Breaking News

ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||     

ପିତୃ ପୂରୁଷଙ୍କୁ ଆଲୋକ ଦେଖେଇବା ପାଈଁ ମିଳୁନି କାଉଁରିଆ କାଠି |

19-Oct-2025

କାଲିକି ମହାଳୟା ଅମାବାସ୍ୟା ବଡ଼ବଡ଼ୁଆ ଡ଼ାକିବାକୁ ମିଳୁନି କାଉଁରିଆ କାଠି,
          ଓଡିଶା ଜନ ମତ ବ୍ୟୁରୋ,

ରାତି ପାହିଲେ ମହାଳୟା ଅମାବାସ୍ୟା  ସମସ୍ତେ ନିଜ ପିତୃ ପୁରୁଷ ଙ୍କ ନିମନ୍ତେ  ସେମାନଙ୍କୁ ଆବାହନ କରି ଡାକିବା ପରେ ପରିବାର ସହିତ ପୂଜାକରି ଶୁଦ୍ର ଲୋକମାନେ ଦୀପ ଦେଖାଇବା ପାଈଁ କାଉଁରିଆ କାଠିର ଆବଶ୍ୟକତା ପଡିଥାଏ  |  ହେଲେ  ଆଜି ସେଇ ଚାଷ କରିବାକୁ ଚାଷୀଙ୍କ ଆଗ୍ରହ ନାହିଁ | କାରଣ ସେତେବେଳେ  ଲଳିତା ଚାଷ କରି ଚାଷୀ ଚାଷର ଉନ୍ନତି ପାଈଁ ଲଳିତା ର ଚୋପା କୁ କାଢି  ତାହାକୁ ଚାଷରେମାଟିର ଉର୍ବତା ପାଈଁ ବ୍ୟବହାର କରି ତାହାର କାଠି ଗୁଡିକୁ  ଏହି ଦୀପାବକି ପାଈଁ ସାଇତି ରଖିଥାଏ  | ଏବଂ ପରେ ଆଲୋକର ପର୍ବ ଦୀପାବଳି ରେ ଲୋକମାନେ ଏହାକୁ କିଣି ନେଇ ସେମାନଙ୍କ ପିତୃ ପୁରଷଙ୍କୁ ଅନ୍ଧାର ରୁ ଆଲୋକ ର  ପଥ ଦେଖାଇ ବାର ପୁରାଣ ଓ ଲୋକକଥା ରହିଛି | ପିତୃ ଲୋକଙ୍କୁ ଅନ୍ଧାର ରୁ ଉଦ୍ଧାର କରି ଆଲୋକ ଦେଖାଇ ଥାନ୍ତି ସେଥିପାଇଁ କିଛି ଲୋକ ଏହି କାଉଡିଆ କାଠିକୁ ବଡ଼ ବଡ଼ିଆ ଅର୍ଥାତ ପିତୃ ଲୋକଙ୍କ ନିମନ୍ତେ କିଛି ଗୀତ ଗାଇଥାନ୍ତି | ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ପୀଠା ପଣା, ମିଠା ଇତ୍ୟାଦି ତିଆରି କରି ପିତୃ ପୁରୁଷ ଙ୍କ ଉଦ୍ଧେଶ୍ୟ ରେ  ପୂଜା କରିଥାନ୍ତି କିମ୍ବା ଉତ୍ସର୍ଗ କରିଥାନ୍ତି  ପରି ବାର ଲୋକେ । ଏକ ସଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାର ସହ ସାହି ପଡ଼ୋଶୀ ଓ ପରିଜନ ମିଶି ଡାକନ୍ତି ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସ, ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର । କିନ୍ତୁଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ ଆଉ କାଉଁରିଆ କାଠ ମିଳୁନାହିଁ । କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁରେଚାଷୀ କରୁନାହାନ୍ତି । ସମସ୍ତେ ଧାନ ଓ ପରିବା ଚାଷ ପାଇଁ ମୁହାଁଉଛନ୍ତି । ଯେଉଁଥି ପାଇଁ ଚଳିତ ଦୀପାବଳିରେ ଗାଁ ଗଣ୍ଡାରେ ବଡ଼ବଡ଼ୁଆଙ୍କୁ ଡ଼ାକିବା ପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ । ୪ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାକୁ ୧୫ ରୁ ୨୦ ଟଙ୍କାରେ
ବିକ୍ରି ହେଉଛି । ଜିଲ୍ଳାର ଅଧିକାଂଶ ବ୍ଲକରେ ନଳିତା ଚାଷର ପ୍ରସାର ପାଇଁ ବ୍ୟାପକ ଭିତିଭୂମି ଥିଲେ ମଧ୍ୟ ସରକାରଙ୍କଇଛା ଶକ୍ତିର ଅଭାବ ଯୋଗୁଁ  ଏହି ଚାଷର ବିକାଶ ଆଶାନୁରୂପ ହୋଇପାରୁନାହିଁ ।  ନଦୀ ଉପକୂଳବର୍ତ୍ତୀ ଉପରୋକ୍ତ ଅଞ୍ଚଳରେ ପୂର୍ବରୁ ଚାଷୀ ମାନେ ନଳିତା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଚାଷୀ ମାନେ ଧାନ ଓ ପନିପରିବା ଚାଷ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଚାଷୀ ମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ କୃଷି ବିଭାଗ ନାରାଜ । ନଳିତା ଚାଷ ସମୟରେ ଚାଷୀ ମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନ ଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି । ନଳିତା ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ପୂର୍ବପରି ନଳିତା ଚାଷର ଆଦର ରହିବ ବୋଲି ବୃଦ୍ଧ ଚାଷୀ ଙ୍କ ମହଲରେ ମତ ପ୍ରକାଶ ପାଇଛି ।

News Comment

You Might Also Like

BACK TO TOP