Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଖଲ୍ଲିକୋଟ ର ବାବା ବରାଳ ବାଲୁଙ୍କେଶ୍ୱର ପୀଠରେ ନାଗ ଚତୁର୍ଥୀ ପୂଜା ଅନୁଷ୍ଠିତ |

25-Oct-2025

ବାବା ବରାଳ ବାଲୁଙ୍କେଶ୍ୱର ପୀଠରେ ନାଗ ଚତୁର୍ଥୀ ପୂଜା ଅନୁଷ୍ଠିତ, ଶତାଧିକ ଭକ୍ତ ଙ୍କ ସମାଗମ।
--------------------------
ଖଲ୍ଲିକୋଟ  ୨୫-୧୦-୨୦୨୫()ଖଲ୍ଲିକୋଟ ସହର ସ୍ଥିତ ବାବା ବରାଳ ବାଲୁଙ୍କେଶ୍ୱର ପୀଠରେ ନାଗ ଚତୁର୍ଥୀ ପୂଜା କାର୍ତ୍ତିକ ଶୁକ୍ଳ ଚତୁର୍ଥ ରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ବାବା ବରାଳ ବାଲୁଙ୍କେଶ୍ୱର ପୀଠରେ ନାଗ ଚତୁର୍ଥୀ ପୂଜା କରିବା ପାଇଁ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ସର୍ପ ପୂଜାର ପରମ୍ପରା ବହୁ ପ୍ରାଚୀନ l ନାଗପୂଜା ତାମିଲ ଏବଂ ତେଲୁଗୁ ସମ୍ପ୍ରଦାୟ ଭିତରେ ବହୁଳ ପ୍ରସାର ଲାଭ କରିଛି l ଏହି ପରମ୍ପରାରେ ଗୋଟିଏ ପୂଜା ହେଲା କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ପୂଜା ହୋଇଥାଏ। ନାଗପୁଜନ ହିନ୍ଦୁନାରୀମାନଙ୍କ ଅନ୍ୟତମ ପ୍ରଧାନ ବ୍ରତ l ସନ୍ତାନ ଏବଂ ଐଶ୍ଵର୍ଯ୍ୟପ୍ରାପ୍ତି କାମନା କରି ମହିଳା ମାନେ ଏହି ନାଗଚତୁର୍ଥୀ ବ୍ରତ ପାଳନ କରିଥାନ୍ତି l ସାଧାରଣତଃ କିଛି ମହିଳା ଏକତ୍ରିତ ହୋଇ ଏହି ବ୍ରତକୁ ଏକ ଓଷାଭାବେ ପାଳନ କରିଥାନ୍ତି l ଏହି  ପୂଜାରେ ଅରୁଆ ଚାଉଳ, ବିରି, ମୁଗଚୁନା ସହିତ ଛେନା, ଗୁଡ଼,ଘିଅ, ନଡ଼ିଆ ମିଶାଇ ଭୋଗ ପ୍ରସ୍ତୁତ କରାଯାଏ l ବ୍ରତଧାରୀ ମାନେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜା ସ୍ଥାନକୁ ଲିପି ପରିଷ୍କାର କରି ଆସ୍ଥାନ ପ୍ରସ୍ତୁତକରିଥାନ୍ତି l ପୁରୋହିତ ତମ୍ବା,  ପିତଳ, ସୁନା, ରୁପା ଇତ୍ୟାଦି ଧାତୁ ନିର୍ମିତ ନାଗ ମାନଙ୍କୁ ହଳଦୀ ପାଣିରେ ସ୍ନାନ କରାଇ ଆସ୍ଥାନ ଉପରେ ନୂତନବସ୍ତ୍ର ଉପରେ ସ୍ଥାପନ କରିଥାନ୍ତି l ସର୍ପ ମାନଙ୍କୁ ଫୁଲ ଚନ୍ଦନ ସିନ୍ଦୁର ଲଗାଇ ବେଶ କରାଯାଏ l ଆସ୍ଥାନ ନିକଟରେ ଉଈହୁଙ୍କା ଖଣ୍ଡେ ରଖି ତାକୁ ଚନ୍ଦନ, ସିନ୍ଦୁର, ଫୁଲ ଦେଇ ସଜାଇ ଦିଆଯାଏ l ପୁରୋହିତ ପୂଜାକରି,ଭୋଗ ଲଗାଇ ନାଗ ଚତୁର୍ଥୀ ମାହାତ୍ମ୍ୟ ପାଠ କରନ୍ତି l ଏହି ପୂଜା ସାଧାରଣତଃ ଅପରାହ୍ନ ସମୟରେ କରା ଯାଇ ଥାଏ l

News Comment

You Might Also Like

BACK TO TOP