଗାର ଆଗକୁ ବଢ଼ି ପାରିବ ତାଉପରେ ଏହି ମନକି ବାତ କାର୍ଯ୍ୟକ୍ରମ ରେ କହିଥିଲେ | ଏହା ସହ ଯେଉଁ ବ୍ୟକ୍ତିଙ୍କ ପାଖରେ ପ୍ରତିଭା ଅଛି ସେଯେଉଁଠି କିମ୍ବା ଜଙ୍ଗଲ ରେ ରହିଥିଲେ ମଧ୍ୟ ତାର ମହତ୍ୱ ସୁଦୂର ପ୍ରସାରି ଯେପରି ହୋଇ ପାରିବ ଏବଂ ସେମାନଙ୍କ ପ୍ରତିଭା ର ବିକଶିତ ହୋଇ ପାରିବ ତାଉପରେ କହିଥିଲେ |ମନକି ବାତ କାର୍ଯ୍ୟକ୍ରମ ରେ ଯେଉଁ ମାନେ ଆଗକୁ ବଢ଼ି ପାରୁନାହାନ୍ତି ସେମାନଙ୍କୁ କିପରି ଆଗକୁ ନେଇପାରିବା ସହିତ ସେମାନଙ୍କ ପାଖରେ ଯେଉଁ ଗୁଣ ଥାଉନା କାହିଁକି ତାହାକୁ ଆଗକୁ ନେବା ପାଈଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସହଯୋଗ ଓ ସାହାଯ୍ୟ କାମନା କରିଥିଲେ  | ଏହି କାର୍ଯ୍ୟକ୍ରମ ରେ 800 ରୁଊର୍ଧ୍ଵ ମହିଳା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ ଭୁତସରସିଙ୍ଗି ସରପଞ୍ଚ ମନୋଜ ନାୟକ ସଂଯୋଜନା କରିଥିଲେ |  ଏହାଉପରେ ଅନୁରୂପ ମତ ଦେଇଥିଲେ ଜିଲ୍ଲା ସଭାପତି କୋଦଳା ଏନଏସି ଅଧକ୍ଷ  |

News Comment

You Might Also Like

BACK TO TOP